ବଳଙ୍ଗା ଘଟଣାର ରହସ୍ୟ ଖୋଲିବ ରୁପା ମୁଦି: ସବୁ ଖୋଲି କହିଦେଲେ ପୀଡ଼ିତା

ବଳଙ୍ଗା/ଭୁବନେଶ୍ୱର,୨୬ା୭ (କେଦାରେଶ୍ୱର ନନ୍ଦ/ ରବିନାରାୟଣ ଜେନା):ପୁରୀ ଜିଲାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ଏହି ଘଟଣାରେ ପୋଲିସ…

ସରକାରଙ୍କ ବଡ଼ ଘୋଷଣା: ହେବନି ନୂଆ ଆଉଟ୍‌ସୋର୍ସିଂ ନିଯୁକ୍ତି

ଭୁବନେଶ୍ୱର,୨୬ା୭ (ରବିନାରାୟଣ ଜେନା):ରାଜ୍ୟରେ ଏଣିକି ଠିକା ସଂସ୍ଥା(ଆଉଟ୍‌ସୋର୍ସିଂ) ଜରିଆରେ ସିଧାସଳଖ ନୂଆ ନିଯୁକ୍ତି ସିଧାସଳଖ ଦିଆଯିବ ନାହିଁ। ପୂର୍ବରୁ ଯେଉଁସବୁ ଆଉଟ୍‌ସୋର୍ସିଂ ସଂସ୍ଥାକୁ ମ୍ୟାନ୍‌ ପାଓ୍ବାର ଲାଗି…

ବାପଘର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଦେଲେ ବିବାହିତା ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦଶରଥପୁର,୨୬ା୭(ସୁଶାନ୍ତ କୁମାର ବେହୁରିଆ):ପାରିବାରିକ କଳହକୁ ନେଇ ଯାଜପୁର ଜିଲା ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ ଜଣେ ବିବାହିତା ଝିଅ ତାଙ୍କ ବାପଘର ଲୋକଙ୍କ ଖାଦ୍ୟରେ ବିଷ ମିଶାଇ…

କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି ପବନପୁତ୍ର ହନୁମାନ…ଜାଣନ୍ତୁ କେଉଁଠି ତାଙ୍କର ନିବାସ?

ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଙ୍କ ସେବାରେ ରହିଥିବା ପବନପୁତ୍ର ହନୁମାନ କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି ବୋଲି ହିନ୍ଦୁ ଧର୍ମର ମାନ୍ୟତା ରହିଛି। ଧାର୍ମିକ ଗ୍ରନ୍ଥ ଓ…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ୮୦ ଟଙ୍କାରେ ମିଳିବ…

ନୂଆଦିଲ୍ଲୀ,୨୫।୭: ରେଳଯାତ୍ରୀଙ୍କୁ ଏବେ ଯାତ୍ରା ସମୟରେ କେବଳ ଆରାମଦାୟକ ଯାତ୍ରା ନୁହେଁ, ବରଂ ସ୍ୱାଦିଷ୍ଟ, ସ୍ୱଚ୍ଛ ଏବଂ ଶସ୍ତା ଖାଦ୍ୟ ମଧ୍ୟ ମିଳିବ। ଏହି ଦିଗରେ ଏକ…

ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ‘ଶ୍ରେୟାଶିଂ’, ୨୦ ମାସ ବୟସରେ…

ସାକ୍ଷୀଗୋପାଳ,୨୫।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇ ଭଲଭାବେ କଥା କହି ପାରି ନ ଥିବା ୨୦ ମାସ…

ଗୋପାଳପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ

ଗୋପାଳପୁର,୨୫।୭(ନବୀନ ରାଜ ଆଚାରୀ): କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ଓ କଂଗ୍ରେସ ଦଳକୁ ବଳତ୍କାରୀ ଦଳ ବୋଲି ବିବୃତି ଦେଇଥିବା…

ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ପାଇପ୍‌, ଜଳିଗଲେ ମହିଳା

ଦିଗପହଣ୍ଡି,୨୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ବି.ଜାନକୀ ପାତ୍ର(୫୫) ଶୁକ୍ରବାର ସାରେ ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ଗ୍ୟାସ…

‘ଇଞ୍ଚେ ଜମି କାହାରି ଦଖଲକୁ ଛଡାଯିବ ନାହିଁ’: ରାଜମାତା ବିଦ୍ୟାଳୟର ସୁରକ୍ଷା ପରିଷଦ ପକ୍ଷରୁ ଆଲୋଚନା ସଭାରେ…

ଦିଗପହଣ୍ଡି,୨୫।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ସଂଲଗ୍ନ ରାଜମାତା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ବିଦ୍ୟାଳୟ ସୁରକ୍ଷା ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।…