ପୁରୀ ବଡ଼ଦାଣ୍ଡରେ ଦୁର୍ଘଟଣା: ବାଇକ୍‌ ଧକ୍କାରେ ଦିଲ୍ଲୀ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ,୨୬ା୮: ପୁରୀ ବଡ଼ଦାଣ୍ଡ ମାଉସୀ ମା’ ମନ୍ଦିର ନିକଟରେ ଏକ ଦୁଃଖଦ ଦୁର୍ଘଟଣାରେ ଦିଲ୍ଲୀର ପର୍ଯ୍ୟଟକ ଯୋଗେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍‌ ରିକ୍ସାକୁ ଧକ୍କା…

ଜାତୀୟ ସାମାଜିକ ଆଇକନ୍‌ ସମ୍ମାନ ପାଇବେ ଯୁବ ସ୍ବେଚ୍ଛାସେବୀ ଯଶୋବନ୍ତ ରଣା

ଭବାନୀପାଟଣା,୨୬।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ତିଳଯୋଡି ଗ୍ରାମର ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଜାତୀୟ ସାମାଜିକ ଆଇକନ ସମ୍ମାନ ପାଇବା ନେଇଁ ମନୋନୀତ ହୋଇଛନ୍ତି।ଏହି…

‘କଂଗ୍ରେସ ଶାସନକୁ ଆସିବାକୁ ସ୍ବପ୍ନ ଦେଖୁଛି’

ଭବାନୀପାଟଣା,୨୬ା୮(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ମଙ୍ଗଳବାର ପୂର୍ବାହ୍ନ ସାଢେ ୧୦ଟାରେ ସେ କଳାହାଣ୍ଡିର…

ଓଡ଼ିଶା: ଆଜିର ଫଟୋ ( ୨୬ ଅଗଷ୍ଟ, ୨୦୨୫ )

କଟକ ରାଣୀହାଟସ୍ଥିତ ଏକ ମିଠା ଦୋକାନରେ ଗଣେଶ ପୂଜା ଅବସରରେ ଲଡୁ କିଣିବା ପାଇଁ ଲୋକଙ୍କ ଗହଳି       ଜଟଣୀ ଶିଳ୍ପୀ ଈଶ୍ୱର ରାଓ…

କେସିଙ୍ଗା ମହାବିଦ୍ୟାଳୟରେ ୪୫ତମ ପ୍ରତିଷ୍ଠା ଦିବସ ପାଳିତ, ଗୌରବମୟ ଇତିହାସକୁ…

କେସିଙ୍ଗା,୨୮।୮(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟରେ ୪୫ ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ…

ନ୍ୟାଶନାଲ କିକବକ୍ସିଂ ପ୍ରତିଯୋଗିତା: ଚେନ୍ନାଇ ଗସ୍ତ କଲେ ପାୟଲ-କଳ୍ପଜିତ, ଲକ୍ଷ୍ୟ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ୨୭ ରୁ ଆରମ୍ଭ ହେଉଥିବା ନ୍ୟାସନାଲ କିକ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲାରୁ ଚାରି ଜଣ ଚେନ୍ନାଇ ଗ୍ରସ୍ତ କରିଛନ୍ତି…

RSS ସଂଘ ମୁଖ୍ୟ ମୋହନ ଭାଗବତ ଦେଲେ ବଡ଼ ବୟାନ, କହିଲେ ସରକାର ଦାୟୀ…

ନୂଆଦିଲ୍ଲୀ,୨୬।୮: ଦିଲ୍ଲୀରେ ଆୟୋଜିତ ‘ସଂଘ ଯାତ୍ରାର ୧୦୦ ବର୍ଷ: ନୟେ କ୍ଷିତିଜ’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏକ…

ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ କରୁଥିଲେ ଜମି ବିକ୍ରି, ବନ୍ଧା ହେଲେ ୩, ବଢ଼ିପାରେ ସଂଖ୍ୟା 

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ପର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ…

ଡିସେମ୍ବର ୩୧ ସୁଦ୍ଧା ନୂଆ ପଞ୍ଚାୟତ: ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର,୨୬ା୮: ଓଡ଼ିଶାରେ ନୂତନ ପଞ୍ଚାୟତ, ବ୍ଲକ ଓ ଜିଲା ଗଠନ ପାଇଁ ସୀମା ନିର୍ଧାରଣ କାର୍ଯ୍ୟ ଡିସେମ୍ବର ୩୧, ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ରାଜସ୍ୱ ବିଭାଗ…

ଆମେରିକା ରପ୍ତାନି ହେଉଛି ଅନୁଗୁଳ ଲେମ୍ବୁ: ମାଲାମାଲ ହେଉଛନ୍ତି କୃଷକ

ଅନୁଗୋଳ,୨୬ା୮: ଓଡ଼ିଶାର ଅନୁଗୋଳ ଜିଲାରୁ ଲେମ୍ବୁ ଆମେରିକାକୁ ରପ୍ତାନି ହେଉଛି। ଚଳିତ ମାସରେ ତିନି ପର୍ଯ୍ୟାୟରେ ପ୍ରାୟ ଏକ ଲକ୍ଷ ଲେମ୍ବୁ ଆମେରିକାକୁ ପଠାଯାଇଛି। ସ୍ଥାନୀୟ ବଜାରରେ…