ବସ୍‌-ଟ୍ରକ୍‌ ମୁହାଁମୁହିଁ: ଚାଲିଗଲା ୬ ଜଣଙ୍କ ଜୀବନ

ବଣାଇ,୨୫ା୯(ପ୍ରଦୀପ ତ୍ରିପାଠୀ): ଗୁରୁବାର ସକାଳୁ ରାଉରକେଲାରୁ କୋଇଡ଼ା ଅଭିମୁଖେ ଯାଉଥିବା ଲିଙ୍ଗରାଜ ନାମକ ଯାତ୍ରୀବାହୀ ବସ୍‌ ରଙ୍ଗ ରୁଟ୍‌ରେ ଯାଇ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା…

ଭାରତ ସହ କିଏ ଖେଳିବ ଫାଇନାଲ: ପାକିସ୍ତାନ ନା ବାଂଲାଦେଶ, ଜାଣନ୍ତୁ ପୂରା ସମୀକରଣ

ନୂଆଦିଲ୍ଲୀ,୨୫।୯: ଟିମ ଇଣ୍ଡିଆ ଏସିଆ କପ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରି ସିଧାସଳଖ ଫାଇନାଲକୁ ଉଠିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ,…

ବ୍ୟବସାୟୀଙ୍କ ଘରୁ ଜବତ ହେଲା ଟ୍ରିପ୍‌ ଟ୍ରିପ୍‌ ବିସ୍ଫୋରକ ବାଣ

ଜୟପାଟଣା,୨୫ା୯(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ପୋଲିସ ଓ ଜୟପାଟଣା ପୋଲିସର ମିଳିତ ଅପରେଶନରେ ମିଳିଛି ବଡ଼ ସଫଳତା। ଜୟପାଟଣା ଜନୈକ ବ୍ୟବସାୟୀ ବଜରଙ୍ଗ ଅଗ୍ରଓ୍ବାଲଙ୍କ ଘରୁ ପୁଳାପୁଳା…

ମାଛ ତରକାରୀ ଖାଇଥିଲେ ଯାଆଁଳା ଭାଇ, ଜଣଙ୍କ ଜୀବନ ଗଲା, ଆଉ ଜଣେ…

ବାସୁଦେବପୁର,୨୫ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତର ନଟାପଢ଼ା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଛ ତରକାରୀ ଖାଇଥିବା…

ପାଗଳ କୁକୁର ଆତଙ୍କ: ବୁଲି ବୁଲି ୮ ଜଣଙ୍କୁ କାମୁଡ଼ିଲା, ଆଉ ତା’ପରେ..

ବଣାଇ,୨୫।୯(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇ ଶୁଣ୍ଢୀକୋଣ ଅଞ୍ଚଳରେ ଏକ ପାଗଳ କୁକୁର ବୁଲି ବୁଲି ଅଞ୍ଚଳରେ ପ୍ରାୟ ୮ ଜଣଙ୍କୁ କାମୁଡିଥିବାବେଳେ ସମସ୍ତେ ଖଣ୍ଡିଆଖାବରା ହୋଇ ବଣାଇ…

ଭାରତର ଲଜ୍ଜାଜନକ ରେକର୍ଡ: ପାକିସ୍ତାନଠାରୁ ବି ପଛରେ ପଡ଼ିଗଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୫।୯: ଭାରତ ଏସିଆ କପର ଫାଇନାଲରେ ସ୍ଥାନ ପକ୍କା କରିଛି। ବାଂଲାଦେଶକୁ ୪୧ ରନରେ ପରାସ୍ତ କରି, ଟିମ ଇଣ୍ଡିଆ ୧୨ତମ ଥର ପାଇଁ ଫାଇନାଲରେ ପହଞ୍ଚିଛି,…

ନଦୀକୂଳରେ ୨ ବିଶାଳକାୟ କୁମ୍ଭୀର, ଲୋକେ ଛାନିଆ

ବଲାଙ୍ଗୀର,୨୫ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଟିଟିଲାଗଡ଼ର ଉନ୍ଦେର ନଦୀକୂଳରେ ୨ଟି କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୁଗନାଭଟା ଓ ସିଲୁଆ ଗାଁ ମଝି ନିକଟ…

ଇତିହାସ ରଚିଲେ ଅଭିଷେକ ଶର୍ମା: ଏସିଆ କପ୍‌ରେ କଲେ ବଡ଼ କାରନାମା

ଦୁବାଇ,୨୫।୯: ଯୁବ ଭାରତୀୟ କ୍ରିକେଟ ତାରକା ଅଭିଷେକ ଶର୍ମା ଏସିଆ କପ ୨୦୨୫ରେ ତାଙ୍କ ବ୍ୟାଟିଂ ଦକ୍ଷତା ସହିତ ଇତିହାସ ରଚିଛନ୍ତି। ବାଂଲାଦେଶ ବିପକ୍ଷରେ ସୁପର ଫୋର୍‌…

ଅମ୍ବାନୀ ପରିବାରରେ ଧୂମ୍‌ଧାମରେ ପାଳିତ ହେଲା ନବରାତ୍ରି, ଦୁଇ ବୋହୂଙ୍କ ସହ ଏମିତି ନଜର ଆସିଲେ ନୀତା ଅମ୍ବାନୀ

ନବରାତ୍ରିରେ ଭକ୍ତିରେ ବୁଡ଼ି ରହିଥିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାର। ଆଣ୍ଟିଲିଆକୁ ସୁନ୍ଦର ଭାବରେ ସଜା ଯାଇଥିଲା। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଦାଣ୍ଡିଆ…

ହଠାତ୍‌ ହରଭଙ୍ଗୀ ଡ୍ୟାମ ଭିତରକୁ ପଶିଗଲା କଣ୍ଟେନର: ଆଉ ତା’ପରେ..

ମୋହନା,୨୫।୯୨୫(ମନ୍ମଥ ମିଶ୍ର): ରାୟଗଡାରୁ ବ୍ରହ୍ମପୁର ଯାଉଥିଲା କଣ୍ଟେନର। ବିଳମ୍ବିତ ରାତିରେ ଡ୍ୟାମରେ ବୁଡିଗଲା। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡବା ଥାନା…