ହରିୟାଣା ଲୋକଙ୍କୁ ଘରେ ରହିବାକୁ ରାଜି କରାଇବେ ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ

ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କୁ ଘରେ ରହିବା ପାଇଁ ମନାଇବେ ବଲିଉଡ୍‌ ଅଭିିନେତ୍ରୀ ତଥା ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ…

ବାଡ଼ ଦେଇ ରାସ୍ତା ଅବରୋଧ, ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ଲୋକେ ଗାଁକୁ ଯିବାଆସିବା ରାସ୍ତାରେ ବାଡ଼ ଦେଇ ବାଟ ଅବରୋଧ କରିଥିବା ଅଭିଯୋଗ ହୋଇଛି…

ଲକ୍‌ ଡାଉନ୍‌ରେ ରାଜସ୍ଥାନ ଶୂନଶାନ୍‌: ଜୟପୁର ସହରରେ ପଶିଲେ ହରିଣ ପଲ

ଜୟପୁର,୨୮।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଜାରି କରାଯାଇଛି। ଫଳରେ ସମଗ୍ର ଦେଶର…

କରୋନା ଭାଇରସ୍‌: ଭଡାଟିଆଙ୍କୁ ଭଡା ମାଗିଲେ ଜେଲ୍‌ ଯିବେ ଘର ମାଲିକ

ନଏଡା,୨୮।୩: ସାରା ଦେଶରେ କରୋନା ଯୋଗୁ ଲକ୍‌ଡାଉନ୍‌ ରହିଛି। ଏଥିଯୋଗୁ ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ କେତେକ ନିଜର ଜୀବିକା ମଧ୍ୟ ହରାଇସାରିଲେଣି।…

ଜୁନ୍‌ ୧୫ରୁ ପୁଣି ମଧ୍ୟାହ୍ନଭୋଜନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଭାରତରେ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହାକୁ…

କରୋନା ସଂକ୍ରମଣ ସନ୍ଦେହ: ବିଷ୍ଣୁପୁର ଅଞ୍ଚଳର ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କଲା ପୋଲିସ

ବାହାନଗା, ୨୮।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବିଷ୍ଣୁପୁର ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା ଯୁବକ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଖନ୍ତାପଡା ଥାନା ଓ…

କରୋନା ମୁକାବିଲା: ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞାପନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କୋଭିଡ-୧୯ ଡିପିଏଚ୍‌ଏଲ୍‌ ଓ ସ୍ବାବ୍‌ ନମୁନା ସଂଗ୍ରହ ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଛି। ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ବିଜ୍ଞାପନ…

କେରଳରେ ପ୍ରଥମ ମୁଣ୍ଡ ନେଲା କରୋନା

କୋଚି,୨୮।୩: କେରଳରେ କରୋନା ଭାଇରସ୍‌ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଶନିବାର କୋଚିର ଏକ ହସ୍ପିଟାଲରେ ଜଣେ ୬୯ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି।…

ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଓଡ଼ିଆ: ସହାୟତା ଲାଗି ପ୍ରବାସୀ ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏଥିରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ବାହାରେ ଫସି ରହିଛନ୍ତି।…

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ତୁଳସୀ

ଜୟପୁର,୨୮ା୩(ନି.ପ୍ର.): ଆନ୍ଧ୍ର-ଓଡ଼ିଶା ବର୍ଡର୍‌ ସ୍ପେଶିଆଲ୍‌ ଜୋନାଲ୍‌ କମିଟିର ମହିଳା ମାଓବାଦୀ ତୁଳସୀ ଉଲ୍ଲାକା ଶନିବାର କୋରାପୁଟ ଏସ୍‌ପି ମୁକେଶ୍‌ ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ କୋରାପୁଟ…