ଏଚ୍‌ସିଏରେ ଦୁର୍ନୀତି ଅଭିଯୋଗ; ତେଲେଙ୍ଗାନା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାୟୁଡୁ

ହାଇଦ୍ରାବାଦ,୨୪।୧୧(ପି.ଟି.)- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ। ଏଥିସହିତ ରାଜ୍ୟର ନଗରପାଳିକା ପ୍ରଶାସନିକ ମନ୍ତ୍ରୀ କେ.ଟି. ରାମାରାଓଙ୍କ ହସ୍ତକ୍ଷେପ…

ଦଳ ଓ ପରିବାରରେ ବିଭାଜନ ଦେଖାଦେଇଛି: ସୁଲେ

ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ରାତାରାତି ରାଜନୀତି ବଦଳିବା ଓ ଅଜିତ୍‌ ପାଓ୍ବାରଙ୍କ ସହଯୋଗରେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଘଟଣାକୁ…

ରାଜକୋଷ ପାଇଁ ରହିତାଦେଶ ଅଡୁଆ: କୋର୍ଟରେ ଗଡୁଛି ୧୦ ହଜାର ୪୧୮ କୋଟିର ରାଜସ୍ବ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): କୋର୍ଟ କଚେରି ରହିତାଦେଶ ରାଜ୍ୟ ରାଜକୋଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ କ୍ଷେତ୍ରରୁ ଆଦାୟ ହେବାକୁ ଥିବା ଟିକସ ଅଦାଲତ ରହିତାଦେଶ…

‘ଅଜିତ୍‌ ବିଶ୍ୱାସଘାତକତା କରିଛନ୍ତି’

ନୂଆଦିଲ୍ଲୀ, ୨୪ା୧୧(ପି.ଟି.) : କଂଗ୍ରେସ ଓ ଏନ୍‌ସିପିକୁ ନେଇ ସରକାର ଗଠନ କରିବା ଲାଗି ଶିବସେନା ଚଳାଇଥିବା ପ୍ରୟାସ ଫସର ଫାଟିିଛି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର…

ସୁପ୍ରିମକୋର୍ଟ ଗଲେ ଶିବସେନା-ଏନ୍‌ସିପି-କଂଗ୍ରେସ

ନୂଆଦିଲ୍ଲୀ,୨୪ା୧୧: ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ଭାଜପା ସରକାର ଗଢ଼ିବାରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ମନମାନିକୁ ଚ୍ୟାଲେଞ୍ଜ କରି ଶନିବାର ସନ୍ଧ୍ୟାରେ ଶିବସେନା, ଏନ୍‌ସିପି ଏବଂ…

ସହରାଞ୍ଚଳ ବେରୋଜଗାରୀ ହାର ହ୍ରାସ

ନୂଆଦିଲ୍ଲୀ,୨୪-୧୧: ଚଳିତ ବର୍ଷ ଜାନୁୟାରୀ ମାର୍ଚ୍ଚ ସମୟରେ ସହରାଞ୍ଚଳରେ ବେରୋଜଗାରୀ ହ୍ରାସ ଘଟିଥିବା ଜଣାପଡିଛି। ଏହି ସମୟରେ ବେରୋଜଗାରୀ ହାର ୯.୩% ରହିଛି, ଯାହା ୪ ତ୍ରୈମାସ…

୧୭୦ ବିଧାୟକଙ୍କ ସମର୍ଥନ ରହିଛି

ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ଭାଜପା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ସମସ୍ତ ଏନ୍‌ସିପି ବିଧାୟକ ଓ ୧୧ ସ୍ବାଧୀନ ବିଧାୟକ ଆମକୁ ସମର୍ଥନ କରୁଛନ୍ତି।…

ପାକିସ୍ତାନ ଟାଇରୁ ଓହରିଲେ ଶଶି ମୁକୁନ୍ଦ

ନୂଆଦିଲ୍ଲୀ, ୨୪।୧୧ (ପି.ଟି.)- ଆଘାତଜନିତ ସମସ୍ୟା ଲାଗି ପାକିସ୍ତାନ ବିପକ୍ଷ ଆଗାମୀ ଡେଭିସ କପ୍‌ ଟାଇରୁ ଭାରତୀୟ ଟେନିସ ଖେଳାଳି ଶଶି ମୁକୁନ୍ଦ ଓହରି ଯାଇଛନ୍ତି। ମୁକୁନ୍ଦଙ୍କ…

ଏନ୍‌ପିଏ ଲୁଚାଇବା ବନ୍ଦ କରନ୍ତୁ ବ୍ୟାଙ୍କ: ଆର୍‌ବିଆଇ ଡେପୁଟି ଗଭର୍ନର

ନୂଆଦିଲ୍ଲୀ,୨୪-୧୧: ଏବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସ୍ଥିତି ଭଲ ନ ଥିବା ବେଳେ ଅନାଦାୟ ଋଣ (ଏନ୍‌ପିଏ) ବୋଝ ବଢି ବଢି ଚାଲିଛି। ଏଭଳି ସ୍ଥିତିରେ ବ୍ୟାଙ୍କ…

କିପରି ବଦଳିଲା ମହାରାଷ୍ଟ୍ର ଗଣିତ

ମୁମ୍ବାଇ,୨୪ା୧୧: ମହାରାଷ୍ଟ୍ରରେ ଏନ୍‌ସିପି-କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଢ଼ିବ ବୋଲି ଶୁକ୍ରବାର ରାତିରେ ଚୂଡାନ୍ତ ନିଷ୍ପତ୍ତି ଘୋଷଣା ହେବା ସତ୍ତ୍ୱେ ଶନିବାର ସକାଳେ ଭାଜପା ନେତା ଦେବେନ୍ଦ୍ର…