ବରଗଡ଼ରେ ଅଭିନବ ପ୍ରତିବାଦ: କାର୍ଡବୋର୍ଡ ଧରି ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଲା ଛାତ୍ର କଂଗ୍ରେସ

ବରଗଡ଼, ୧୦।୮(ପ୍ରେମାନନ୍ଦ ଖମାରୀ) - ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ କାର୍ଡବୋର୍ଡ (ବୁଢାପଟ୍ଟା)ରେ ଚିକିତ୍ସା ଚର୍ଚ୍ଚାର ବିଷୟ ହୋଇଛି। ଏହାର ପ୍ରତିବାଦରେ ରବିବାର ଜିଲା ଛାତ୍ର…

‘ତୁମର ସମୟ ଆସିବ’: କରାଚୀ ଆକ୍ରମଣ ଅଟକାଇବା ପଛରେ ଏପରି ଥିଲା ମୋଦିଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୧୦।୮: ମେ ୧୦ ସକାଳେ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକଳାପ ସମୀକ୍ଷା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ…

ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ! ଆମେରିକୀୟ ସାମଗ୍ରୀ ଉପରେ ୫୦% ଯାଏ ଟାରିଫ… 

ନୂଆଦିଲ୍ଲୀ,୧୦।୮: ଆମେରିକା ଦ୍ୱାରା ଭାରତୀୟ ଷ୍ଟିଲ, ଆଲୁମିନିୟମ ଏବଂ ଏହା ସହ ଜଡ଼ିତ ଉତ୍ପାଦଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଭାରୀ ଆମଦାନୀ ଶୁଳ୍କ ଲଗାଯିବା ପରେ ଭାରତ…

ଚନ୍ଦ୍ରଭାଗାରେ ଅଘଟଣ: ସମୁଦ୍ରରେ ବୁଡ଼ି ଚାଲିଗଲା ୩ ଯୁବକଙ୍କ ଜୀବନ

କୋଣାର୍କ,୧୦।୫: ପୁରୀ ଜିଲା କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ରବିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ବୁଡ଼ି ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଯୁବକ…

ରିଲାଏନ୍ସ-HDFC ଖସିଲା, LIC-TCSର ବଢ଼ିଲା ମାର୍କେଟ କ୍ୟାପ୍‌ 

ନୂଆଦିଲ୍ଲୀ,୧୦।୮: ଗତ ସପ୍ତାହରେ ଭାରତୀୟ ଶେୟାର ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିଲା।  ଫଳରେ ଶୀର୍ଷ ୧୦ଟି ଶୀର୍ଷ କମ୍ପାନୀ ମଧ୍ୟରୁ ୬ଟିର ମାର୍କେଟ କ୍ୟାପ୍‌ରେ ୧.୩୬ ଲକ୍ଷ…

ଆମେରିକାର ଟାରିଫ୍ ଭୟ: ଭାରତୀୟ ରପ୍ତାନିକାରୀଙ୍କ ପାଇଁ ସମୁଦ୍ର ମାଲବାହୀ ଖର୍ଚ୍ଚ ୧୫% ବୃଦ୍ଧି

ନୂଆଦିଲ୍ଲୀ,୧୦।୮: ଆମେରିକା ସହ ବାଣିଜ୍ୟ ଉତ୍ତେଜନା ମଧ୍ୟରେ ଭାରତୀୟ ରପ୍ତାନିକାରୀମାନେ ଆଗାମୀ ୫୦% ଟାରିଫ୍ ବୃଦ୍ଧିର ସମ୍ଭାବନା ପୂର୍ବରୁ ଜରୁରୀ ଅର୍ଡର ପଠାଇବା ପାଇଁ ତତ୍ପର ହେଉଛନ୍ତି,…

ଭାରତ ଶୀର୍ଷ ଅର୍ଥନୀତି ଆଡ଼େ ଦୌଡ଼ୁଛି: ଟ୍ରମ୍ପଙ୍କ ‘ମୃତ ଅର୍ଥନୀତି’ ଟିପ୍ପଣୀରେ ମୋଦିଙ୍କ କଟାକ୍ଷ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଭାରତ ଏକ ମୃତ ଅର୍ଥନୀତି’ ମନ୍ତବ୍ୟକୁ କଟାକ୍ଷ କରି କହିଛନ୍ତି ଯେ ଭାରତ ବିଶ୍ୱର…

ନାବାଳିକାଙ୍କୁ ଗଣବଳାତ୍କାର କରି ଛାତରୁ ତଳକୁ ଫିଙ୍ଗିଦେଲେ, ଆଉ ତା’ ପରେ…

ଡେରାଡୁନ୍‌,୧୦ା୮: ଉତ୍ତରାଖଣ୍ଡର ହରିଦ୍ୱାର ଜିଲାର ରୁରକି ଅଞ୍ଚଳରୁ ଜଣେ ନାବାଳିକା ଝିଅ ସହିତ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନାବାରିକାଙ୍କୁ ଗଣବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ…

Mettle Meet 2025: ଗ୍ରାଣ୍ଡ୍‌ ଫାଇନାଲରେ ଜୁନିୟର ଟିମ୍‌ର ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲର ବାଜିମାତ୍‌

ଭୁବନେଶ୍ୱର,୧୦ା୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ଆନୁକୂଲ୍ୟରେ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟ୍‌ଲ ମିଟ୍‌-୨୦୨୫’ର ଗ୍ରାଣ୍ଡ ଫାଇନାଲ ଆରମ୍ଭ ହୋଇଯାଇଛି। ଗ୍ରାଣ୍ଡ…

ପୁଣି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ପେଶାଓ୍ବର ଯାଉଥିବା ଟ୍ରେନରେ ବିସ୍ଫୋରଣ

ପେଶାଓ୍ବର,୧୦।୮: ରବିବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେଶନ ନିକଟରେ…