ସିନେ କଳାକାରଙ୍କ କାର ଧକ୍କାରେ ଯୁବକ ଗୁରୁତର

ପାତ୍ରପଡ଼ା,୧୦।୯(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ଅନ୍ତର୍ଗତ ଶ୍ୟାମପୁର ନିକଟରେ ସୋମବାର ରାତିରେ ଜଣେ ଓଡ଼ିଆ ସିନେ କଳାକାରଙ୍କ କାର ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ…

ଆଖି ଖୋଲନ୍ତୁ ମୋଦି ସରକାର; ଗଭୀର ଖାଇରେ ଖସିପଡ଼ିଛି ଅର୍ଥବ୍ୟବସ୍ଥା: ପ୍ରିୟଙ୍କା

ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପୁଣିଥରେ ଟାର୍ଗେଟ୍‌ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଦେଶର ଅର୍ଥବ୍ୟବସ୍ଥା ଗଭୀର ଖାଇରେ…

ବାଳ ଅପରାଧୀଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ: ଜାମୁଝରୀରେ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ବାଳ ଅପରାଧୀଙ୍କ ପାଇଁ ନିର୍ମାଣ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’। ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ସମାଜର ମୁଖ୍ୟ…

ରେଳଷ୍ଟେଶନ ନିକଟରୁ ୪ଲକ୍ଷ ଟଙ୍କାର ଭାଙ୍ଗ ଜବତ

କଟକ ରୋଡ,୧୦।୯(ଡି.ଏନ୍‌.ଏ.) : ଭୁବନେଶ୍ୱର ରେଲଓ୍ବ ଷ୍ଟେଶନ ନିକଟରୁ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ସୋମବାର ୪ ବସ୍ତା ଭାଙ୍ଗ ଜବତ କରିଛି। ପରେ ଏହାକୁ ଭୁବନେଶ୍ୱର ଅବକାରୀ…

ବାହ୍ୟଜଗତରୁ ବିଚ୍ଛିନ୍ନ ୧୩ ଗାଁ

ଖୋର୍ଦ୍ଧା ଅଫିସ,୧୦।୯: ରାଜୁଆ ନଦୀର ଜଳ ମହାନଦୀ ଓ ଚିଲିକାକୁ ନିଷ୍କାସନ ହୋଇ ପାରୁ ନ ଥିବାରୁ ଖୋର୍ଦ୍ଧା ଜିଲାର ଓରବରସିଂହ ଓ ନରଣଗଡ ପଞ୍ଚାୟତର ୧୩ଟି…

ଗ୍ରାମାଞ୍ଚଳରେ କାମ କରିବାକୁ ରାଜି ନ ହେଲେ ଡାକ୍ତରଙ୍କୁ ଭୋଗିବାକୁ ପଡିବ ୫ ବର୍ଷ ଜେଲ୍‌

ମୁମ୍ବାଇ,୧୦।୯: ମହାରାଷ୍ଟ୍ର ସରକାର ଏବେ ଡାକ୍ତରମାନଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ଗ୍ରାମାଞ୍ଚଳରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବଢିଯାଉଥିବା ଦୂରତାକୁ କମ୍‌ କରିବାକୁ ଏଭଳି ପଦକ୍ଷେପ…

ଲୋକନାଥ ମନ୍ଦିର ବେଢାରେ ୨ ଫୁଟର ପାଣି

ପୁରୀ ଅଫିସ, ୧୦।୯: ଶ୍ରୀଲୋକନାଥ ମନ୍ଦିର ବେଢାରେ ଜମିଛି ପ୍ରାୟ ୨ଫୁଟର ପାଣି। ଫଳରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ଲାଗି ହଟହଟା ହେଉଛନ୍ତି…

ଶଳାଙ୍କୁ ଛୁରାମାଡ଼ କରି ଜେଲ ଗଲେ ଭିଣୋଇ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖୁଦୁରୁକୁଣୀ ଭାରକୁ କେନ୍ଦ୍ରକରି ବଚସା ପରେ ଶଳାଙ୍କୁ ଛୁରାମାଡ କରିବା ଘଟଣାରେ ଭିଣୋଇଙ୍କୁ ପୋଲିସ ଗିରଫ କରିକୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ପୁରୀ…

ଅନନ୍ତ ବାସୁଦେବ ମନ୍ଦିର: ଅବକ୍ଷୟ ହେଉଛି କାରୁକାର୍ଯ୍ୟ, ପାର୍ଶ୍ୱ ଦେବଦେବୀ

ପୁରୁଣା ଭୁବନେଶ୍ୱର,୧୦।୯ (ଡି.ଏନ୍‌.ଏ.): ପବିତ୍ର ବିନ୍ଦୁସାଗର କୂଳରେ ଅବସ୍ଥିତ ତ୍ରୟୋଦଶ ଶତାବ୍ଦୀର ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଐତିହ୍ୟର ଅନ୍ୟ ଏକ ମୂକ ସାକ୍ଷୀ ହେଉଛି ମହାପ୍ରଭୁ…

ମାସୁଦ୍‌ ଆଝାର ରୋଗଗ୍ରସ୍ତ: ଅସଗରଙ୍କ ନିର୍ଦ୍ଦେଶରେ ସଂଗଠନ ହେଉଛି ପରିଚାଳିତ

ଇସଲାମାବାଦ୍‌,୧୦।୯: ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାର ଦୀର୍ଘଦିନ ଧରି ରୋଗଗସ୍ତ ଅଛନ୍ତି। ସେଥିପାଇଁ ହୁଏତ ପାକିସ୍ତାନ ସରକାର ତାଙ୍କୁ ମୁକ୍ତ କରିଥିବା କୁହାଯାଉଛି। ମାସୁଦ୍‌ଙ୍କ…