ନୀରବ ଦ୍ରଷ୍ଟା ବ୍ଲକ ପ୍ରଶାସନ, ପାର୍କକୁ ନଷ୍ଟ କରି ଦେଲେଣି ଦୁର୍ବୃତ୍ତ 

ରାଇକିଆ,୨୬।୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ତହସିଲ ଅଫିସ ନିକଟରେ ଥିବା ଚିଲ୍ଡରେନ୍ସ ପାର୍କର  ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ବର୍ଷ ତମାମ ଏହି ପାର୍କରେ ତାଲା…

ଯୋବ୍ରା ଆନିକଟରେ ଭାସୁଛି ଶିଶୁକନ୍ୟାଙ୍କ ମୃତଦେହ

କଟକ,୨୬।୧୧: କଟକ ମହାନଦୀର ଯୋବ୍ରା ଆନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଆଗ୍ନିଶମବାହିନୀ ଟିମ ପହଞ୍ଚି ଯୋବ୍ରା ଆନିକଟରେ ଭାସୁଥିବା ମୃତ ଦେହଞ୍‌କୁ ଉଦ୍ଧାର କରିଛି।…

କାଲିଠୁ ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି; କଡ଼ାକଡ଼ି ହେଲା…

ଭୁବନେଶ୍ୱର,୨୬ା୧୧(ତ୍ରିନାଥ ମହାନ୍ତି): ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥର ବିଧାନସଭା ଅଧିବେଶନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣୁ ବ୍ଲୁ-ବୁକ୍‌ ଗାଇଡ୍‌ଲାଇନ୍‌…

ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ଼ଶହ ମିଟର ଘୋଷାଡ଼ି ନେଲା ଟ୍ରକ: ପରେ…

ବୀରମହାରାଜପୁର,୨୬।୧୧(ପୀତାମ୍ବର ସାହୁ): ସୋନପୁର ରାସ୍ତାର ଭୁଦୋବର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଏକ ଟ୍ରକ  ସ୍କୁଟିକୁ ଧକ୍କା…

ଗେଟ୍‌ ଚାବି ପକାଇବାକୁ ଆସିଥିଲେ ଏଏନଏମ୍‌: ଜଗିରହିଥିଲେ ଦୁର୍ବୃତ୍ତ ଆଖିକୁ ମାରିଦେଲେ ବାଟଲିଖଡା, ପରେ…

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ): ଜଣେ କାର୍ଯ୍ୟରତ ଏଏନ୍‌ଏମଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ବାଟଲିଖଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଏଏନଏମଙ୍କ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ…

ଆଜି ଘୋଡ଼ଲାଗି ହେବେ ମହାପ୍ରଭୁ

ପୁରୀ,୨୬ା୧୧(ଅଜିତ୍‌ କୁମାର ମହାନ୍ତି): ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ଅବସରରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଘୋଡ଼ଲାଗି…

ଅଞ୍ଚଳବାସୀଙ୍କ ନିଦ ହଜାଇଛନ୍ତି ଚୋର: ପୁଣି ଦେଓଡା ଅଞ୍ଚଳରୁ ସିରିଜ ଚୋରି… 

ଧର୍ମଶାଳା,୨୬।୧୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଡା ଗାଁର ତିନି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ଗୁରୁ ଚରଣ…

ପୁରୁଣା ଗାଡ଼ି କିଣୁଛନ୍ତି କିମ୍ବା ବିକୁଛନ୍ତି? RC ଟ୍ରାନ୍ସଫର ନକଲେ ପଡ଼ିପାରେ ବଡ଼ ଝଞ୍ଜାଟ – ଜାଣନ୍ତୁ

ନୂଆଦିଲ୍ଲୀ, ୨୬।୨୫:  ଯେତେବେଳେ ଆମେ କୌଣସି ପୁରୁଣା ଗାଡ଼ି କିଣୁ କିମ୍ବା ବିକୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି RC (ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌) ଟ୍ରାନ୍ସଫର କରାଇବା। RC…

ପ୍ରତି ୧୦ମିନିଟ୍‌ରେ ଜଣେ ମହିଳାଙ୍କୁ ପରିବାର ଲୋକେ ହତ୍ୟା କରୁଛନ୍ତି

ନ୍ୟୁୟର୍କ,୨୬ା୧୧(ପି.ଟି.): ବିଶ୍ୱରେ ପ୍ରତି ୧୦ ମିନିଟ୍‌ରେ ଜଣେ ମହିଳା କିମ୍ବା ଯୁବତୀଙ୍କୁ ତାଙ୍କ ପାର୍ଟନର ଅଥବା ପରିବାର ସଦସ୍ୟ ହତ୍ୟା କରୁଥିବା ଜାତିସଂଘର ନୂତନ ତଥ୍ୟରୁ ଜଣାପଡ଼ିଛି।…

ଭାରତ ଆକାଶରେ ଇଥିଓପିଆ ଲାଭା ପାଉଁଶ: ବହୁ ବିମାନ ବାତିଲ, ଡିଜିସିଏର ଆଡଭାଇଜରି

ନୂଆଦିଲ୍ଲୀ,୨୬ା୧୧: ଆଫ୍ରିକୀୟ ଦେଶ ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଯୋଗୁ ପାଉଁଶର ଘନ ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଭାରତରେ ପହଞ୍ଚତ୍ଲାଣି। ଫଳରେ ବହୁ ସଂଖ୍ୟାରେ…