୬୨ରେ ପହଞ୍ଚିଲା ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

ଚଣ୍ଡିଗଡ଼, ୧।୮: ପଞ୍ଜାବରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକ ସଂଖ୍ୟା ୬୨ରେ ପହଞ୍ଚତ୍ଛି। ଶନିବାର ତରନ ତରନ ଜିଲାରେ ଆଉ ୨୩ ଜଣ ଲୋକ…

ବ୍ରହ୍ମପୁରରେ ୨ ନୂଆ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୮(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ଦୁଇଟି ନୂଆ କୋଭିଡ୍‌ ହସ୍ପିଟାଲକୁ ଶନିବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲରେ ୧୫୦…

ଛାତ ଉପରେ ୪୦ ପ୍ରକାର ଆମ୍ବ ଫଳାଇଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କେମିତି ହୋଇଛି ସମ୍ଭବ

ବାଲକୋନି କିମ୍ବା ଛାତରେ ଫୁଲଗଛ ଲଗାଇବା ବହୁତ ଶୁଣିଥିବେ ଦେଖିଥିବେ ମଧ୍ୟ। ମାତ୍ର ଜଣେ ବ୍ୟକ୍ତି ଘରର ଛାତ ଉପରେ ଆମ୍ବ ଫଳାଇଛନ୍ତି ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ…

ଭଦ୍ରକ ଜିଲା: ଶନିବାର, ରବିବାର ଶଟ୍‌ଡାଉନ

ଭଦ୍ରକ ଅଫିସ, ୧ା୮-ଅଗଷ୍ଟ ମାସର ସବୁ ଶନିବାର ଓ ରବିବାର ଶଟ୍‌ଡାଉନ ରହିବ। ଭଦ୍ରକ ଜିଲାର ବିଭିନ୍ନ କୋଣାନୁକୋଣରେ ଏହି ନିୟମ ବଳବତ୍ତର ରହିବ ବୋଲି ଜିଲାପାଳ…

ବର୍ଷାର ମଜା ଉଠାଇଲେ ରାଇନା; ଦେଖନ୍ତୁ ଭିଡିଓ…

ଲକ୍ଷ୍ନୌ, ୧।୮: ଏକଦା ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରହିଥିବା ସୁରେଶ ରାଇନା ଖରାପ ଫର୍ମ ଲାଗି କିଛିବର୍ଷ ହେବ ଦଳରୁ…

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଖବର ଆସିଲା ଏହି ବ୍ୟକ୍ତିଙ୍କୁ କରୋନା, ଆଉ ତା’ ପରେ…

କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ, ଲୋକମାନେ ଏହି ରୋଗକୁ…

ଇଦ୍‌ରେ ସ୍ତ୍ରୀଙ୍କୁ ମର୍ସିଡିଜ୍‌-ବେଞ୍ଜ କାର୍‌ ଉପହାର ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧।୮: ବାଂଲାଦେଶ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଧିନାୟକ ତଥା ଅଭିଜ୍ଞ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନ ଇଦ୍‌ ଅବସରେ ସ୍ତ୍ରୀ ଉମି ଅହମ୍ମଦ ଶିଶିରଙ୍କୁ ଏକ…

ରାମମନ୍ଦିର ନିର୍ମାଣ ଭୂମିପୂଜା ଲାଗି ଡାକଯୋଗେ ପଠାଗଲା ଋଷିକୂଲ୍ୟା ଜଳ

ପୁରୁଷୋତ୍ତମପୁର,୧ା୮: ଅଯୋଧ୍ୟାଠାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା ନିମନ୍ତେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ବାସସ୍ଥାନ…

ରାଜଧାନୀରେ ସାବାଡ ହେବେ ଅମାନିଆ: ଜାରି ହେଲା ହ୍ବାଟ୍ସଆପ୍‌ ନମ୍ବର

ଭୁବନେଶ୍ୱର,୧।୮(ବ୍ୟୁରୋ)-ଏଥର ସାବାଡ ହେବେ ଅମାନିଆ। ରାଜଧାନୀରେ କୋଭିଡ କଟକଣାକୁ ନ ମାନି ବୁଲୁଥିବା ଆମାନିଆଙ୍କୁ ସାବାଡ କରିବା ପାଇଁ ଶନିବାର ନୂଆ ତରିକା ଆପଣାଇଛନ୍ତି ଡିସିପି ଉମାଶଙ୍କର…

କେବେ ବି ଧନୀ ହୋଇପାରିବେ ନାହିଁ ଏହି ୬ ପ୍ରକାର ଗୁଣ ଥିବା ବ୍ୟକ୍ତି, ଆପଣ ସେପରି ନୁହନ୍ତି ତ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଗ୍ରନ୍ଥରେ ମନୁଷ୍ୟଙ୍କ ପାଇଁ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହାକୁ ଅନୁସରଣ କଲେ ମନୁଷ୍ୟ ଜୀବନ ସୁଖମୟ ହୋଇଥାଏ। ଚାଣକ୍ୟ ଏକ…