ଅଷ୍ଟ୍ରେଲିଆ ଗସ୍ତ ପରେ କୋହଲି-ରୋହିତ ନେବେ ଅବସର! ଗୌତମ ଗମ୍ଭୀରଙ୍କ ବଡ଼ ବୟାନ ପରେ କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୪।୧୦: ଭାରତୀୟ କ୍ରିକେଟ ଦଳ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ୍‌କୁ ୨-୦ ରେ ପରାସ୍ତ କରିଛି। ଭାରତ ପଞ୍ଚମ ଦିନରେ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟକୁ…

ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ମନମୋହନ: ଦିଦିଙ୍କୁ ମାନୁନାହାନ୍ତି …

ଭୁବନେଶ୍ୱର,୧୪।୧୦: ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ମମତା ନାମକୁ ମାତ୍ର ଶାସନ ବ୍ୟବସ୍ଥାରେ ବସିଛନ୍ତି। ଜଣେ…

‘ଟଣାଓଟରା କଲେ, ଫୋନ ଛଡାଇନେଲେ ତା’ପରେ…’ ସେହି କାଳ ରାତିର କଥା ବଖାଣିଲେ ପଶ୍ଚିମବଙ୍ଗ ବଳାତ୍କାର ପୀଡିତା

କୋଲକାତା, ୧୪।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜ ନିକଟରେ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ବ୍ୟାପକ କ୍ରୋଧ…

ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୧୪।୧୦: ଭାରତୀୟ ଜନତା ପାର୍ଟି ମଙ୍ଗଳବାର ବିହାର ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କରିଛି। ତାଲିକା ଅନୁଯାୟୀ ନନ୍ଦ କିଶୋର ଯାଦବଙ୍କ ଟିକେଟ ଦିଆଯାଇନାହିଁ। ଏହି…

ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ, ପୁଣି ଆର ବର୍ଷକୁ ଅପେକ୍ଷା

କେନ୍ଦ୍ରାପଡ଼ା,୧୪।୧୦: ମା’ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ପାଇଁ କେନ୍ଦ୍ରାପଡ଼ା ସହର ଉତ୍ସବମୁଖର ହୋଇପଡ଼ିଛି। ସାତଦିନ ଧରି ମଣ୍ଡପରେ ପୂଜାର୍ଚ୍ଚନା ପରେ ଏବେ ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ। ଏନେଇ…

ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ବାରଣ ହେବ ଫୋନ୍‌, ଓ୍ବାକିଟକି ବ୍ୟବସ୍ଥା କରି…

ପୁରୀ,୧୪ା୧୦: ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ। କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବାଇଲ। ଆଗକୁ ଓ୍ବାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି…

ଫସଲ ନଷ୍ଟ କଲେ ବାର୍‌ହାପଲ, କ୍ଷତିପୂରଣ ପାଇଁ ଦାବି କଲେ ଚାଷୀ

ଅମରପାଲି,୧୪।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାକୁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଗତ ରାତିରେ ବାର୍‌ହାପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଗ୍ରାମର ଭରତ ସାହୁ,ଶିବ…

ତିନିମାସ ହେଲା ଇସିଜି ମେଶିନ ଅଚଳ: ରୋଗୀ ହନ୍ତସନ୍ତ

 ବଡ଼ଗାଁ,୧୪।୧୦(ଅଶୋକ ଷଡଙ୍ଗୀ): ଡ଼ାକ୍ତରଖାନାରେ ରୋଗୀ କିପରି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଥିଲାବେଳେ ଆବଶ୍ୟକ ଉପକରଣ, ଯନ୍ତ୍ରପାତି…

Google CEO ସୁନ୍ଦର ପିଚାଇଙ୍କ ବଡ଼ ଘୋଷଣା: ଭାରତରେ ହେବ…

ନୂଆଦିଲ୍ଲୀ,୧୪।୧୦: ଗୁଗଲ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଏକ ବଡ଼ ଘୋଷଣା କରି ଭାରତରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ହବ୍‌ ପ୍ରତିଷ୍ଠା ଘୋଷଣା କରିଛନ୍ତି। ଏହି…

ହାତ ଯୋଡିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, ୩ ଦିନ ପରେ ବି ମିଳିଲା ନାହିଁ ଭିଜା

ଇସଲାମାବାଦ,୧୪।୧୦: ଆଫଗାନିସ୍ତାନ ଉଚ୍ଚସ୍ତରୀୟ ପାକିସ୍ତାନୀ ପ୍ରତିନିଧି ଦଳକୁ କାବୁଲ ଗସ୍ତ କରିବା ପାଇଁ ବାରମ୍ବାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଆସିଛି। ଗତ ତିନି ଦିନ ମଧ୍ୟରେ, ପାକିସ୍ତାନର ପ୍ରତିରକ୍ଷା…