ତୃପ୍ତି ସେଲ୍‌ସ ଆଣ୍ଡ ସର୍ଭିସ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର, ୧୩-୮ (ବ୍ୟୁରୋ): ଫୋର୍ଡ ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ପାତ୍ରପଡାଠାରେ ତୃପ୍ତି ଫୋର୍ଡ ସେଲ୍‌ସ ସର୍ଭିସ ସୁବିଧାର ଶୁଭାରମ୍ଭ କରାଯାଇଛି। ନୂଆ ଫାସିଲିଟିକୁ କମ୍ପାନୀର ସେଲ୍‌ସ ବିଭାଗ…

ଏମ୍‌ଏସ୍‌ଏମ୍‌ଇଙ୍କଠୁ ୫୦% ସାମଗ୍ରୀ କିଣନ୍ତୁ ରାଜ୍ୟ ପିଏସ୍‌ୟୁ

ଭୁବନେଶ୍ୱର,୧୩-୮(ବ୍ୟୁରୋ): କେନ୍ଦ୍ରୀୟ ପିଏସ୍‌ୟୁଗୁଡିକ ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ( ଏମ୍‌ଏସ୍‌ଏମ୍‌ଇ) ଗୁଡିକଠାରୁ ୨୫% ସାମଗ୍ରୀ କିଣିବା ପାଇଁ ସରକାର ନୀତି ଆଣିଛନ୍ତି। ମାତ୍ର ରାଜ୍ୟସ୍ତରରେ ସେମାନଙ୍କୁ ଏଥିପାଇଁ…

ଚାଇନାକୁ ଜୟଶଙ୍କରଙ୍କ ବାର୍ତ୍ତା: ‘ମତ ପାର୍ଥକ୍ୟ ବିବାଦରେ ପରିଣତ ନ ହେଉ’

ବେଜିଂ, ୧୩ା୮(ପି.ଟି.): ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କର ନିବିଡ଼ତା ରହିଛି। ଦୁଇଦେଶ କୌଣସି ଭିନ୍ନତାକୁ ଗ୍ରହଣ କରି ଭବିଷ୍ୟତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅନ୍ଧକାର ମଧ୍ୟକୁ ଠେଲିଦେବା…

ଫେଲ୍‌ ମାରିଲା ଟ୍ରମ୍ପଙ୍କ ଜିଏସ୍‌ପି ପ୍ରତ୍ୟାହାର ନିଷ୍ପତ୍ତି;ଆମେରିକାକୁ ଭାରତରୁ ରପ୍ତାନି ବଢ଼ିଛି ୩୨%

ନୂଆଦିଲ୍ଲୀ,୧୩-୮: ଭାରତ ଠାରୁ ପ୍ରିଫରେନ୍ସିଆଲ ଟାରିଫ୍‌ ସିଷ୍ଟମ ଜିଏସ୍‌ପି ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଫେଲ୍‌ ମାରିଛି। ଜିଏସ୍‌ପି ହଟିବା ପରେ ୩୨…

ସୁନା ଆମଦାନୀ ୩୫.୫% ବୃଦ୍ଧି

ନୂଆଦିଲ୍ଲୀ,୧୩-୮: ଦେଶର ସୁନା ଆମଦାନୀ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସରେ ୩୫.୫% ବୃଦ୍ଧି ପାଇ ୧୧.୪୫ ବିଲିୟନ ଡଲାର(ପ୍ରାୟ ୮୦ ହଜାର କୋଟି ଟଙ୍କା)ରେ…

ଜୁଲାଇରେ ଆଧାର ଆଧାରିତ ନେଣଦେଣ ୨୨ କୋଟି ଟପିଲା

ନୂଆଦିଲ୍ଲୀ,୧୩-୮: ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ପ୍ରଣାଳିରେ ନେଣଦେଣ ୨୨ କୋଟି ଟପିଛିି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସୋମବାର କହିଛି ଯେ, ଆଧାର ଆଧାରିତ…

ପାକ୍‌ ରାଜନୈତିକ ଦଳଗୁଡ଼ିକୁ କୁରେଶୀଙ୍କ ଆହ୍ବାନ: କଶ୍ମୀର ପ୍ରସଙ୍ଗରେ ଏକ ହୁଅ

ଇସ୍‌ଲାମାବାଦ, ୧୩ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ରାଜନୈତିକ ଦଳ ଏକ ହେବାକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଆହ୍ବାନ କରିଛନ୍ତି। ପାକ୍‌ ଅଧିକୃତ…

ଜେଟ୍‌ ଏୟାରଓ୍ବେଜକୁ କିଣିବା ନେଇ ଅନିଲ ଅଗ୍ରଓ୍ବାଲଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ,୧୩-୮: ଖଣି ଖନନରେ କ୍ଷେତ୍ରରେ ଶୀର୍ଷ କମ୍ପାନୀ ବେଦାନ୍ତ ରିସୋର୍ସେଜ ମୁଖ୍ୟ ଅନିଲ ଅଗ୍ରଓ୍ବାଲ ଜେଟ୍‌ ଏୟାରଓ୍ବେଜ୍‌ରେ ନିବେଶ କରିବେ ନାହିଁ ବୋଲି କହି ନିଜ ନିଷ୍ପତ୍ତିରୁ…

ବ୍ୟାଙ୍କଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ;ଗ୍ରାହକଙ୍କୁ ରେପୋ ରେଟ୍‌ ହ୍ରାସର ଫାଇଦା ଦିଅ

ନୂଆଦିଲ୍ଲୀ,୧୩-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କ୍ରମାଗତ ଚତୁର୍ଥ ଥର ରେପୋ ରେଟ୍‌ ହ୍ରାସ କରିଛନ୍ତି। ଅଥଚ ବ୍ୟାଙ୍କଗୁଡ଼ିକ ଏହାର ସମ୍ପୂର୍ଣ୍ଣ ଫାଇଦା ଗ୍ରାହକଙ୍କୁ ଦେଉନାହାନ୍ତି। ଏହାକୁ ନେଇ…

ରିଲାଏନ୍ସର ୨୦% ଅଂଶଧନ କିଣିବ ଆରାମ୍‌କୋ

ସଉଦି ଆରବର ସର୍ବବୃହତ ତୈଳ କମ୍ପାନୀ ସଉଦି ଆରାମ୍‌କୋ ରିଲାଏନ୍ସର ଅଏଲ ଟୁ କେମିକାଲ ବ୍ୟବସାୟରେ ୨୦ ପ୍ରତିଶତ ଅଂଶଧନ କିଣିବ। ଏଥିଲାଗି ସଉଦି କମ୍ପାନୀ ୭୫୦୦…