ଘରେ ପହଞ୍ଚି ଖାଦ୍ୟ ଯୋଗାଉଛନ୍ତି କିର୍ଗିଓସ

ସିଡ୍‌ନୀ, ୧୩ା୪ (ଏଏଫ୍‌ପି)-ଅଷ୍ଟ୍ରେଲିଆ ଟେନିସ ଷ୍ଟାର ନିକ୍‌ କିର୍ଗିଓସ ଜଣେ ସ୍ପଷ୍ଟବାଦୀ ଭାବେ ଜଣାଶୁଣା। ଟେନିସ୍‌ କୋର୍ଟରେ ମଧ୍ୟ ଅନେକ ଥର ଝାମେଲା କରି ବିବାଦୀୟ ହୋଇଛନ୍ତି।…

୪୦ ଡିଗ୍ରୀରେ ୧୦ ସହର, ଦୁଇଦିନ ଝଡ଼ତୋଫାନ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ସାରା ରାଜ୍ୟରେ ଏବେ ପ୍ରବଳ ଖରା। ତାତି ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରବିବାର ୧୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।…

ଲକ ଡାଉନ ଉଲ୍ଲଂଘନକାରୀ ଗିରଫ, ଜରିମାନା ଆଦାୟ

ଧାମନଗର,୧୨ା୪(ଡି.ଏନ୍‌.ଏ.)- ଧାମନଗର ବ୍ଲକରେ ଲକ ଡାଉନ ଅବମାନନା ନେଇ ବ୍ଲକ ପ୍ରଶାସନ କଡ଼ା ପଦକ୍ଷେପ ନେଉଛି। ରବିବାର ପୂର୍ବାହ୍ନରେ ଧାମନଗର ଆଡିସନାଲ ତହସିଲଦାର ଲଗ୍ନଜିତ ବେହେରା ଧୂଷୁରୀ…

ସାରା ବିଶ୍ୱରେ ବଢ଼ିପାରେ ଋଣ ସଙ୍କଟ

ନୂଆଦିଲ୍ଲୀ,୧୪।୪: କରୋନା ପାଇଁ ସାରା ବିଶ୍ୱରେ ଋଣ ସଙ୍କଟ ଆହୁରି ଉତ୍କଟ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶ୍ୱର ବିଭିନ୍ନ ଅର୍ଥ ବ୍ୟବସ୍ଥା ପାଇଁ ଏଭଳି ସମସ୍ୟା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ

ସୋର, ୧୩ା୪(ଡି.ଏନ.ଏ.)-ମହାମାରୀ କରୋନାକୁ ରୋକିବା ପାଇଁ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ କରାଯାଇଥିବାରୁ ଗରିବ ଲୋକଙ୍କୁ ସହାୟତା ପାଇଁ ସୋର ବ୍ଲକ ନଦିଗାଁ, କେଦାରପୁର , ଜଡିଦା ପଞ୍ଚାୟତର…

ଚାଷୀଙ୍କ ସମସ୍ୟା ଦୂର କରିବ ନୂଆ ମାର୍ଗଦର୍ଶିକା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଦେଶବ୍ୟାପୀ ଲକ୍‌ଡାଉନ ବିଭିନ୍ନ ବର୍ଗର ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି। ଚାଷୀମାନେ ତାଙ୍କ କଷ୍ଟ ଉତ୍ପାଦିତ ପନିପରିବା ଲୋକଙ୍କ ନିକଟରେ ପହଞ୍ଚାଉଥିଲେ ମଧ୍ୟ ଉଚିତ୍‌ ମୂଲ୍ୟ…

ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉପଲବ୍ଧ ରହିଛି:ପାଶ୍ୱାନ

ନୂଆଦିଲ୍ଲୀ,୧୩।୪: ସାଧାରଣ ବଣ୍ଟନ ବ୍ୟବସ୍ଥା ଦ୍ୱାରା ସରକାର ୮୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରଦାନ କରୁଥିବା ଖାଦ୍ୟଶସ୍ୟର ଅଭାବ ଏବେ ନାହିଁ। ପିଡିଏସ୍‌ରେ ପ୍ରଦାନ କରାଯାଉଥିବା ହିତାଧିକାରୀଙ୍କ…

ଏଚ୍‌ଡିଏଫ୍‌ସିର ୧.୭୫ କୋଟି ଶେୟାର କିଣିଲା ଚାଇନା ବ୍ୟାଙ୍କ

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଉପୁଜିଥିବା ସ୍ଥିତିର ଫାଇଦା ଏବେ ଚାଇନା ଉଠାଉଛି। ଏସିଆର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ଭାବେ ବିବେଚିତ ଏହି…

ଆଇଟି କ୍ଷେତ୍ର ନିଯୁକ୍ତି ଉପରେ ସଙ୍କଟ ବଢ଼ିପାରେ

ନୂଆଦିଲ୍ଲୀ,୧୩।୪: ଲକ୍‌ଡାଉନ ଅବଧି ବଢ଼ିଲେ ଏହା ଆଇଟି କ୍ଷେତ୍ର ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇବା ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ନାସ୍‌କମ୍‌ର ପୂର୍ବତନ ଅଧ୍ୟକ୍ଷ ଆର୍‌.ଚନ୍ଦ୍ରଶେଖର…

ଲକ୍‌ଡାଉନ ବେଳେ ଚୋରା ମଦ କାରବାର

ବାହାନଗା, ୧୩ା୪(ଡି.ଏନ.ଏ.)-ଲକଡାଉନ ସମୟରେ ପୁରୁଣା ବାଲେଶ୍ୱର ଅଞ୍ଚଳରୁ ହଜାର ହଜାର ଲିଟର ଚୋରା ଦେଶୀ ମଦ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି। କୌଣସି ସୂତ୍ରରୁ…