ଈଶାନ କିଷାନଙ୍କ ବଦଳରେ ଏହି ଦଳରେ ଓଡ଼ିଆ ଖେଳାଳି ଆଶୀର୍ବାଦ ସ୍ୱାଇଁଙ୍କୁ ମିଳିଲା ସୁଯୋଗ

ଭୁବନେଶ୍ୱର,୧୭ା୮: ଓଡ଼ିଶାର ଉଇକେଟ୍‌କିପର-ବ୍ୟାଟ୍‌ସମ୍ୟାନ୍‌ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲିପ ଟ୍ରଫି ୨୦୨୫-୨୬ରେ ଇଷ୍ଟ ଜୋନ୍‌ ଦଳରେ ଚୟନ କରାଯାଇଛି। ଇଷାନ କିଶନଙ୍କ ସ୍ଥାନରେ ତାଙ୍କୁ ଏହି ସୁଯୋଗ ମିଳିଛି।…

ହାତ ଦେଖାରୁ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ଅଭିଯୁକ୍ତ କୋର୍ଟ ଚାଲାଣ

ଜୁନାଗଡ଼,୧୭।୮(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରେ ଶନିବାର ହାତ ଦେଖାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଚେରମହୁଲ…

ନବୀନଙ୍କୁ ଦେଖା କରିବାକୁ ହସ୍ପିଟାଲ୍‌ରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ-‘ସେ ICU’ରେ …’

ଭୁବନେଶ୍ୱର,୧୭ା୮: ବିରୋଧୀଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ…

ବାୟୋପିକ ଫିଲ୍ମ ‘ବଡ଼ମା’ ପ୍ରିମିୟର ଶୋ ପ୍ରଦର୍ଶିତ

ବରଗଡ଼,୧୭।୮(ପ୍ରେମାନନ୍ଦ ଖମାରୀ) - ସ୍ବାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଉପରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷୀତ ବାୟୋପିକ ଫିଲ୍ମ ‘ବଡ଼ମା’ର ପ୍ରିମିୟର ଶୋ ରବିବାର…

କାଲି ଏହି ଜିଲାର ସବୁ ସ୍କୁଲ-ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା, ଅତି ପ୍ରବଳ ବର୍ଷାକୁ ନେଇ…

ଭୁବନେଶ୍ୱର,୧୭।୮: ମାଲକାନଗିରି ଜିଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏଥିସହ ଅଙ୍ଗନଓ୍ବାଡି ମଧ୍ୟ ବନ୍ଦ ରହିବ। ତେବେ ସୋମବାର ଅତିପ୍ରବଳ…

ଚାଇନା ବୈଜ୍ଞାନିକ କଲେ କମାଲ: ମଣିଷ ପିଲା ଜନ୍ମ ଦେବ ରୋବଟ!

ନୂଆଦିଲ୍ଲୀ,୧୭ା୮: ଚାଇନା ବୈଜ୍ଞାନିକଙ୍କ ଦ୍ୱାରା ବିଶ୍ୱର ପ୍ରଥମ “ଗର୍ଭାବସ୍ଥା ରୋବଟ”ର ବିକାଶ ଚାଲିଛି, ଯାହା ଜୀବନ୍ତ ଶିଶୁ ଜନ୍ମ ଦେଇପାରିବ ବୋଲି ‘ଦ ଟେଲିଗ୍ରାଫ’ ରିପୋର୍ଟ କରିଛି।…

ଜିଲାପାଳଙ୍କୁ ୧୩ ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା,୧୭।୮(ତୁମେଶ୍ୱର ସାହୁ) : କେସିଙ୍ଗା ସିଟିଜେନ ଫୋରମ୍‌ ପକ୍ଷରୁ ଏକ ସାଧାରଣ ବୈଠକ ଫୋରମର ସଭାପତି ଡ଼.ହେମସାଗର ସାହାଙ୍କ ସଭାପତିତ୍ୱରେ ରବିବାର ସରକାରୀ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା।…

ଭାଉଜଙ୍କୁ ଆକ୍ରମଣ କରି ଶଳା, ଭିଣୋଇ ଜେଲ ଗଲେ

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ତଲାସିଂ ଗ୍ରାମରେ ଘଟିଥିବା ପାରିବାରିକ ହିଂସା ମାମଲାରେ ପୋଲିସ କୃଷ୍ଣ ଗୌଡ଼(ଭିଣୋଇ) ଏବଂ ତାଙ୍କ…

କଳାହାଣ୍ଡି ପାଇଁ ଗୌରବ: ରାଷ୍ଟ୍ରପତି ପଦକ ପାଇଲେ ଏସ୍‌ଏଜି କମାଣ୍ଡୋ ସୁଶାନ୍ତ ସାଗର

ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ)-ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ସମ୍ମିଳନୀରେ  ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହସିକତା…

କଂଗ୍ରେସରେ ଯୋଗଦେଲେ ପାଟଣାର ୨ ବିଜେଡି-୧ ନିଲମ୍ବିତ ଭାଜପା ନେତା

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ର ୩ ନେତା ରବିବାର ବିଧିବଦ୍ଧ ଭାବେ ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ…