କାହିଁକି ସିଜେଆଇ ବଙ୍ଗଳା ଛାଡ଼ୁନାହାନ୍ତି ଚନ୍ଦ୍ରଚୂଡ: କାରଣ କରିଦେବ ଭାବପ୍ରବଣ

ନୂଆଦିଲ୍ଲୀ,୮।୭: ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଅବସର ନେବାର ୫ ମାସ ପରେ ମଧ୍ୟ ସିଜେଆଇ ବଙ୍ଗଳାରେ ରହୁଛନ୍ତି। ଏଥିପାଇଁ ସେ ଯେଉଁ କାରଣ…

ରାଶିଫଳ: ବୁଧବାର, ଜୁଲାଇ ୯ ତାରିଖ – Daily Horoscope

ମେଷ କର୍ମାଧିପ ଦ୍ୱାଦଶସ୍ଥ ଯୋଗୁ ବନ୍ଧୁମତାନ୍ତର, ଧନହାନୀ ଓ କାମରେ ପ୍ରତିରୋଧର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ…

ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି ବୁଲା ଷଣ୍ଢ: ଲୋକେ ଭୟଭୀତ

ଦାରିଙ୍ଗବାଡି,୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତର ବଜାର ଓ ଗାଁ ଭିତରେ ଏକ ଷଣ୍ଢର ଦୌରାତ୍ମ ଦେଖିବାକୁ ମିଳିଛି। ବୁଲି ବୁଲି ଯାହାକୁ ଯୋଉଠି…

ଦୁଃଖରେ ଭାଙ୍ଗିପଡ଼ିଲେ ଅଶ୍ୱିନ ବୈଷ୍ଣବ: ଖେଳିଗଲା ଶୋକର ଛାୟା

ନୂଆଦିଲ୍ଲୀ,୮।୭: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦୌଲାଲ ବୈଷ୍ଣବ ମଙ୍ଗଳବାର ସକାଳେ ଏମ୍ସ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଦୀର୍ଘ ଦିନ ଧରି ଶ୍ୱାସକ୍ରିୟାରେ ସମସ୍ୟା ହେତୁ…

ଜଳମଗ୍ନ ହୋଇ ପୂଜା ପାଉଛନ୍ତି ବାବା ଗୋକର୍ଣ୍ଣେଶ୍ୱର: ବୁଡ଼ିଗଲା ମହାଦେବଙ୍କ ଲିଙ୍ଗ

ଧର୍ମଶାଳା,୮।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଷୋହଳ ନମ୍ବର ଜାତୀୟ ରାଜପଥ ଜାରକା ଅଞ୍ଚଳର ବହୁ ପୁରାତନ ପୀଠ ବାବା ଗୋକର୍ଣ୍ଣେଶ୍ୱରଙ୍କ ପୀଠରେ ବନ୍ୟା ଜଳ ପ୍ରବାହିତ…

ଟ୍ରମ୍ପଙ୍କ ଭୋଜନରେ ଏମିତି କ’ଣ ଅଛି ଯେ ଯିଏ ଖାଉଛି ସିଏ ଡିମାଣ୍ଡ କରୁଛି ଆମେରିକା ରାଷ୍ଟ୍ରପତିଙ୍କୁ ଦିଆଯାଉ ନୋବେଲ, ପ୍ରଥମେ ପାକିସ୍ତାନ ଏବେ ଇସ୍ରାଏଲ

ଓ୍ବାଶିଂଟନ,୮।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ୱାଶିଂଟନ ଗସ୍ତରେ ଯାଇଥିବା ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପରେ ଗାଜାରେ ଚାଲିଥିବା ଯୁଦ୍ଧ ଉପରେ କିଛି…

ଖେଳ ପଡ଼ିଆରେ ବସିଥିଲେ ୨ ଯୁବକ: ହଠାତ୍‌ ଛୁରିରେ ଆକ୍ରମଣ କଲେ ଦୁର୍ବୃତ୍ତ, ଆଉ ତା’ପରେ…

ବଲାଙ୍ଗିର,୮।୭(ସୁନିଲ ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ମୁରସିଂ ଗାଁରେ ଦୁଇଜଣ ଯୁବକଙ୍କୁ ଛୁରାମାଡ଼ କରି ଦୃବୁର୍ତ୍ତ ଫେରାର ହୋଯାଇଛନ୍ତି। ମୁରସିଂ ଗାଁର ଦୁଇଜଣ ଯୁବକ ନିକଟସ୍ଥ…

ଟ୍ରେନ-ସ୍କୁଲ ଭ୍ୟାନ୍‌ ଦୁର୍ଘଟଣା: ଚାଲିଗଲା ତିନି ଛାତ୍ରଙ୍କ ଜୀବନ, ଫାଟକ ରକ୍ଷକ ନିଲମ୍ବିତ

କୁଡ୍ଡାଲୋର,୮।୭: ତାମିଲନାଡୁର କୁଡ୍ଡାଲୋର ଏବଂ ଆଲପ୍ପାକ୍କମ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫାଟକ ପାର୍‌ ହେଉଥିବା ବେଳେ ଏକ ପାସେଞ୍ଜର ଟ୍ରେନ୍‌କୁ…

ବେନିୟମ ବାଲିଗଦା ହେଲା କାଳ: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ଆହତ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି।…

ଖୁବଶୀଘ୍ର ଜଣାପଡ଼ିବ ଅହମଦାବାଦ ବିମାନ ଦୁର୍ଘଟଣାର କାରଣ, ଦାଖଲ ହେଲା ପ୍ରାଇମେରୀ ରିପୋର୍ଟ

ନୂଆଦିଲ୍ଲୀ,୮।୭: ଅହମଦାବାଦରେ ହୋଇଥିବା ଦୁଃଖଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ଦଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏହାର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛି।…