ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ନୂଆ SOP ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୩।୧୦: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଂଶ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ଵଚ୍ଚ କରିବା ପାଇଁ ନୂଆ ମାନକ ପ୍ରକ୍ରିୟା (SOP) ଜାରି…

ନୂଆପଡ଼ା ଉପନିର୍ବାଚନ ତ୍ରିମୁଖୀ ନୁହେଁ ଭାଜପା, କଂଗ୍ରେସ ମଧ୍ୟରେ ଲଢ଼େଇ: ଭକ୍ତ

ନୂଆପଡ଼ା,୧୩ା୧୦ (ମକାରୁ ବେମାଲ)ନୂଆପଡ଼ା ଉପନିର୍ବାଚନରେ ତ୍ରିମୁଖୀ ନୁହେଁ, ଭାଜପା ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ଏବଂ କଂଗ୍ରେସ ବହୁମତରେ ବିଜୟୀ ହେବ ବୋଲି ପିସିସି ସଭାପତି…

ସୁନାକୁ ପଛରେ ପକାଇଲା ରୁପା, ବିଶେଷଜ୍ଞମାନେ କହୁଛନ୍ତି, ଏଥିରେ ନିବେଶ କଲେ ଭଲ

ନୂଆଦିଲ୍ଲୀ,୧୩।୧୦: ମୂଲ୍ୟବାନ ଧାତୁରେ ନିବେଶ କରିବାକୁ ଚାହୁଁଥିବା ନିବେଶକମାନେ ସୁନାକୁ ଛାଡ଼ି ରୂପାକୁ ଅଧିକ ପସନ୍ଦ କରୁଛନ୍ତି। ରୂପାର ମୂଲ୍ୟ ସୁନାଠାରୁ ଦ୍ରୁତଗତିରେ ବୃଦ୍ଧି ପାଇ ଅଧିକ…

ପାକିସ୍ତାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆଫଗାନିସ୍ତାନ, ରକ୍ଷମନ୍ତ୍ରୀ-ISI ମୁଖିଆଙ୍କୁ ଦେଲା ନାହିଁ ଭିସା

ନୂଆଦିଲ୍ଲୀ,୧୩।୧୦: ଇସ୍ଲାମାବାଦର ଆଫଗାନିସ୍ତାନକୁ ଶାନ୍ତିର ପ୍ରୟାସରେ ବଡ଼ ବିଫଳତା ମିଳିଛି। ଆଫଗାନିସ୍ତାନ ପାକିସ୍ତାନର ରକ୍ଷଣାମନ୍ତ୍ରୀ ଖ୍ୱାଜା ଆସିଫ, ଆଇଏସ୍‌ଆଇ ମୁଖ୍ୟ ଆସିମ୍ ମାଲିକ ସହ ଅନ୍ୟ ଦୁଇ…

ଓଡ଼ିଶା: ଆଜିର ଫଟୋ ( ୧୩ ଅକ୍ଟୋବର, ୨୦୨୫ )

ଭୁବନେଶ୍ୱରରେ ଅନୁଷ୍ଠିତ ବାର୍ଷିକ ଟେରାକୋଟା ପ୍ରଦର୍ଶନୀରେ କଳାକାରମାନେ ତାଙ୍କର ରଙ୍ଗିନ ଏବଂ ସୂକ୍ଷ୍ମ ଟେରାକୋଟା କଳା ଉପସ୍ଥାପନା କରୁଛନ୍ତି       କାର୍ତ୍ତିକ ମାସ ପ୍ରଥମ…

ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି: ୪୮୫ ଅଭିଯୋଗ …

ଦିଗପହଣ୍ଡି/ପାଟପୁର, ୧୩/୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପରିସରରେ ସୋମବାର ଗଞ୍ଜାମ ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି…

୨୫ରେ ଖୋଲିପାରେ କଳିଙ୍ଗା ଘାଟି ରାସ୍ତା: ୧୭ରେ ବିଧାୟକ,ଉପଜିଲାପାଳ କରିବେ ବାଇପାସ୍‌ ରାସ୍ତା ଅନୁଧ୍ୟାନ

ଭଞ୍ଜନଗର,୧୩ା୧୦(ବାବୁଲା ପ୍ରଧାନ)- ଆଜିକୁ ୩୦ ଦିନ ହେବ ଗମନା ଗମନ ପାଇଁ ବନ୍ଦ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥ ରାସ୍ତାକୁ ଆସନ୍ତା ୨୫ ତାରିଖରେ ପରୀକ୍ଷାମୂଳକ…

ବାସୁଦେବପୁର ପଞ୍ଚାୟତରେ ମିଳିତଅଭିଯୋଗ ଶୁଣାଣି

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ସୋମବାର ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।…

ଏହି ଦିନ ବରଗଡ଼ ଧନୁଯାତ୍ରା: ଘୋଷଣା ହେଲା ତାରିଖ, ଏଥର ନୂଆ କରି ଚୟନ ହେବେ କଳାକାର

ବରଗଡ଼,୧୩।୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପି ଆସନ୍ତା ୨୦୨୬ ଜାନୁଆରୀ…

ଠେଙ୍ଗାରେ ମରଣାନ୍ତକ ଆକ୍ରମଣ:ଜେଲଗଲେ ମା , ପୁଅ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମାର୍କଣ୍ଡ ସେଠୀ(୬୭) ନାମକ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ…