‘ଟ୍ରମ୍ପଙ୍କ ପାଦୁକା ରଖି ଭାରତକୁ ଶାସନ କରୁଛନ୍ତି ମୋଦି’? କାହିଁକି ଏମିତି କହିଲେ ସଞ୍ଜୟ ରାଉତ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ମହାରାଷ୍ଟ୍ର ନେତା ଏବଂ ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ଏକ…

ଆମାଜନ-ଫ୍ଲିପକାର୍ଟରେ ବିକ୍ରି ହେବ ନାହିଁ ପାକିସ୍ତାନ ପତାକା! କେନ୍ଦ୍ର ନୋଟିସ ଜାରି କରି କହିଲା…

ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ, ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ପାକିସ୍ତାନୀ ପତାକା ବିକ୍ରୟ ଉପରେ ରୋକ…

Video: ସେନା ସହିତ ଗୁଳିମାଡ ପୂର୍ବରୁ ଝୁପୁଡ଼ିରେ ଲୁଚୁଛନ୍ତି ଆତଙ୍କବାଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୧୫।୫: ଜମ୍ମୁ ଓ କାଶ୍ମୀରର ଅବନ୍ତୀପୁରାରେ ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ସୁରକ୍ଷା ବାହିନୀ ସହ ସଂଘର୍ଷରେ ନିହତ ହୋଇଥିବା ତିନି ଆତଙ୍କବାଦୀଙ୍କର ନାଟକୀୟ ଫୁଟେଜ୍…

IPhone ହୋଇଯିବ ମହଙ୍ଗା! ଭାରତରେ ଫ୍ୟାକ୍ଟ୍ରି ନିର୍ମାଣ ନ କରିବାକୁ Apple CEOଙ୍କୁ ପରାମର୍ଶ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୫।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲର ସିଇଓ ଟିମ କୁକଙ୍କୁ ଭାରତରେ ଆଇଫୋନ ଫ୍ୟାକ୍ଟ୍ରି ନିର୍ମାଣ ନ କରିବାକୁ ଅନୁରୋଧ କରିଛନ୍ତି। ଭାରତ ପାଇଁ ଆପଲର…

ମୋ’ ସରଳତାକୁ ଦୁର୍ବଳତା ଭାବନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୫: ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି ।…

ରାଶିଫଳ: ଶୁକ୍ରବାର , ମେ ୧୬ ତାରିଖ – Daily Horoscope

ମେଷ ଆଜିର ଯାତ୍ର୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ପ୍ରଶାସନିକ କାମ ଓ ରାଜନୈତିକ ଦିଗଟି ଭଲ ରହିବ। ସବୁ ସମୟରେ ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସ୍ବାର୍ଥହାନି ହେତୁ…

ମାସୁଦ ଆଝାରଙ୍କ ପ୍ରଶ୍ନ ଶୁଣି ଥଙ୍ଗମଙ୍ଗ ହୋଇଗଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ…

ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ, ପାକିସ୍ତାନ ପୁଣି ଥରେ ବିଶ୍ୱର ନଜରରେ ପଡ଼ିଛି। ଏକ ସାକ୍ଷାତକାରରେ, ସାମ୍ବାଦିକମାନେ ପାକିସ୍ତାନର…

ଦାଣ୍ଡ-ବାଡ଼ି କବାଟ କିଳି ଆତ୍ମହତ୍ୟା କଲେ ଯୁବକ, ୨-୩ ଦିନ ପରେ…

ଛତ୍ରପୁର,୧୫ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ମଝିସାହିରେ ଜଣେ ଯୁବକ ଛାତର କ୍ଲାମ୍ପରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।…

ଅରମାନ ଏବଂ ଦୁଇ ପତ୍ନୀଙ୍କ ଜୀବନ ପ୍ରତି ବିପଦ? କହିଲେ- ବନ୍ଧୁକର ଲାଇସେନ୍ସ ଦିଅ…

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚିତ ହୋଇଆସିଛନ୍ତି ୟୁଟ୍ୟୁବର ଅରମାନ ମଲିକ। ଦୁଇ ପତ୍ନୀଙ୍କ ସହ ତାଙ୍କର ସଂସାର ଚର୍ଚ୍ଚାରେ ରହିଥାଏ। ସେମାନେ ବ୍ଲଗ୍‌ କରିବା…

ପରମାଣୁ ବୋମା ବିସ୍ଫୋରଣରୁ ପାକିସ୍ତାନରେ ହେଉଛି ଭୂମିକମ୍ପ? ରିପୋର୍ଟରୁ ଜଣାପଡିଲା ଅସଲ ସତ

ଇସଲାମବାଦ,୧୫।୫: ପାକିସ୍ତାନରେ ସମ୍ପ୍ରତି ଅନେକ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନିକଟରେ, ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ, ପାକିସ୍ତାନର ଭୂମି ଥରି ଉଠିଥିଲା ଏବଂ…