ବନ୍ତକୁ ଫେରିଲେ ୯୨ ପ୍ରବାସୀ ଓଡ଼ିଆ, ଗୁଜରାଟରୁ ଫେରିଛନ୍ତି ସର୍ବାଧିକ

ବନ୍ତ,୧୦ା୫(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ପରିପେକ୍ଷୀରେ ଅନ୍ୟ ରାଜ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକକୁ ଶନିବାର ସୁଦ୍ଧା ୯୨ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ…

କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ଡାକ୍ତରଙ୍କୁ ଘରେ ପୂରାଇଦେଲେନି ଗ୍ରାମବାସୀ

ଭୁବନେଶ୍ୱର,୧୦।୫ (ବ୍ୟୁରୋ): କରୋନା ଯୋଦ୍ଧାଙ୍କୁ ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳରେ ଅସମ୍ମାନ କରାଯାଇଛି। ରାଜ୍ୟ ବାହାରୁ ଫେରିଥିବା ଜଣେ ଡାକ୍ତର ଓ ତାଙ୍କ ପୁଅ…

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୫: ଚିନ୍ତା ବଢାଇଲାଣି କରୋନା। ଦେଶରେ ଏହା ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ରବିବାର ଏୟାର ଇଣ୍ଡିଆର ୫ ଜଣ ପାଇଲଟ କରୋନାରେ ସଂକ୍ରମିତ ହୋଇଥିବା…

ଅପରେଶନ ସମୁଦ୍ର ସେତୁ: ମାଲଦ୍ୱୀପରୁ ୬୯୮ ଭାରତୀୟଙ୍କୁ ନେଇ କୋଚି ପହଞ୍ଚିଲା ଆଇଏନ୍‌ଏସ୍‌ ଜଲାଶ୍ୱ

ନୂଆଦିଲ୍ଲୀ,୧୦।୫: ବିଦେଶରେ ଫସି ରହିଥିବା ଭାରତୀୟକୁ ଫେରାଇ ଆଣିବା ଲାଗି ଭାରତ ସରକାର ବନ୍ଦେ ଭାରତ ମିଶନ ଓ ଅପରେଶନ ସମୁଦ୍ର ସେତୁ କାର୍ଯ୍ୟକାରୀ କରିଛନ୍ତି। ଏହା…

କରୋନାକୁ ପୂରିଲା ୧୦୧ ଦିନ: ଉଦାହରଣ ପାଲଟିଲା କେରଳ, ମହାରାଷ୍ଟ୍ରରେ ସ୍ଥିତି ଅଣାୟତ

ନୂଆଦିଲ୍ଲୀ,୧୦।୫: କରୋନା ଭାଇରସ ବିରୋଧରେ ସାରା ଦେଶ ଏକ ଅଦୃଶ୍ୟ ଯୁଦ୍ଧରେ ଲଢୁଥିବା ବେଳେ ଏବେ ଭାରତରେ କରୋନାକୁ ପୂରଣ ହୋଇଛି ୧୦୧ ଦିନ। ଏହି ସମୟ…

ଆଜିଠୁ ସଙ୍ଗରୋଧରେ ରହିବେ ରଥ ନିର୍ମାଣକାରୀ: ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୪ ମେଡିକାଲ ଟିମ୍‌ ଗଠିତ

ପୁରୀ ଅଫିସ,୧୦।୫: ଜୁନ୍‌ ୨୩ରେ ରଥଯାତ୍ରା। ତେଣୁ ରଥଖଖଳାରେ ଚାଲିଛି ତିନିରଥ ନିର୍ମାଣ। ବର୍ତ୍ତମାନ ମହାମାରୀ କରୋନା ଯେଉଁଭଳି ଭାବେ ରାଜ୍ୟରେ ମାଡ଼ୁଛି ତାହାକୁ ଦୃଷ୍ଟିରେ ରଖି…

୧୪ରୁ ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ଦୁଇଦିନ ହେବ ପାରଦ ଉପର ମୁହାଁ ହୋଇଛି। କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠି ଯାଇଛି। ୧୦ ତାରିଖରୁ…

ପ୍ରବାସୀଙ୍କୁ ଫେରିବାକୁ ଦିଅ: ନଚେତ୍‌ ସୃଷ୍ଟି ହୋଇପାରେ ମାନବୀୟ ସଙ୍କଟ

ଭୁବନେଶ୍ୱର,୧୦।୫(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୨୪ରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଶନିବାର ଏହି ଲକ୍‌ଡାଉନ୍‌କୁ ୪୬ ଦିନ ପୂରିଛି। ବିଭିନ୍ନ ରାଜ୍ୟରେ…

ପ୍ରବାସୀ ଶ୍ରମିକଙ୍କ ଉପରେ ଓଲଟିଲା ଟ୍ରକ୍‌; ୫ ମୃତ

ନରସିଂପୁର,୧୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଯେମିତି ସରୁ ନାହିଁ। ଲକ୍‌ଡାଉନ ସମୟରେ ଘରମୁହାଁ…

ଅନୁଗୋଳ ଛୁଇଁଲା କରୋନା, ୧୩ ଆକ୍ରାନ୍ତ ଚିହ୍ନଟ

ଅନୁଗୋଳ ଅଫିସ,୧୦।୫: ରାଜ୍ୟରେ ରବିବାର ସକାଳେ ୫୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ଅନୁଗୋଳର ୧୩ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ୨୦ତମ ଜିଲାଭାବେ…