ଗ୍ୟାଙ୍ଗ୍‌ଷ୍ଟର-ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ୍‌ କଲା ପଞ୍ଜାବ ପୋଲିସ: ୫ ସନ୍ଦିଗ୍ଧ ଗିରଫ

ଚଣ୍ଡିଗଡ଼,୨୨ା୧୧: ପଞ୍ଜାବ ପୋଲିସ ଶନିବାର ଗ୍ୟାଙ୍ଗ୍‌ଷ୍ଟର-ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ୍‌ କରିବା ସହ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗତ ୩ ସପ୍ତାହ ମଧ୍ୟରେ ଏଭଳି ୭ଟି ମଡ୍ୟୁଲ୍‌…

ଶିରୋଲ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ଅକାଳ ବିୟୋଗ, ଶୋକବ୍ୟକ୍ତ କଲେ… 

କେସିଙ୍ଗା,୨୨।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି  ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଶିରୋଲ ଗ୍ରାମପଞ୍ଚାତର ନାଏବ ସରପଞ୍ଚ ପଙ୍କଜ ମାଝୀ(୫୫)ଙ୍କ  ଶନିବାର ଅକାଳ ବିୟୋଗ ହୋଇ ଯାଇଛି। ସେ କିଛି…

ମାଡି ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼! ୪ ଦିନ ଓଡ଼ିଶାରେ ପ୍ରବଳ ଛେଚିବ ବର୍ଷା

ଭୁବନେଶ୍ୱର,୨୨।୧୧: ନଭେମ୍ବର ୨୨ ତାରିଖରେ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ପ୍ରଣାଳୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଡିପ୍ରେସନରେ ପରିଣତ ହେବ ଏବଂ…

ମୁମ୍ବାଇ ଦଳରେ ସୂର୍ଯ୍ୟକୁମାର

ମୁମ୍ବାଇ,୨୨ା୧୧: ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଶାର୍ଦ୍ଦୁଳ ଠାକୁରଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ମୁମ୍ବାଇ ଦଳ ଘୋଷଣା କରାଯାଇଛି। ଏଥିରେ ଭାରତର ଅନ୍ତର୍ଜାତୀୟ…

ୟୁଟ୍ୟୁବରେ ଏୟାର ଶୋ’ର ଭିଡିଓ ଦେଖୁଥିଲେ ନମାଂଶଙ୍କ ପିତା, ଖବର ଆସିଲା ତେଜସ କ୍ରାସ ହୋଇଛି, ଆଉ ତା’ ପରେ…

ନୂଆଦିଲ୍ଲୀ,୨୨।୧୧: ଶୁକ୍ରବାର (୨୧ ନଭେମ୍ବର) ଦୁବାଇ ଏୟାର ଶୋ’ରେ ତେଜସ ଫାଇଟର ଜେଟ ଦୁର୍ଘଟଣାରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ନମାଂଶ ସିଆଲ ଶହୀଦ ହୋଇଥିଲେ। ତାଙ୍କ…

Tejas Fighter Jet Crash: କ୍ରାସ ହେବା ପୂର୍ବରୁ ଇଜେକ୍ଟ ହେବାକୁ ଚେଷ୍ଟା କରୁଥିଲେ ପାଇଲଟ! ସାମ୍ନାକୁ ଆସିଲା ଆଉ ଏକ ନୂଆ ଭିଡ଼ିଓ

ଦୁବଇ,୨୨।୧୧: ଦୁବାଇରେ ଏକ ଏୟାର ଶୋ’ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନାର ତେଜସ ଲଢୁଆ ବିମାନର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଦୁର୍ଘଟଣାର ଶେଷ ମୁହୂର୍ତ୍ତରେ…

କର୍ମଚାରୀଙ୍କ ପାଇଁ ଖୁସିଖବର! ୫ ନୁହେଁ, ଏବେ ୧ ବର୍ଷରେ ମିଳିବ ଗ୍ରାଚ୍ୟୁଇଟି; ଜାଣନ୍ତୁ କେଉଁ ଚାକିରିଆ…

ନୂଆଦିଲ୍ଲୀ,୨୨।୧୧: ଭାରତ ସରକାର ଶ୍ରମ ଆଇନଗୁଡ଼ିକରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କୋଟିକୋଟି ଚାକିରିଆମାନଙ୍କୁ ସିଧାସଳଖ ଲାଭ ପହଞ୍ଚିବ। କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ…

ପୋଖରୀ ପୁନରୁଦ୍ଧାର ନାମରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ

ଥୁଆମୂଳ ରାମପୁର,୨୨ା୧୧(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦରଠାରେ ରାଜାରାଜୁଡ଼ା ଅମଳର ପୁରୁଷୋତ୍ତମ ସାଗର ଓ ଆଡିବନ୍ଧ ସାଗର ନାମରେ ୨ ପୋଖରୀ ରହିଛି।…

ବିର୍ସା ମୁଣ୍ଡା କପ ଫୁଟ୍‌ବଲ: ତୁଷରା ଚାମ୍ପିୟନ

ରିଷିଡ଼ା,୨୨ା୧୧(ସୁଶାନ୍ତ ମଲ୍ଲିକ)- ଚତୁର୍ଥ ବାର୍ଷିକ ବିର୍ସା ମୁଣ୍ଡା କପ ଫୁଟ୍‌ବଲ ଟୁର୍ନାମେଣ୍ଟ ୨୦୨୫ କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଶିରାବାହାଲ ବିର୍ସା ମୁଣ୍ଡା ଖେଳପଡିଆରେ ଶନିବାର ଉଦ୍‌ଯାପିତ…

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ…