ଦିଲ୍ଲୀ ପ୍ରଦୂଷଣ ବିରୋଧରେ ବିକ୍ଷୋଭ: ପୋଲିସ୍ ଉପରେ ଚିଲି ସ୍ପ୍ରେ, ୬ ଅଟକ

ନୂଆଦିଲ୍ଲୀ,୨୩ା୧୧: ଦିଲ୍ଲୀର ଭୟଙ୍କର ବାୟୁ ପ୍ରଦୂଷଣକୁ ବିରୋଧ କରି ରବିବାର ସନ୍ଧ୍ୟାରେ ଇଣ୍ଡିଆ ଗେଟ୍ ଠାରେ ବିକ୍ଷୋଭ ହେବା ପରେ ପରିସ୍ଥିତି ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିକ୍ଷୋଭକାରୀମାନେ ପୋଲିସ୍…

Guwahati Test: ଦକ୍ଷିଣ ଆଫ୍ରିକା ୪୮୯; ଭାରତ ୯/୦

ଗୁଆହାଟୀ, ୨୩ା୧୧: ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିୟନ୍ତ୍ରଣରେ ରହିଛି। ପ୍ରଥମ…

ନିଜକୁ ଗୁଳି କଲେ ଯୁବକ, ଆଉ ତା’ପରେ..

ପାରଳାଖେମୁଣ୍ଡି,୨୩ା୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଭୁବୁନି ପଞ୍ଚାୟତ ଅନ୍ତର୍ଗତ ଶିତିରିଗୁଡା ଗ୍ରାମରେ ଗୁଳି ଫୁଟିଛି। ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ…

କରୁଥିଲେ ଗାଡ଼ି ଯାଞ୍ଚ: ଧରାପଡ଼ିଲେ ନକଲି ପୋଲିସ କନ୍‌ଷ୍ଟେବଲ

ବ୍ରହ୍ମପୁର,୨୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ପୋଲିସ ପଦରବାଲି ଛକରୁ ଜଣେ ନକଲି ପୋଲିସ କନ୍‌ଷ୍ଟେବଲଙ୍କୁ ରବିବାର ଗିରଫ କରିଛି। ସେ ହେଲେ ନାରାୟଣପୁର ଗ୍ରାମର…

ଆଇନଜୀବୀଙ୍କ ଘର ସମ୍ମୁଖରୁ ବାଇକ ଚୋରି: ଧରାପଡ଼ିଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାରେ ରହୁଥିବା ଓକିଲ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ବାଇକ୍‌ (ଓଆର ୦୭ ଆର -୬୩୩୪) ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ରବିବାର ଗିରଫ…

ଆସୁଛି ବାତ୍ୟା: ସରକାର ପ୍ରସ୍ତୁତ ଥିବା କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୩।୧୧: ନଭେମ୍ବର ଶେଷ ଆଡ଼କୁ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ ପୂଜାରୀ ରବିବାର…

୨୦୨୬ରେ କେଉଁ ଡିଗ୍ରୀ ସବୁଠାରୁ ଅଧିକ ଚାକିରି ଦେବ? ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୬ରୁ ଜାଣନ୍ତୁ

ନୂଆଦିଲ୍ଲୀ,୨୩ା୧୧: ସଦ୍ୟ ପ୍ରକାଶିତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୬ ଅନୁଯାୟୀ, ଆସନ୍ତା ବର୍ଷଗୁଡ଼ିକରେ ଭାରତରେ ସବୁଠାରୁ ଅଧିକ ନିଯୁକ୍ତି ଯୋଗ୍ୟ ଡିଗ୍ରୀଗୁଡ଼ିକର ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟ…

ଛାଡି ପଳାଇଲେ ସ୍ତ୍ରୀ, ଶ୍ୱଶୁର ଘର ଉପରେ ବୋମାମାଡ଼ କଲେ ଜ୍ୱାଇଁ

ଭଦ୍ରକ,୨୩ା୧୧: ଭଦ୍ରକ ଜିଲା ବାଣ୍ଟ ଅଞ୍ଚଳର ଆପଣ୍ଡା ଗ୍ରାମର ଶ୍ରୀଧର ନାୟକ କରଣପଲ୍ଲୀ ପଞ୍ଚାୟତର ବିଜୟ ପାଟଣା ଗ୍ରାମର ରାମ ଚନ୍ଦ୍ର ମହାଳିକଙ୍କ ଝିଅ ମାମୁନିଙ୍କୁ ପ୍ରେମ…

ନୀରବରେ ଯନ୍ତ୍ରଣା ସହ ଲଢ଼ୁଥିଲେ ହ୍ୟୁମାନ ସାଗର: ବଡ଼ ଖୁଲାସା କଲେ ଚିକିତ୍ସା କରୁଥିବା ଡାକ୍ତର

ଭୁବନେଶ୍ୱର,୨୩ା୧୧: ଦିବଂଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରବିବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଡାକ୍ତର ସଞ୍ଜୀବ କୁମାର କର…