ଡରେଇଲାଣି କରୋନା: ରାଜ୍ୟରେ ଆଉ ୨ ମୁଣ୍ଡ ନେଲା; ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର,୫।୭(ବ୍ୟୁରୋ): ଡରାଇଲାଣି କରୋନା। ରବିବାର ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ଗଜପତି, ସୁନ୍ଦରଗଡ଼ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ସିଆର୍‌ପିଏଫ୍‌ ଯବାନଙ୍କ ଆଉ ଏକ ଦେଶସେବା

ନୂଆଦିଲ୍ଲୀ,୫।୭: କରୋନା ମହାମାରୀ ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାକୁ ଦୂରେଇ ଦେବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଯବାନ। ସାଧାରଣ ଜନତାଙ୍କୁ ଘରେ ସୁରକ୍ଷିତ…

ଗଞ୍ଜାମ ବ୍ଲକକୁ ଛୁଇଁଲା କରୋନା: ଏନ୍‌ଏସିରେ ସ୍ତ୍ରୀ ସ୍ବାମୀ, ଖଟୁଆକୁଦାରେ ଜଣେ ଗର୍ଭବତୀ ପଜିଟିଭ୍‌ ଚିହ୍ନଟ

ଗଞ୍ଜାମ,୫ା୭(ଡି.ଏନ୍‌.ଏ.): ଦୀର୍ଘ ପାଞ୍ଚମାସ ସଂଘର୍ଷ ପରେ ଶେଷରେ ଗଞ୍ଜାମ ବ୍ଲକକୁ କରୋନା ଛୁଇଁଥିବା ତହସିଲଦାର ଅବନୀ କୁମାର ସାହୁ ସୂଚନା ଦେଇଛନ୍ତି। ଗଞ୍ଜାମ ଏନ୍‌ଏସି ଓ୍ବାର୍ଡ ନଂ…

ଶିବରାଜ-ସିନ୍ଧିଆ ଟଣାଓଟରା: ଛିଣ୍ଡୁନି ବିଭାଗ ଭାଗବଣ୍ଟା

ଭୋପାଳ, ୫।୭: ମଧ୍ୟପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ଇତିମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୩…

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୬୯ ନୂଆ ସଂକ୍ରମିତ, ମୋଟ ଆକ୍ରାନ୍ତ ସଂଖ୍ୟା ୯ହଜାର ଟପିଲା

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜ୍ୟରେ ରବିବାର ୪୬୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୧୭ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୧୫୨ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି।…

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଉତ୍ତେଜନା: ପଦାଧିକାରୀଙ୍କୁ ଛୁଇଁ ସଂକ୍ରମିତ କରିବାକୁ ଗୋଡ଼ାଇଲେ ଆକ୍ରାନ୍ତ

କଟକ ଅଫିସ୍‌,୫।୭: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏଠାରେ ଶନିବାର ପୁଣି ଆଉ ୩୮ ଜଣ ପଜିଟିଭ୍‌…

ଡରାଇ ଚାଲିଛି କରୋନା: ୨୪ ଘଣ୍ଟାରେ ୨୪ହଜାର ଅତିକ୍ରମ କରି ପୁଣି କଲା ରେକର୍ଡ

ନୂଆଦିଲ୍ଲୀ,୫।୭: ସମସ୍ତଙ୍କ ଚିନ୍ତା ବଢାଇ ଚାଲଛି କରୋନା ସଂକ୍ରମଣ। ଦେଶରେ ସଂକ୍ରମଣର ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ପୁଣି ଆକ୍ରମଣ: ଆଇଇଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ

ଶ୍ରୀନଗର, ୫।୭: ଜମ୍ମୁ-କଶ୍ମୀର ପୁଳଓ୍ବାମା ଜିଲାରେ ରବିବାର ପୁଣି ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସକାଳ ୭ଟା ୪୦ରେ ଆତଙ୍କବାଦୀମାନେ ୧୮୨ ବାଟାଲିୟନ…

ଶ୍ରମିକ ବେଶରେ ରାଜଧାନୀ ବସ୍ତିରେ ଅପରାଧୀ ଗ୍ୟାଙ୍ଗ୍‌: ବନ୍ଦ ଘରୁ ଚୋରି, ଏକୁଟିଆ ପାଇଲେ ଲୁଟୁଥିଲେ

ଭୁବନେଶ୍ୱର,୫।୭ (ବ୍ୟୁରୋ): ରାଜଧାନୀ ବସ୍ତିରେ ଆଡ୍ଡା ଜମାଇଛନ୍ତି ଅପରାଧୀ ଗ୍ୟାଙ୍ଗ୍‌। ରାଜରାସ୍ତାରୁ କଲୋନୀ ସବୁଠି ରାଜୁତି କରୁଛନ୍ତି। କରୋନା କଟକଣା ଭିତରେ କମିଶନରେଟ ପୋଲିସକୁ ଚକ୍‌ମା ଦେଇ…

ଆଜିଠୁ ପୁରୀ ପ୍ରବେଶ ଉପରେ କଟକଣା: ୩୧ ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ମନା

ପୁରୀ ଅଫିସ,୫।୭: ପୁରୀ ଜିଲାରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଜୁଲାଇ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି…