ଟୁଇନ୍‌ସିଟିରେ ଗଡ଼ିଲା ବସ୍‌: ୩୦ ଟଙ୍କା ଭଡ଼ାଦେଇ ରାଜଧାନୀକୁ ଆସିଲେ ୨୦ ସରକାରୀ କର୍ମଚାରୀ

ଭୁବନେଶ୍ୱର/କଟକ ଅଫିସ, ୧୩।୫(ବ୍ୟୁରୋ): କଟକରୁ ଭୁବନେଶରକୁ ଗଡିଲା ସରକାରୀ ବସ୍‌ । ବୁଧବାର ୨୦ଜଣ ସରକାରୀ କର୍ମଚାରୀଙ୍କୁ ନେଇ ଗୋଟିଏ ବସ୍‌ କଟକରୁ ଭୁବନେଶର ଯାତ୍ରାକରିଛି ।…

୨୪ ଘଣ୍ଟାରେ ୧୮୦୦ରୁ ଅଧିକ କରୋନା ସଂକ୍ରମିତ ହେଲେ ସୁସ୍ଥ

ନୂଆଦିଲ୍ଲୀ,୧୩।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଇତିମଧ୍ୟରେ ୭୪ ହଜାର ୨୮୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ଅସ୍ବାଭାବିକ ଆଚରଣ, କର୍ମଚାରୀ ରାତି ଅନିଦ୍ରା

କଣ୍ଟାପଡ଼ା,୧୩ା୫(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଙ୍ଗଳବାରଠାରୁ ରହିଥିବା ଜଣେ ପ୍ରବାସୀ ଅନ୍ତେବାସୀଙ୍କ ପାଇଁ ଉକ୍ତ କେନ୍ଦ୍ର ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ରାତି ଅନିଦ୍ରା…

ବାଲେଶ୍ୱରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ: ପଞ୍ଜୀକରଣ କରାଯାଇ ଶ୍ରମିକଙ୍କୁ ପଠାଯାଉଛି ନିଜ ଜିଲାକୁ

ବାଲେଶ୍ୱର ଅଫିସ, ୧୩।୫: ବାଲେଶ୍ୱର ରେଳ ଷ୍ଟେଶନରେ ବୁଧବାର ପୂର୍ବାହ୍ନରେ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନରେ ବାଲେଶ୍ୱର ଜିଲାରେ ୮୦୦ରୁ ଊର୍ଦ୍ଧ୍ୱ…

ନାଳରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ

ଦାରିଙ୍ଗବାଡ଼ି,୧୩ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ନେଡିପାଙ୍ଗା ଗ୍ରାମର କାଡ଼ଗି ନାଳରେ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ ବାଲିଗୁଡ଼ା ପୋଲିସ ଉଦ୍ଧାର କରିଛି। ଉଦ୍ଧାର…

ରେଡ୍‌ ଜୋନ୍‌ରେ ଗଡ଼ିବନି ବସ୍‌: ଚିନ୍ତାରେ ମାଲିକ, ଆର୍ଥିକ ସହାୟତା ଦାବି

ଭଦ୍ରକ ଅଫିସ,୧୩।୫: ପ୍ରାୟ ଦୁଇ ମାସ୍‌ ହେବ ବସ ଚଳାଚଳ ବନ୍ଦ ରହିଛି। ଏ ନେଇ ବସ୍‌ ମାଲିକମାନେ ଚିନ୍ତାରେ ପଡିଯାଇଛନ୍ତି । ପ୍ରାୟ ଜିଲାରେ ୧…

ଗୋଟିଏ ଦିନରେ ବିବାହ ବାର୍ଷିକୀ ପାଳନ କରନ୍ତି ୫ ଭାଇ

ସିରମୋର,୧୩।୫: ଦମ୍ପତିଙ୍କ ପାଇଁ ବିବାହ ବାର୍ଷିକୀର ସ୍ବତନ୍ତ୍ର ମହତ୍ତ୍ୱ ରହିଥାଏ। ଏହାକୁ ପାଳନ କରିବାଲାଗି ସଭିଏଁ ପ୍ରୟାସ ମଧ୍ୟ କରିଥାନ୍ତି। ତେବେ ୫ ଭାଇଙ୍କ ବିବାହ ବାର୍ଷିକୀ…

ଭଦ୍ରକ ଜିଲାର ତିନି ପଞ୍ଚାୟତରୁ ହଟିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ ଅଫିସ, ୧୩।୫: କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତରେ କଣ୍ଟେନମେଣ୍ଟ କଟକଣା ଜାରି କରାଯାଇଥିଲା। ତେବେ ୩ଟି ପଞ୍ଚାୟତରୁ…

କରୋନା ପ୍ରତିଷେଧକ ଟୀକା: ୪୦୦ ଗବେଷକ ଦିନରାତି କରୁଛନ୍ତି ଗବେଷଣା, ୮୦୦ କୋଟି ଡଲାର ଅନୁଦାନ ଦେଇଛନ୍ତି ୪୦ ଦେଶ

ଜେନେଭା,୧୩।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣ ରୋକିବା ଏବଂ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ୪୦୦ ଗବେଷକ ଦିନରାତି ଗବେଷଣା କରୁଛନ୍ତି। ଏଥିରେ…

ଭଦ୍ରକରେ ପହଞ୍ଚିଲା ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ: ଓହ୍ଲାଇଲେ ୩୨୬ଜଣ

ଭଦ୍ରକ ଅଫିସ, ୧୩।୫: ଭଦ୍ରକ ଷ୍ଟେଶନରେ ବୁଧବାର ସକାଳେ ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନ ଭଦ୍ରକ ଷ୍ଟେଶନରେ ୩୨୬ଜଣଙ୍କୁ ଓହ୍ଲାଇ…