୧୨ ଜିଲାରେ ସ୍ଥାପନ ହେବ ୨୩ ଶିଳ୍ପ: ସୃଷ୍ଟି ହେବ ୧୧,୯୩୩ ନିଯୁକ୍ତି

ଭୁବନେଶ୍ୱର,୨୫ା୭(ଅନୁରାଧା ମହାରଣା): ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ଶିଳ୍ପ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯାଉଛି। ମୁଖ୍ୟ ଶାସନ ସଚିବ…

ଖୋର୍ଦ୍ଧା-ବଲାଙ୍ଗିର NH-୫୭ର ସରିଗଣ୍ଡା ଛକରେ ଓଲଟିଲା ବସ୍: ୧୨ ଯାତ୍ରୀ ଆହତ, ୪ ଗୁରୁତର

ନୂଆଦିଲ୍ଲୀ,୨୫ା୭: ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ (NH-୫୭)ର ସରିଗଣ୍ଡା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଏକ ଟ୍ରକକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା…

୧୨ ଘଣ୍ଟାରେ ଲଘୁଚାପ ନେବ ଅବପାତ ରୂପ, ଓଡ଼ିଶାର ବର୍ଷା ନେଇ ସତର୍କ ସୂଚନା

ନୂଆଦିଲ୍ଲୀ,୨୫ା୭: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ…

ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୫ା୭(ସୁଚିସ୍ମିତା ସାହୁ): ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର। ଏଥିପାଇଁ ସ୍ବତନ୍ତ୍ର ଭାବେ ବହି ପ୍ରସ୍ତୁତ କରାଯାଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଗୁରୁବାର ଯୁକ୍ତ୨…

‘ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୟସ ୧୬ ହେଉ’

ନୂଆଦିଲ୍ଲୀ,୨୫ା୭(ପି.ଟି.): ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୈଧାନିକ ବୟସସୀମା ୧୮ ବର୍ଷରୁ ୧୬ ବର୍ଷକୁ ହ୍ରାସ କରାଯାଉ ବୋଲି ଆମିକସ୍‌ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ…

ଲମ୍ବା ନା ଗୋଲ କେଉଁ ଲାଉ ଆପଣଙ୍କ ଶରୀର ପାଇଁ ଲାଭଦାୟକ ଜାଣି ନିଅନ୍ତୁ ଏହି ଛୋଟିଆ ଟିପ୍ସ

ପ୍ରାୟତଃ ବଜାରରେ ଦୁଇ ପ୍ରକାରର ଲାଉ ମିଳିଥାଏ, ଗୋଲ ଏବଂ ଲମ୍ବା। ଲୋକମାନେ ପ୍ରାୟତଃ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ ଏଥି ମଧ୍ୟରୁ ସ୍ବାଦ ଏବଂ ସ୍ବାସ୍ଥ୍ୟ ଦୃଷ୍ଟିରୁ…

ସ୍କୁଟିରେ କରୁଥିଲେ ଗଞ୍ଜେଇ ଚାଲାଣ: ୨ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି,୨୪ା୭(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶରେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ ପଣ୍ଡାଙ୍କ ନେତୃତ୍ୱରେ ଅବକାରୀ ଟିମ୍‌ ଗଜପତି…

ଜବରଦଖଲ ପାଇଁ ସହରରେ ପଶିଲା ବର୍ଷା ପାଣି, ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ…

ଭଞ୍ଜନଗର,୨୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ମଧ୍ୟ ଦେଇ ଯାଇଥିବା ଜଳସମ୍ପଦ ବିଭାଗର କେନାଲ ଗୁଡ଼ିକୁ ଲୋକେ ଧିରେ ଧିରେ ଜବରଦଖଲ କରିନେଲେଣି। କେତେକ ସ୍ଥାନରେ ସରକାର…

ଝାଡାବାନ୍ତି ପ୍ରଭାବିତ ଅଞ୍ଚଳରେ ବିଜେଡ଼ି, କଂଗ୍ରେସ ଟିମ୍‌: ସରକାରୀ ବିଫଳତା ସହ ଡାକ୍ତର ପଦବୀ ଖାଲି ନେଇ…

ଦିଗପହଣ୍ଡି/ପାଟପୁର,୨୪ା୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ୍‌ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପାଖରେ ଗୁରୁବାର ରାଜ୍ୟ ବିଜେଡି ନେତୃମଣ୍ଡଳୀ…

ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ଗଛ କାଟି କରୁଥିଲେ ଚୋରି, ସିକ୍ୟୁରିଟି ହାତରେ ଧରାପଡିଲେ…

ସଇଁତଳା,୨୪ା୭(ରାଖାଲ ପ୍ରସାଦ ଶତପଥି) - ବଲାଙ୍ଗିର ଜିଲା ସଇଁତଳା ବ୍ଲକ ଅନ୍ତର୍ଗତ ଗୋଳାବାରୁଦ କାରଖାନା ପରିସରରେ ଥିବା ଜଙ୍ଗଲରୁ ଗଛ କାଟି ଚୋରି କରୁଥିବାବେଳେ ସ୍ଥାନୀୟ ସିକ୍ୟୁରିଟି…