ଜାହାନିଆଁରେ ବାଲିଯାତ୍ରା: ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର, ୧୨।୧୧(ଡି.ଏନ୍‌.ଏ.): ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଜିଲା ଅସ୍ତରଙ୍ଗ ଉପକୂଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସର୍ବଧର୍ମ ସମନ୍ବୟ ପୀଠ ଜାହାନିଆଁଠାରେ ଅନୁଷ୍ଠିତ ହେଉଛି ବାଲିଯାତ୍ରା।…

ଗାଁରେ ଉଚ୍ଚା ଘର ପାଇଁ ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଏଣିକି ସହରପରି ଗାଁରେ ମନଇଚ୍ଛା ଘର କରିହେବ ନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟରେ…

ଡି.କେ. ଶିବକୁମାର ଡାକ୍ତରଖାନାରେ ଭର୍ତ୍ତି

ବେଙ୍ଗାଲୁରୁ,୧୨।୧୧: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମନ୍ତ୍ରୀ ଡି.କେ. ଶିବକୁମାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉଚ୍ଚ ରକ୍ତଚାପ ବଢିଯିବାରୁ ମଙ୍ଗଳବାର ଭୋରରୁ ତାଙ୍କୁ ଡାକ୍ତରଖାନା…

ଆ କା ମା ବୈ ଧ୍ୱନିରେ ମୁଖରିତ ଇବ୍‌ ନଦୀ: ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ

ସୁନ୍ଦରଗଡ଼,୧୨।୧୧(ଡି.ଏନ୍‌.ଏ.): ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ସୁନ୍ଦରଗଡ଼ ଜିଲାର ବିଭିନ୍ନ ନଦୀ, ପୁଷ୍କରିଣୀ, ଜଳାଶୟଗୁଡିକରେ ଶ୍ରଦ୍ଧାଳୁମାନେ ପ୍ରତ୍ୟୁଷରୁ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଛନ୍ତି । ସହର…

ବାଂଲାଦେଶରେ ଟ୍ରେନ୍‌ ଦୁର୍ଘଟଣା:୧୫ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଢାକା,୧୨।୧୧: ବାଂଲାଦେଶରେ ଏକ ବଡ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ବ୍ରହ୍ମାନବରିଆ ଜିଲାର ମଙ୍ଗଳବାର ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ…

କେବଳ ଚୌକା, ଛକାରେ ଶତକ କରିଲେ ମନୀଷ ପାଣ୍ଡେ

ବିଜୟନଗରମ୍‌,୧୨।୧୧- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ସର୍ଭିସେସ ଓ କର୍ନାଟକ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ମନୀଷ ପାଣ୍ଡେ କେବଳ ବାଉଣ୍ଡ୍ରିରେ…

ଗଛରୁ ପଣସ ତୋଳୁଛି ହାତୀ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ,୧୨।୧୧: ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଗଛରୁ ପଣସ ତୋଳି ଖାଉଥିବା ଏକ ହାତୀର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଜଣେ ଆଇଏଫ୍‌ଏସ୍‌ ଅଫିସର…

ଡଙ୍ଗାଭସା ହେଲା କାଳ: ନାଗାବଳୀ ନଦୀରେ ଭାସିଯାଇ ଛାତ୍ର ମୃତ

ରାୟଗଡ଼ା ଅଫିସ, ୧୨।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି…

ଜିଲା ପୋଲିସ ମୁଖ୍ୟାଳୟକୁ ବଡ଼ସାହି ଥାନା ଅଧିକାରୀଙ୍କ ବଦଳି

ବାରିପଦା ଅଫିସ,୧୨।୧୧: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ବଡ଼ସାହି ଥାନାର ସମସ୍ତ…

ଏନ୍‌ଡ଼ିଏ ଫାଟର ପ୍ରଭାବ ମହାରାଷ୍ଟ୍ରରୁ ଝାଡ଼ଖଣ୍ଡରେ ପହଞ୍ଚିଲା: ଏଲ୍‌ଜେପି ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କଲା

ରାଞ୍ଚି,୧୨।୧୧: ମହାରାଷ୍ଟ୍ରରେ ଏନ୍‌ଡ଼ିଏ ସହଯୋଗୀ ଶିବସେନା ଓ ଭାଜପା ମଧ୍ୟରେ ହୋଇଥିବା ଫାଟର ପ୍ରଭାବ ଏବେ ଝାଡ଼ଖଣ୍ଡରେ ପହଞ୍ଚିଛି। ଏଠାରେ ଏଲ୍‌ଜେପି ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା…