୨ ମ୍ୟାଚ୍‌ ହାରି ବି ଚେତା ପଶିନି: ଭାରତକୁ ଫାଇନାଲରେ ଦେଖିଦେବୁ ବୋଲି ଧମକ ଦେଲେ ପାକିସ୍ତାନ…

ଆବୁଧାବି,୨୪ା୯: ନିକଟ ଅତୀତରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତର ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ-ପାକ୍‌ ମ୍ୟାଚ୍‌କୁ ପୂର୍ବଭଳି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କୁହାଯିବା ଉଚିତ ନୁହେଁ ବୋଲି…

ଏସିଆ କପ୍‌: ଫାଇନାଲରେ ଭାରତ

ଦୁବାଇ, ୨୪ା୯- ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତ ଏସିଆ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ସୁପର-୪ ମ୍ୟାଚରେ…

ପହଲଗାମ ଆକ୍ରମଣରେ ବଡ଼ ବ୍ରେକ୍‌ଥ୍ରୁ: ଧରାପଡିଲା ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତି

ନୂଆଦିଲ୍ଲୀ,୨୪।୯: ଜମ୍ମୁ ଓ କାଶ୍ମୀର ପୋଲିସ ୨୨ ଏପ୍ରିଲ୍‌ ପାହାଲଗାମ ଆକ୍ରମଣରେ ଆତଙ୍କୀମାନଙ୍କୁ ଲୋଜିଷ୍ଟିକ୍‌ ସହାୟତା ଦେଇଥିବା ମୁହାମ୍ମଦ କତାରୀଙ୍କୁ ଧରିଛନ୍ତି। ଜୁଲାଇରେ ଚାଲିଥିବା ଅପରେସନ୍‌ ମହାଦେବରେ…

ପ୍ରତିରକ୍ଷା ମୁଖ୍ୟ ଅନୀଲ ଚୌହାନଙ୍କ କାର୍ଯ୍ୟକାଳ ୮ ମାସ ବୃଦ୍ଧି

ନୂଆଦିଲ୍ଲୀ,୨୪।୯: ପ୍ରତିରକ୍ଷା ମୁଖ୍ୟ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଜେନେରାଲ ଅନୀଲ ଚୌହାନଙ୍କ କାର୍ଯ୍ୟକାଳକୁ ଆଗାମୀ ବର୍ଷ ମେ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ…

ବାଇକରେ ପଶିଗଲା ବିରାଟ ନାଗ, ଛାନିଆ ହୋଇ ଗାଡ଼ି ଛାଡ଼ିଦେଲେ ଚାଳକ, ତା’ ପରେ…

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ବାଇକରେ ପଶିଗଲା ବିଷଧର ନାଗ। ନାକେଦମ ହେଲେ ଚାଳକ। ଏଭଳି ଏକ ଘଟଣା ଗଞ୍ଜାମ ବଡ଼ ବଜାରଠାରେ ବୁଧବାର ସନ୍ଧ୍ୟାରେ ଘଟିଛି। ସୂଚନାନୁଯାୟୀ,…

କଣ୍ଟେନରରେ ଗୋରୁ ଚାଲାଣ: ଖବର ପାଇ ମାଡ଼ି ବସିଲା ପାଇକମାଳ ପୋଲିସ

ପାଇକମାଳ, ୨୪।୯(ବଡ ଶତପଥୀ): ପାଇକମାଳ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଚେରେଙ୍ଗା ଝାଞ୍ଜ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ କରାଯାଇଛି। ତେବେ ଏକ…

ବାଇକ୍‌ରେ ଯିବା ବେଳେ ମାଡ଼ିଗଲା ହାଇଓ୍ବା: ଛଟପଟ ହୋଇ ଚାଲିଗଲା ୩ ଜୀବନ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି - ଆସିକା ୩୨୬ ନଂ.ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟ ରାସ୍ତାରେ ମର୍ମନ୍ତୁଦ…

ଏନ୍‌ଏଚ୍‌ ଉପରେ ପଡିଲା ବିରାଟ ଗଛ, ବରଗଡ଼ – ବୋରିଗୁମା ଯାତାୟାତ ଠପ୍‌

ବଲାଙ୍ଗୀର,୨୪ା୯(ସୁନୀଲ ମହାନ୍ତି): ବରଗଡ଼ - ବୋରିଗୁମା ୨୬ନଂ ଜାତୀୟ ରାଜପଥ ଦେଓଗାଁ ବିଜୟାନନ୍ଦ ଚିନିକଳ ସାମ୍ନା ରାସ୍ତା ଉପରେ ଏକ ବିରାଟ ଗଛ ପଡ଼ିଯାଇଛି । ଫଳରେ…

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ୩୮ଟି ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ଲେଖାଏ ସହାୟତା

ଢେଙ୍କାନାଳ,୨୪।୯: ଓଡ଼ିଶା ସରକାର ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ପାଇଁ ୩୮ଟି ପୂଜା ମଣ୍ଡପକୁ ପ୍ରତ୍ୟେକ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଓଡ଼ିଆ ଭାଷା,…

ଫେବୃଆରୀ ୧୭ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୩ା୯(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷାର ସମ୍ଭାବ୍ୟ ତାରିଖ ବୁଧବାର ଘୋଷଣା କରାଯାଇଛି। ୨୦୨୬ ଫେବୃଆରୀ ୧୭ରୁ ଏହି…