ଭାରତୀୟ ମୁସଲମାନ ଦେଶ ବିରୋଧୀ ବୋଲି ଦେଖାଇବାକୁ ଚାହୁଛି ପାକିସ୍ତାନ: ମହମ୍ମୁଦ ମଦାନି

ନୂଆଦିଲ୍ଲୀ,୧୨।୯: ଜମିୟତ ଉଲେମା-ଇ-ହିନ୍ଦ୍‌ ଦ୍ୱାରା ଦିଲ୍ଲୀରେ ନିଜର ସାଧାରଣ ପରିଷଦ ବୈଠକରେ ପୁରୁଣା ସଂକଳ୍ପକୁ ଦୋହରାଇବାକୁ ଯାଇ କହିଛି କଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ଏହି ସମୟରେ…

ବିପଦରେ ଗଣତନ୍ତ୍ର: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର କଡ଼ା ସମାଲୋଚନା କରିଛନ୍ତି। ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଥିବା ସୋନିଆ କହିଛନ୍ତି। ଏହା…

ପ୍ରିୟଙ୍କାଙ୍କୁ ମୁମ୍ବାଇ ପୋଲିସର ଚେତାବନୀ

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଫରହାନ ଅଖତରଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ର ଏକ ଦୃଶ୍ୟ ପାଇଁ ଏକ ମଜାଳିଆ…

ଖାଲି ପାଦରେ ଚାଲି ଚାଲି ଯାଇ ଲାଲବାଗ୍‌ ରାଜାଙ୍କୁ ଦର୍ଶନ କଲେ ଦୀପିକା ପାଦୁକୋନ୍‌

ମୁମ୍ବାଇ:ଭାରତର ସବୁ ସ୍ଥାନରେ ଗଣେଶ ପୂଜା ଖୁବ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ ମହାରାଷ୍ଟ୍ରର ଗଣେଶ ପୂଜା ସାରା ବିଶରେ ପ୍ରସିଦ୍ଧ। ମହାରାଷ୍ଟ୍ରର ସବଠୁ ଆକର୍ଷଣୀୟ ହେଉଛି…

ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍‌ ଉପରେ ଅଫର୍‌। ‘ପତି ପତ୍ନୀ ଔର ଓ୍ବ’ ପରେ ଏବେ ଅନନ୍ୟା ‘ଖାଲି ପିଲି’ରେ ଇଶାନ…

କଙ୍ଗୋରେ ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ନିଖୋଜ

କିନଶାସା,୧୨।୯: ଜାତିସଂଘ ଶାନ୍ତି ସେନାରେ ନିୟୋଜିତ ଥିବା ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ସେ କଙ୍ଗୋରେ ଜାତିସଂଘ…

କୁଳଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି ଦିଆଯିବ ନାହିଁ କନସୁଲାର ଆକ୍ସେସ୍‌:ପାକିସ୍ତାନ

ଇସ୍‌ଲାମାବାଦ,୧୨।୯: ପାକିସ୍ତାନ ଜେଲରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ପୁଣି ଥରେ ପାକିସ୍ତାନ ତା’ର ପୂର୍ବପାଠର ଆଲୋଚନା କରିଛି। ପାକିସ୍ତାନ କହିଛି ସେ ଦ୍ୱିତୀୟ ଥର ଲାଗି…

କୁଲି ନଂ-୧ ସେଟ୍‌ରେ ଘଟିଲା ଏମିତି କିଛି..ପ୍ରଧାନମନ୍ତ୍ରୀ ମୋଦି ବି କଲେ ପ୍ରଶଂସା

ବରୁଣ ଧୱନ ଏବଂ ସାରା ଅଲୀ ଖାନଙ୍କ ଅଭିନୀତ କୁଲି ନଂ-୧ର ଶୁଟିଂ ଏବେ ଜୋରସୋରରେ ଚାଲିଛି। ନିକଟରେ ବରୁଣ ଧାଓ୍ବନ ଫିଲ୍ମର ଏକ ଫଟୋ ଜରିଆରେ…

ପଦ୍ମ ବିଭୂଷଣ ପାଇଁ ମେରିକମ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୨।୯- ଛ’ଥର ବିଶ୍ୱ ବିଜୟିନୀ କିମ୍ବଦନ୍ତୀ ବକ୍ସର ଏମ୍‌.ସି. ମେରିକମ୍‌ଙ୍କ ନାମକୁ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ଗୁରୁବାର କେନ୍ଦ୍ର…

କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଲେ ମା’

ବେଜିଂ,୧୨।୯:ଚାଇନାର ବେଜିଂରେ ଏକ ଅଜବ ଘଟଣା ଘଟିଛି। କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଇଛନ୍ତି ମା’। କେବଳ ଏତିକି ନୁହେଁ, ପିଲା ଦୁଇଟିକୁ…