ପୁରୀ ମଙ୍ଗୁ ମଠ ଭଙ୍ଗା ବିରୋଧରେ ପଞ୍ଜାବ ବିଧାୟକଙ୍କ ଶୋଭାଯାତ୍ରା: ‘ମଠ ନ ଭାଙ୍ଗିି ମଧ୍ୟ ସୌନ୍ଦର୍ଯ୍ୟକରଣ ସମ୍ଭବ’

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବାକୁ ନେଇ ପୁଣିଥରେ ଜୋରଦାର ବିରୋଧ କରାଯାଇଛି। ଶନିବାର ପୁରୀରେ ଶିଖ୍‌ ସମାଜ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିବାବେଳେ ରବିବାର…

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ରେ ସିଏଏ-ଏନ୍‌ଆର୍‌ସିକୁ ନା

ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ଏମିତି ଏକ ଚିତ୍ର…

ଝାଡ଼ଖଣ୍ଡରେ ତ୍ରିଶଙ୍କୁ ସ୍ଥିତି ସମ୍ଭାବନା

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ସକାଳ ୮ଟାରୁ ୨୪ ଜିଲା ମୁଖ୍ୟାଳୟରେ ଆରମ୍ଭ ହୋଇଛି। ରାଜ୍ୟରେ ତ୍ରିଶଙ୍କୁ…

ମତ୍ସ୍ୟଜୀବୀଙ୍କ ପାଇଁ ୫ ବର୍ଷୀୟା ଯୋଜନା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାରତରେ ପାରମ୍ପରିକ କୃଷିକୁ ଛାଡ଼ି ଦେଲେ ଅନେକ ଲୋକ ମତ୍ସ୍ୟଜୀବୀ ଭାବେ ଜୀବିକା ନିର୍ବାହ କରିଥାନ୍ତି। କୃଷି ଭଳି ମତ୍ସ୍ୟଜୀବୀଙ୍କୁ ଅଧିକ ସଶକ୍ତୀକରଣ ସହ ସେମାନଙ୍କ…

ଏମ୍‌କେସିଜି ପଥ୍ୟ ବିଭାଗ ପଙ୍ଗୁ

ବ୍ରହ୍ମପୁର ଅଫିସ,୨୩ା୧୨-ବ୍ରହ୍ମପୁର ମେଡିକାଲକୁ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ପ୍ରତିଦିନ ରୋଗୀ ଆସିଥାନ୍ତି। ଏମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ସହ ମାଗଣାରେ…

ଗୁରୁବାରଠାରୁ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା କଳା, ସଂସ୍କୃତି

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଆସନ୍ତା ଗୁରୁବାରଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ ହେବ। ଏହାସହ ଓଡ଼ିଶୀ, ଛଉନୃତ୍ୟ, ପ୍ରତ୍ନତତ୍ତ୍ୱ କାରୁକାର୍ଯ୍ୟ,…

ଲାରାଙ୍କ ପଛକୁ ହୋପ୍‌

କଟକ, ୨୩0।୧୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ମ୍ୟାଚରେ ୫୦ ବଲ୍‌ରୁ ୪୨ ରନ ସଂଗ୍ରହ କରିଛନ୍ତି ୱେଷ୍ଟଇଣ୍ଡିଜ ଓପନର ଶାଇ…

ଭାଜପାରେ ରାଜ୍ୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ସଭାପତି ପଦ ପାଇଁ ଦିଲ୍ଲୀ ଦୌଡୁଛନ୍ତି ନେତା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାଜପାର ରାଜ୍ୟ ସଭାପତି ଚୟନ ଚଳିତ ମାସ ଶେଷସୁଦ୍ଧା ଶେଷ ହେବ। ଏଥିପାଇଁ ଦଳର ସାଙ୍ଗଠନିକ ନିର୍ବାଚନ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଦଳ ପକ୍ଷରୁ…

ବିପିସିଏଲ୍‌ ବଲାଙ୍ଗୀର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ ୨୭ରେ

ଭୁବନେଶ୍ୱର,୨୩-୧୨: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ପକ୍ଷରୁ ବଲାଙ୍ଗୀରରେ ସ୍ଥାପନ କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଚଳିତ ମାସ ୨୭ରେ ହେବ। ଏଠାରେ କମ୍ପାନୀ…

ମାନ୍ଦାବସ୍ଥା ସତ୍ତ୍ୱେ କମିନି ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ,୨୩-୧୨: ଦେଶରେ ମାନ୍ଦାବସ୍ଥା ଲାଗି ରହିବା ସତ୍ତ୍ୱେ ଶେୟାର ବଜାର ଉପରେ ବିଦେଶୀ ପୁଞ୍ଜି ନିବେଶକ(ଏଫ୍‌ପିଆଇ)ଙ୍କ ଭରସା ତୁଟିନି। ୨୦୧୯ରେ ବିଦେଶୀ ପୁଞ୍ଜି ନିବେଶକମାନେ ଶେୟାର ବଜାରରେ…