ଚିକିତ୍ସାଧୀନ ଅବସ୍ଥାରେ ପିଇଓଙ୍କ ମୃତ୍ୟୁ: ଦୁର୍ଘଟଣା ନା ହତ୍ୟା ଉଠିଲା ପ୍ରଶ୍ନ

ଭବାନୀପାଟଣା,୯ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟ ଜାତୀୟ ରାଜପଥ ୨୬ ଉପରେ ଗତ ବୁଧବାର ସନ୍ଧ୍ୟାରେ ଗୁରୁତର…

କେନ୍ଦୁଝରରେ ବ୍ରାଉନ ସୁଗାର କାରବାର

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରିଛି ।…

Mettle Meet 2025: ଘୋଷଣା ହେଲା ସିନିୟର ଫାଇନାଲିଷ୍ଟ, ଫାଇନାଲକୁ ଗଲେ…

ଭୁବନେଶ୍ୱର,୯ା୮: ‘ମେଟଲ ମିଟ୍‌’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ…

ଅଙ୍ଗନଓ୍ବାଡି କେନ୍ଦ୍ରରେ ରକ୍ଷାବନ୍ଧନ ଉତ୍ସବ

ଲାଞ୍ଜିଗଡ଼,୯ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ କାନକୁଟରୁ ପଞ୍ଚାୟତ ପାଇକବୋରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଶନିବାର ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନଓ୍ବାଡି କର୍ମୀ…

ପାଠପଢ଼ାରୁ ବଞ୍ଚିତ ଛାତ୍ରୀଛାତ୍ର

ଲାଞ୍ଜିଗଡ଼,୯ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ପରାବାହାଲି ଗାଁରେ ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ୧୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ରାଖୀ ପୂର୍ଣ୍ଣିମାରେ ଅଘଟଣ,ପୋଲ ଉପରେ ବାଇକ, ଚପଲ ରଖି ନଦୀକୁ ଡେଇଁଲେ…

କେନ୍ଦ୍ରାପଡ଼ା,୯।୮: ରାଖୀ ପୂର୍ଣ୍ଣିମାରେ ଅଘଟଣ। କେନ୍ଦ୍ରାପଡ଼ା ଗୋବରୀ ନଦୀକୁ ଡ଼େଇଁ ଯୁବକ ନିଖୋଜ ହୋଇଯାଇଛନ୍ତି। ଆଳିଜଙ୍ଗା ପୋଲ ଉପରେ ବାଇକ ଓ ଚପଲ ରଖି ଡେଇଁପଡ଼ିଲେ ଯୁବକ।ନଦୀକୁ…

ଅଧିକାର ପାଇଁ ପାଳନ ହେଉଛି ବିଶ୍ୱ ଆଦିବାସୀ ଦିବସ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ରାଜୀବଗାନ୍ଧୀ ଭବନଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ଶନିବାର ପାଳିତ…

ରାଶିଫଳ: ରବିବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ ଆଜି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ଗୁରୁଜନଙ୍କ…

ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ନାହିଁ କି? ତେବେ କିପରି କରିବେ ସଂଶୋଧନ, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ,୯ା୮: ଆଧାରକାର୍ଡ ହେଉଛି ଭାରତରେ ବ୍ୟବହୃତ ସବୁଠାରୁ ସାଧାରଣ ଡକ୍ୟୁମେଣ୍ଟ, ଦେଶର ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ଆଧାରକାର୍ଡ ଅଛି। ସ୍କୁଲ-କଲେଜରେ ପ୍ରବେଶ କରିବାଠାରୁ ଆରମ୍ଭ…

ଟ୍ରମ୍ପଙ୍କ ଟାରିଫକୁ ଦେଖି ଆମେରିକା ମନ୍ତ୍ରୀ କହିଲେ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ

ଓ୍ବାଶିଂଟନ,୯।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଭାରତ ଏବଂ ଆମେରିକା ମଧ୍ୟରେ…