ବଜ୍ରଘାତରେ ମନ୍ଦିରରେ ଫାଟ

ଭଦ୍ରକ ଅଫିସ,୩୦।୪: ଭଦ୍ରକ ବ୍ଲକ ଅର୍ନ୍ତଗତ ବେନ୍ତାଳ ପଞ୍ଚାୟତର ଗୋପାଳ ବିନ୍ଧା ଗ୍ରାମର ହନୁମାନ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ବୁଧବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ସମୟରେ…

ଘୂର୍ଣ୍ଣିବଳୟ : ୮ଜିଲାରେ ବର୍ଷା ଝଡ଼ ସମ୍ଭାବନା

ଭୁବନେଶ୍ୱର,୩୦।୪ (ବ୍ୟୁରୋ): ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ…

ଲକ୍‌ଡାଉନ ଉଠିଲେ ହେବ ବାକି ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର, ୩୦।୪(ବ୍ୟୁରୋ): କରୋନା କଟକଣା ଯୋଗୁ ଯୁକ୍ତ୨ ପରୀକ୍ଷାକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ଏବେ ବାକି ଥିବା ପରୀକ୍ଷା କିପରି ହେବ ତାହାକୁ ନେଇ ସ୍କୁଲ୍‌…

ସ୍ବାବ୍‌ ପରୀକ୍ଷା ପରେ ଛଡ଼ାଯିବ: ହାଇକୋର୍ଟ

କଟକ ଅଫିସ୍‌,୩୦।୪: ସଙ୍ଗରୋଧରେ ଗୋଟିଏ ମାସ ରଖିବା ପରେ ପୁଣି ଥରେ ସ୍ବତନ୍ତ୍ର ସଙ୍ଗରୋଧରେ ରଖାଗଲା। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା।…

ଲକ୍‌ଡାଉନ୍‌ କଟକଣା ଆହୁରି କୋହଳ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): କରୋନା ଯୋଗୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଆଗକୁ ଲକ୍‌ଡାଉନ ବଢ଼ିବ ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି।…

ହ୍ବାଟ୍ସଆପ୍‌ରେ ପାଠପଢ଼ିବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ା ଠପ୍‌ ହୋଇଯାଇଛି। କେତେକ ଘରୋଇ ସ୍କୁଲ୍‌ରେ ଅନ୍‌ଲାଇନ୍‌ ଜରିଆରେ ପାଠପଢ଼ା ଯାଉଛି। ଏହି…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଦଇତାପତି ସେବକ

ପୁରୀ ଅଫିସ,୩୦।୪: କରୋନା ପାଇଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଜୁନ୍‌ ୨୩ରେ ପଡୁଥିବା ରଥଯାତ୍ରା ହେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର…

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ ଅଫିସ୍‌,୩୦।୪: ଲକ୍‌ଡାଉନ୍‌ ଯୋଗୁ ଏବେ ସମସ୍ତେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ସରକାରଙ୍କ ଅଧିକାଂଶ ସହାୟତା କେବଳ ଗରିବ ଲୋକମାନେ ପାଉଥିବା ବେଳେ ମଧ୍ୟବିତ୍ତ ଏଥିରୁ ବଞ୍ଚିତ…

ସମନ୍ବୟ ପାଇଁ ନୋଡାଲ ଅଥରିଟି ଗଠନ କର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନରେ ରହିଛି। ଲକ୍ଷଲକ୍ଷ ଲୋକ ଅସହାୟ ଅବସ୍ଥାରେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେଠାରେ ସେମାନଙ୍କୁ…

ହୃଦ୍‌ରୋଗୀଙ୍କ ପାଖରେ ଔଷଧ ପହଞ୍ଚାଇଲା ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ,୩୦ା୪: ଜଣେ ହୃଦ୍‌ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ଭାରତୀୟ ରେଲଓ୍ବେ ସ୍ବତନ୍ତ୍ର ପାର୍ସଲ ଟ୍ରେନ୍‌ରେ ଜରୁରୀ ଔଷଧ ପଠାଇବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଟ୍ରେନ୍‌ରେ ମୁମ୍ବାଇରୁ…