୧୦୦ ଅରବ ଡଲାରର ଡିଲ, ୟୁକ୍ରେନକୁ ସିକ୍ୟୁରିଟି ଗ୍ୟାରେଣ୍ଟି…, ଜାଣନ୍ତୁ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକରେ କ’ଣ ହେଲା ଆଲୋଚନା

ଓ୍ବାଶିଂଟନ,୧୯।୮: ସାଢ଼େ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ପାଇଁ ସୋମବାର ଆଉ ଏକ ପାଦ ଆଗକୁ ବଢ଼ିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି…

ଏନଏସି ଘୋଷଣା ବାଦ ଦେବା ପ୍ରତିବାଦରେ ୮ ଘଣ୍ଟିଆ ସାଲେପୁର ବନ୍ଦ

ସାଲେପୁର, ୧୯/୮(ଅରବିନ୍ଦ ଭୂୟାଁ): ସାଲେପୁରକୁ ଏନଏସି ଘୋଷଣାରୁ ବାଦ ଦେବା ପ୍ରତିବାଦରେ ଆଜି ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା ଦିଆଯାଇଛି। ସାଲେପୁର ବିଜୁ ଜନତା ଦଳ…

ଯୁବକଙ୍କୁ ନିର୍ମମ ହତ୍ୟା: ପୋଲିସ ଗୁଳିରେ ଅଭିଯୁକ୍ତ ଆହତ

ସମ୍ବଲପୁର,୧୯।୮(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟାକରି ଫେରାର ଅଭିଯୁକ୍ତ ପୋଲିସ ସହ ଗୁଳି ବିନିମୟରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ…

ଆଜି ବଡ଼ ଘୋଷଣା କରିବେ ବିରୋଧି, ଜାଣନ୍ତୁ କିଏ ସେହି ଆନ୍ନାଦୁରାଇ ଯିଏ ଅଛନ୍ତି ରେସରେ ସବୁଠୁ ଆଗରେ

ନୂଆଦିଲ୍ଲୀ,୧୯।୮: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ, NDA ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। କିନ୍ତୁ ବିରୋଧୀ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଆଶା କରାଯାଉଛି…

ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର

ବାଲେଶ୍ୱର,୧୯।୮(ବାଞ୍ଛାନିଧି ଦେ):ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆମତ୍ାହୁତି ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଏଚ୍‌ଓଡି ସମୀର…

3 Idiots ପ୍ରଫେସରଙ୍କ ପରଲୋକ, ଶୋକରେ ବଲିଉଡ

ମୁମ୍ବାଇ,୧୯।୮: ଆମିର ଖାନଙ୍କ ‘3 Idiots’ରେ ପ୍ରଫେସର ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅଚ୍ୟୁତ ପୋତଦାରଙ୍କ ପରଲୋକ ହୋଇଛି। ସେ ୯୧ ବର୍ଷ ବୟସରେ ମୁମ୍ବାଇ…

୧୨ ବର୍ଷର ଝିଅଙ୍କୁ ବଳାତ୍କାର କଲେ ବାପା: ଘଟଣା ଜଣାପଡ଼ିବା ପରେ…

ପାଲଲହଡ଼ା,୧୯ା୮ (ଦିବ୍ୟଜ୍ୟୋତି ଦାଶ):୧୨ ବର୍ଷୀୟା ନାବାଳିକା ଝିଅକୁ ସାବତ ବାପା ବଳାତ୍କାର କରିଥିବା ସୋମବାର ଅନୁଗୋଳ ଜିଲା ପାଲଲହଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଦେବଗଡ଼…

ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ମୁକୁଟ ପିନ୍ଧିଲେ ମନିକା, ୭୪ତମ Miss Universe ପ୍ରତିଯୋଗୀତାରେ ଭାରତକୁ କରିବେ ରିପ୍ରେଜେଣ୍ଟ

ରାଜସ୍ଥାନ,୧୯।୮: ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେଉଥିବା ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ବିଜେତାଙ୍କୁ ଚୟନ କରାଯାଇଛି। ଏହି ପ୍ରତିଯୋଗିତାର ମୁକୁଟ ମନିକା ବିଶ୍ୱକର୍ମାଙ୍କ ମୁଣ୍ଡରେ ସଜ୍ଜିତ ହୋଇଛି।…

ମୋଦିଙ୍କ ସହ ଏକାଠି ମଞ୍ଚରେ ବସିବେ ନାହିଁ ମମତା, କାହିଁକି ଏତେବଡ଼ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୧୯।୮: ୨୨ ଅଗଷ୍ଟରେ କୋଲକାତାରେ ତିନୋଟି ମେଟ୍ରୋ ପ୍ରକଳ୍ପର ଉଦଘାଟନ ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବେ ନାହିଁ। ଏହି ପ୍ରକଳ୍ପଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅବପାତର ରୂପ ନେଲା ଲଘୁଚାପ: ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୧୯ା୮(ଅନୁରାଧା ମହାରଣା):ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟରେ ସାରାଦିନ ବର୍ଷା…