ନେପାଳ ଗୃହମନ୍ତ୍ରୀଙ୍କ ଇସ୍ତଫା: ବିକ୍ଷୋଭରେ ୨୦ ଜଣଙ୍କ ମୃତ୍ୟୁ ପରେ ନିଷ୍ପତ୍ତି

କାଠମାଣ୍ଡୁ,୮।୯: ନେପାଳର ଗୃହମନ୍ତ୍ରୀ ରମେଶ ଲେଖକ ସୋମବାର କାଠମାଣ୍ଡୁ ସମେତ ବିଭିନ୍ନ ସହରରେ ହୋଇଥିବା ବିକ୍ଷୋଭ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟଣା ପରେ ନୈତିକ ଦାୟିତ୍ୱ…

ଭାରତ-ଇସ୍ରାଏଲ ମଧ୍ୟରେ ବଡ଼ ଚୁକ୍ତି, ୩.୯ ବିଲିୟନ ଡଲାର ବାଣିଜ୍ୟ ପାଇଁ…

ନୂଆଦିଲ୍ଲୀ,୮।୯: ଭାରତ ଓ ଇସ୍ରାଏଲ ସୋମବାର ନୂଆଦିଲ୍ଲୀରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ସ୍ୱାକ୍ଷର କରି ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି। ଏହି ଚୁକ୍ତି ଦ୍ୱାରା…

ଧର୍ମଶାଳାରେ ଭୁଷୁଡୁଛି ବିଜେଡି ଗଡ: ୧୦ ରେ ଭାଜପାର ମହାମିଶ୍ରଣ ପାଇଁ ସଜବାଜ

ଧର୍ମଶାଳା,୮।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଆଗକୁ ବିଜେଡି ଗଡ ଭୁଷୁଡି ଯିବ ବୋଲି…

OPSC’କୁ ସଫଳ ନହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮।୯: ଓଡ଼ିଶା ସୂଚନା ଆୟୋଗ 'ଓଡ଼ିଶା ଲୋକସେବା ଆୟୋଗ' (ଓପିଏସସି)କୁ ନିଯୁକ୍ତି ପରୀକ୍ଷାରେ ଅସଫଳ ପ୍ରାର୍ଥୀଙ୍କ ସାକ୍ଷାତକାର ନମ୍ବର ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ…

ଅଟୋରେ ଜାଉଥିଲା ଗଞ୍ଜେଇ ଧରିପକାଇଲା ପୋଲିସ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସୋମବାର ପୁରୀ ସହର ବାସେଳୀସାହି ଥାନା ମାଟିତୋଟା ସାହିର ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଗ୍ରାମରେ ରହୁଥିବା ସୁକାନ୍ତ…

ରାସ୍ତାରୁ ଗୃହପାଳିତ ପ୍ରାଣୀ ହଟାଯାଉ ବୁଲା ଗାଈ, ଗୋରୁଙ୍କ ପାଇଁ ଦୁର୍ଘଟଣା ବଢୁଛି

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଅବାଧରେ ଦିନ ରାତି ରାସ୍ତାରେ ବୁଲୁଥିବା ଗୃହପାଳିତ ପ୍ରାଣୀ (ଗାଈ, ଗୋରୁ, କୁକୁର, ଘୁଷୁରୀ, ମାଙ୍କଡ) ସାଧାରଣ ଜନତାଙ୍କ…

ଏସିଆ କପ୍‌ ମହିଳା ହକି: ସୁପର-୪ରେ ଭାରତ

ହାଙ୍ଗ୍‌ଝୋ,୮ା୯: ନବନୀତ କୌର ଓ ମମ୍‌ତାଜ ଖାନ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ଭାରତ ଏସିଆ କପ୍‌ ମହିଳା ହକି ଟୁର୍ନାମେଣ୍ଟର ପୁଲ୍‌ ‘ବି’ରେ ୩୪ ର଼୍ୟାଙ୍କିଙ୍ଗପ୍ରାପ୍ତ ସିଙ୍ଗାପୁରକୁ ୧୨-୦…

ପ୍ଲେୟର ଅଫ୍‌ ଦି ମନ୍ଥ ଦୌଡ଼ରେ ସିରାଜ

ଦୁବାଇ,୮ା୯:ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତୀୟ ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ନାମ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)…

୧୪ରୁ ରାମଚଣ୍ଡୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା

ଛତ୍ରପୁର/ଗଞ୍ଜାମ,୮ା୯(ସନ୍ତୋଷ ପାଢ଼ୀ/ବିଦ୍ୟାଧର ସାହୁ): ଛତ୍ରପୁର ନିକଟବର୍ତ୍ତୀ ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ପର୍ବତ ଶିଖରେ ବିରାଜିତ ମା’ ରାମଚଣ୍ଡୀଙ୍କ ପୀଠରେ ଆସନ୍ତା ୧୪ ତାରିଖ…

Nepal Violence: ବାଂଲାଦେଶ-ଶ୍ରୀଲଙ୍କା ଆଉ ପାକିସ୍ତାନ ପରେ ଏବେ ପାଳି ନେପାଳର, ହେବକି ପରିବର୍ତ୍ତନ

କାଠମାଣ୍ଡୁ,୮।୯: ନେପାଳର ରାଜଧାନୀ କାଠମାଣ୍ଡୁରୁ ସୋମବାର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଯେକୌଣସି ଗଣତାନ୍ତ୍ରିକ ଦେଶ ପାଇଁ ଏକ ସତର୍କ ଘଣ୍ଟି। ସଂସଦ ଭବନର କାନ୍ଥ…