ଡିସେମ୍ବରରେ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପର୍ବ: କୂଳ ଲଂଘୁଛି ସମୁଦ୍ର, ଅଣ୍ଡାଦାନ ପ୍ରଭାବିତ ଆଶଙ୍କା

ଗଞ୍ଜାମ,୧୧ା୧୧(ଡି.ଏନ.ଏ.)-ଗଞ୍ଜାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଏବଂ ଠିକ ମାସେ ପରେ ଅର୍ଥାତ ଜାନୁୟାରୀରେ ଅନୁକୂଳ ପାଗ ଓ ଦକ୍ଷିଣା ପବନ…

ଯୁବତୀଙ୍କୁ ପ୍ରତାରଣା, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୧ା୧୧-ଜଣେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ପ୍ରତାରଣା କରିଥିବା ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ କରିଛି।…

ଏମ୍‌କେସିଜି ମେଡିକାଲ ପରିଦର୍ଶନ କଲେ ଜିଲାପାଳ: ଔଷଧ ଚିଠାରେ କମ୍ପାନୀ ନାଁ ଦେଖି କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୧୧ା୧୧-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ପୂର୍ବାହ୍ନରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ଜିଲାପାଳ ବିଭିନ୍ନ…

ରାତି ପାହିଲେ ବାଲିଯାତ୍ରା: ରିକ୍ସାଚାଳକଙ୍କୁ ମିଳିଲା ପରିଚୟପତ୍ର

କଟକ ଅଫିସ, ୧୧।୧୧ : ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ…

ଅଯୋଧ୍ୟା ରାୟ: ପରିକଳ୍ପନାର ପ୍ରାଚୀର ଊର୍ଦ୍ଧ୍ୱରେ

ନୂଆଦିଲ୍ଲୀ,୧୧ା୧୧: ”ସେଠାରେ ଏପରି କିଛି ଅଛି, ଯାହା ଏକ ପ୍ରାଚୀରକୁ ଭଲପାଏ ନାହିଁ।“ ଆମେରିକୀୟ କବି ରବର୍ଟ ଫ୍ରଷ୍ଟ ଯେତେବେଳେ ଏହି ପଂକ୍ତି ଲେଖିଥିଲେ, ଏହା ଶହେ…

କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି: ୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦିଅ

ଭଦ୍ରକ ଅଫିସ,୧୧।୧୧- ବାତ୍ୟା ବୁଲ୍‌ବୁଲ୍‌ ଶନିବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ନିକଟସ୍ଥ ସାଗରଦ୍ୱୀପରେ ସ୍ଥଳଭାଗ ଛୁଇଁଛି। ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବା…

ସନ୍ଦୀପ ମେମୋରିଆଲ ଚେସ୍‌: ବୈଭବଙ୍କୁ ଟାଇଟଲ

ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ୯ ଓ ୧୦ ତାରିଖ ଦୁଇଦିନଧରି ଏଠାରେ ଅନୁଷ୍ଠିତ…

ଚୋରା କାଠ ଜବତ, ୫ ଗିରଫ

ଠାକୁରମୁଣ୍ଡା,୧୧ା୧୧(ଡି.ଏନ୍‌.ଏ.)- ଠାକୁରମୁଣ୍ଡା ବନ ବିଭାଗ ଶନିବାର ବିଳମ୍ବିତ ରାତିରେ ଭଦ୍ରକ ଅଞ୍ଚଳକୁ ଯାଉଥିବା ଏକ ଚୋରା କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସହିତ ଏକ ବାଇକ୍‌କୁ ଜବତ…

‘ବୁଲ୍‌ବୁଲ୍‌’ ଛାଡ଼ିଗଲା ଦୁଃଖ: ପାଣିରେ ବୁଡ଼ିରହିଛି ପାଚିଲା ଧାନକ୍ଷେତ

ଉଦଳା,୧୧ା୧୧(ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଚାଲିଯାଇଛି, ହେଲେ ଛାଡ଼ି ଯାଇଛି ଅସରନ୍ତି ଦୁଃଖ ା ବିଶେଷକରି ଚାଷୀଙ୍କ ଅଣ୍ଟାକୁ ଭାଙ୍ଗି ଦେଇଛି ଏହି ସର୍ବଗ୍ରାସୀ ବାତ୍ୟା। ଏହାର…

ଡୋଭାଲଙ୍କ ଘରେ ଧାର୍ମିକ ନେତାଙ୍କ ବୈଠକ : ଶାନ୍ତି, ସହାବସ୍ଥାନ ପାଇଁ ସହମତି

ନୂଆଦିଲ୍ଲୀ,୧୧ା୧୧(ପି.ଟି.): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ଦିନକ ପରେ ଉକ୍ତ ଅଞ୍ଚଳରେ ଶାନ୍ତି ଓ ସହାବସ୍ଥାନ ପାଇଁ ଉଭୟ ହିନ୍ଦୁ…