ପାକିସ୍ତାନର ୧୦ ସଂକ୍ରମିତଙ୍କ ମଧ୍ୟରୁ ୬ ନେଗେଟିଭ୍‌

କରାଚୀ, ୨୮ା୬ (ପି.ଟି.)-ପାକିସ୍ତାନ ୨୦ ଖେଳାଳି ଓ ୧୧ ସପୋର୍ଟ ଷ୍ଟାଫ୍‌କୁ ନେଇ ଇଂଲଣ୍ଡ ଟୁର୍‌ରେ ଯିବ। ୧୦ କରୋନା ସଂକ୍ରମିତ କ୍ରିକେଟରଙ୍କ ମଧ୍ୟରୁ ଦ୍ୱିତୀୟ ଟେଷ୍ଟ…

ନଗଦ ଉଠାଣ ଲାଗି ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ,୨୮।୬: କରୋନା ଭାଇରସ୍‌ ଲାଗି ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ବ୍ୟାଙ୍କଗୁଡିକର ନଗଦ ଅସୁବିଧାକୁ ସମାଧାନ କରିବା ଲାଗି ବର୍ଦ୍ଧିତ ଋଣ ସୁବିଧାର ସୀମାକୁ ସେପ୍ଟେମ୍ବର…

ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ ହେଉଛି ବୀରାଶାଳ ଏୟାରଷ୍ଟ୍ରିପ୍‌

ଢେଙ୍କାନାଳ ଅଫିସ, ୨୮।୬ :  ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳ ଏୟାରଷ୍ଟ୍ରିପ୍‌ ବିମାନ ଦୁର୍ଘଟଣାର ୩ ସପ୍ତାହ ପରେ ବନ୍ଦ ରହିଥିବା ତାଲିମ କାର୍ଯ୍ୟକ୍ରମକୁ ପୁଣିଥରେ ଆରମ୍ଭ…

ବର୍ଷେ ପରେ ବି ଘାଇ ମରାମତି ହେଲାନି

ଲୋଇସିଂହା, ୨୮।୬(ଡି.ଏନ.ଏ.)  ଗତବର୍ଷ ଲଗାଣ ବର୍ଷାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଅଗଲାପାଲି ଗ୍ରାମସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଖଜୁରି କଟାଁ ହୁଡାରେ…

ଭିସୁଟ ଛାତ୍ର ନିର୍ମାଣ କଲେ ବିଶୋଧନ ଯନ୍ତ୍ର

ସମ୍ବଲପୁର,୨୮।୬(ବ୍ୟୁରୋ) ସମ୍ବଲପୁର ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଭିସୁଟ ରୋବୋଟିକ୍ସ ସୋସାଇଟିର ଛାତ୍ରୀଛାତ୍ରମାନେ କଣ୍ଟାକ୍ଟଲେସ୍‌ ୟୁଭି ଡିସଇନଫେକ୍ଟାଣ୍ଟ (ୟୁଭିଆରଏଏସ୍‌)ନିର୍ମାଣ କରିଛନ୍ତି। ଏହି ଯନ୍ତ୍ରରୁ ବାହାରୁଥିବା ୟୁଭି…

‘ପାଣି ଏଠି ଜୀବନ ନୁହେଁ, ଜହର’

ବିନିକା,୨୮ା୬(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଲେଇମାଳ ଗାଁ। ଏହି ରାଜସ୍ବ ଗ୍ରାମର ଲୋକସଂଖ୍ୟା ୪ଶହ। ମୁଖ୍ୟତଃ ପଛୁଆ ବର୍ଗ ଏବଂ ଆଦିବାସୀ,…

ମଙ୍ଗଳବାର ବାହାହେବେ ଦୀପିକା-ଅତନୁ

କୋଲକାତା, ୨୮ା୬ (ପି.ଟି.)- ଭାରତର ଦୁଇ ଶୀର୍ଷ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ମଧ୍ୟରେ ବାହାଘର ମଙ୍ଗଳବାର ରାଞ୍ଚତ୍ର ମୋରାବାଦୀଠାରେ ହେବ। କୋଭିଡ୍‌-୧୯ ଯୋଗୁ…

ନରେଶ ଗୋୟଲଙ୍କ ବିରୋଧରେ ତଦନ୍ତ ବନ୍ଦକୁ ଇଡିର ବିରୋଧ

ନୂଆଦିଲ୍ଲୀ,୨୮।୬: ଜେଟ୍‌ ଏୟାରଓ୍ବେଜର ପ୍ରମୋଟର ନରେଶ ଗୋୟଲ ଏବଂ ତାଙ୍କ ସ୍ତ୍ରୀ ଅନୀତାଙ୍କ ବିରୋଧରେ ତଦନ୍ତ ବନ୍ଦକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧ କରିଥିବା ଜଣାପଡିଛି। ବର୍ତ୍ତମାନ ଜେଟ୍‌…

ରିଜିଜୁଙ୍କୁ ଅନୁରୋଧ କଲେ ମାଲହୋତ୍ରା

ନୂଆଦିଲ୍ଲୀ, ୨୮ା୬ (ପି.ଟି.): ଦେଶର ୫୪ଟି ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଉପରୁ ବର୍ଷକ ପାଇଁ ସ୍ବୀକୃତି ପ୍ରତ୍ୟାହାର କରାଯାଇଥିବାରୁ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଅଫ୍‌ ସ୍ପୋଟର୍‌ସ ସଭାପତି…

ଜେଫ୍‌ ବେଜୋସଙ୍କୁ କାହିଁକି କପି କ୍ୟାଟ୍‌ କହିଲେ ଏଲନ ମସ୍କ

ନୂଆଦିଲ୍ଲୀ,୨୮।୬ : ସେଲ୍ଫ ଡ୍ରାଇଭିଂ ଷ୍ଟାର୍ଟ ଅପ୍‌ ଜକ୍ସ ଇଙ୍କ୍‌କୁ ଆମାଜନ ଡଟ୍‌ କମ୍‌ ଅଧିଗ୍ରହଣ କରିଛି। ଏହାର ଗୋଟିଏ ଦିନ ପରେ ଟେସଲା ଇଙ୍କ୍‌ର ପ୍ରତିଷ୍ଠାତା…