ଆଗାମୀ ୫ ଦିନ ବର୍ଷା, ବଜ୍ରପାତ ଭୟ; ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୧ା୮(ଅନୁରାଧା ମହାରଣା)- ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ବର୍ଷା ଜାରି ରହିଛି। ଶୁକ୍ରବାର ପୁରୀରେ ସର୍ବାଧିକ ୨୭.୧ ମିମି ଓ ଭବାନୀପାଟଣାରେ ୧୪.୮ ମିମି ବର୍ଷା ହୋଇଛି।…

ଏବେଠୁ ଆଶଙ୍କାରେ ମିଲର୍ସ; ମିଲ୍‌ରୁ ଉଠୁନି ଚାଉଳ, ଆଗକୁ ଧାନକିଣାକୁ ନେଇ…

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ)- ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉମାତ୍ର ୨ ମାସ ବାକି ରହିଛି। ଆସନ୍ତା ନଭେମ୍ବର ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏପର୍ଯ୍ୟନ୍ତ…

ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ

ନୂଆପଡ଼ା,୧ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତ ଭାଓସିଲ ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ ସାଜିଛି। ସୂଚନା ଅନୁଯାୟୀ ସୁନାବେଡା…

ମଦ ଜବତ, ମହିଳା ସମେତ ୩ ଗିରଫ

ଥୁଆମୂଳ ରାମପୁର,୧ା୮(ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ଅବକାରୀ ବିଭାଗ ଶୁକ୍ରବାର କର୍ଲାପାଟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ…

ରାଶିଫଳ: ଶନିବାର , ଅଗଷ୍ଟ ୨ ତାରିଖ – Daily Horoscope

ମେଷ ଆଜି ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍‍ଜଷ୍ଟ କରିନେବାରେ ସମର୍ଥ ହେବେ। ବନ୍ଧୁଙ୍କ ଆଗମନରେ ପରିବାର ସହ କିଛି ସମୟ ଅତିବାହିତ କରିବାକୁ ପଡିପାରେ।…

ନୂତନ ଭାରତର ଉନତ ଆଇନ : ନୂତନ ଅପରାଧିକ ଆଇନର ଏକ ସଚେତନତା କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର,୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ବୈଠକ ଗୃହଠାରେ ଶୁକ୍ରବାର ଥାନା ଅଧିକାରୀ କେବଲ୍ୟ ସେଠଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଏବଂ…

ଏବେଠୁ ପ୍ରସ୍ତୁତି: ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡ୍‌ ପାସ ହାର ବୃଦ୍ଧି ପାଇଁ ଯୋଜନା, ଭଞ୍ଜନଗରରେ…

ଭଞ୍ଜନଗର,୧।୮(ବାବୁଲା ପ୍ରଧାନ)-୨୦୨୬ ମସିହାରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକର ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରୀଛାତ୍ର କିଭଳି ଏ୧ ଗ୍ରେଡ ପାସ କରିବେ…

ଓଡ଼ିଶା: ଆଜିର ଫଟୋ ( ୧ ଅଗଷ୍ଟ ୨୦୨୫ )

ଗୁରୁ ସୁଧାକର ସାହୁ ସମ୍ମାନ ଉତ୍ସବ ସାଧନା କଲ୍ଚରାଲ୍ ଏକାଡେମୀ ତରଫରୁ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି

ଶିବ ମନ୍ଦିର ସାହିରୁ ବାଇକ୍‌ ଚୋରି, ଖୋଜି ଖୋଜି ନୟାନ୍ତ ହେବା ପରେ…

ଦାରିଙ୍ଗବାଡି, ୧।୮ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶିବ ମନ୍ଦିର ସାହିରୁ ଗୋଟିଏ ବାଇକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ୨୮ରେ…