ହାର୍ଟ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି…

ଆଜିକାଲି ହାର୍ଟ ବା ହୃହ୍‌ରୋଗ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି। ଏବେ ଏହାର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଅନୁସରଣ କରାଯାଉଛି।…

ଉମରକୋଟ ହାତୀ ଉପଦ୍ରବ: ଚାଷୀଙ୍କ ହଜିଲା ନିଦ

ଉମରକୋଟ,୧।୯: ନବରଙ୍ଗପୁର ଜିଲାର ଉମରକୋଟ ବ୍ଲକରେ ଆତଙ୍କ ଖେଳାଉଛନ୍ତି ଛତିଶଗଡର ହାତୀ। ମକା ଫସଲ ନଷ୍ଟ କରି ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ହାତୀ ପଲ। ପୂର୍ବରୁ…

ବାଦଲଫଟା ବର୍ଷା

ବନ୍ୟା ବାତ୍ୟା ଭଳି ବାଦଲ ଫାଟିବା ଏକ ପ୍ରାକୃତିକ ବିତ୍ପାତ। ଏହା ବିଶେଷକରି ସମୁଦ୍ର ପତ୍ତନଠାରୁ ଯଥେଷ୍ଟ ଉଚ୍ଚରେ ଥିବା ପାର୍ବତ୍ୟାଞ୍ଚଳରେ ସଂଘଟିତ ହୋଇଥାଏ। ଏହି ପ୍ରାକୃତିକ…

ଟମକା-ମଙ୍ଗଳପୁର ରାସ୍ତା ଅବରୋଧ କଲେ ବସ୍ତିବାସିନ୍ଦା

କାଳିଆପାଣି,୧ା୯(ଅସିତ ମହାନ୍ତ): ଯାଜପୁର ଜିଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ରାସୋଳ ପଞ୍ଚାୟତ ମଲ୍ଲାରସାହି ବସ୍ତିରେ ଟ୍ରକ୍‌ ପାର୍କିଂକୁ ବିରୋଧ କରି ସୋମବାର ବସ୍ତି ବାସିନ୍ଦା ଟମକା-ମଙ୍ଗଳପୁର ରାସ୍ତାରେ…

ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ

ଭୁବନେଶ୍ୱର,୧।୯: ପରିବହନ ସଚିବ ଉଷା ପାଢ଼ୀ ସୋମବାର ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ…

ଫିଟ୍‌ନେସ୍‌ ଟେଷ୍ଟରେ କିଏ ପାସ୍‌, କିଏ ଫେଲ୍‌: ଜାଣନ୍ତୁ ରୋହିତ- ଗିଲ୍‌ଙ୍କ ସମେତ ଭାରତୀୟ କ୍ରିକେଟର୍‌ଙ୍କ ରିପୋର୍ଟ କାର୍ଡ

ବେଙ୍ଗାଲୁରୁ,୧।୯: ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସରେ ଭାରତୀୟ କ୍ରିକେଟରଙ୍କ ଫିଟନେସ ପରୀକ୍ଷା କରାଯାଇଥିଲା। ଏଥିପାଇଁ ଭାରତୀୟ କ୍ରିକେଟ ଦଳର ଦିନିକିଆ ଅଧିନାୟକ ରୋହିତ ଶର୍ମା ଏବଂ ଟେଷ୍ଟ…

ଶୋଚନୀୟ ହୋଇପଡ଼ିଥିଲା ରାସ୍ତା, ପଡୁ ନ ଥିଲା ପ୍ରଶାସନର ନଜର, ନିଜ ଅର୍ଥ-ଶ୍ରମ ଦାନ କରି…

ବରଗଡ଼,୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଭଟଲି ଛକରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଭଟଲି, ଅମ୍ବାଭୋନା ତଥା ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ବରଗଡ଼ ରାଣାପ୍ରତାପ…

‘ଭାରତ ସହ ରାଜନୀତି ନୁହେଁ ବିଶ୍ୱାସର ସମ୍ପର୍କ’, ପୁଟିନ-ମୋଦିଙ୍କ ଯୁଗଳବନ୍ଦୀ ଦେଖି ଭୟ କଲେଣି ଟ୍ରମ୍ପ!

ବେଜିଂ,୧।୯: ଯଦି କୌଣସି ଦେଶ ଭାରତ ଏବଂ ରୁଷିଆ ମଧ୍ୟରେ ଥିବା ସମ୍ପକକୁ ନେଇ ଅଧିକ ସମସ୍ୟାର ସମ୍ମୁଖୀନ ହେବ କଥା ଚିନ୍ତା କରୁଥାଏ, ତେବେ ତାହା…

ଚିକିତ୍ସା ଅବହେଳାରୁ ଚାଲିଗଲା ଗର୍ଭବତୀ ଆଶାକର୍ମୀଙ୍କ ଜୀବନ, ରାଜରାସ୍ତାରେ ମୃତଦେହ ରଖି…

ଉମରକୋଟ,୧ା୯(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଦୁଃଖଦ ଘଟଣା ଘଟିଛି।  ପ୍ରସବ ପାଇଁ…

୨୩ ବର୍ଷୀୟ ଯୁବକଙ୍କ ହୃଦୟ ଦେଇବସିଲେ ୮୩ ବର୍ଷୀୟା ବୃଦ୍ଧା: ଆଉ ତା’ପରେ ଘଟିଗଲା…

ଜାପାନରୁ ଏକ ଅନନ୍ୟ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏହା ସୋସିଆଲ ମିଡିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଜଣେ ୨୩ ବର୍ଷୀୟ ଯୁବକ କୋଫୁ ୮୩…