କରୋନାକୁ ହରାଇଲେ ଅଭିଷେକ

ମୁମ୍ବାଇ,୮।୮: କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହୁଅନ୍ତୁ କି…

ଫେରିବାଲା-ପରିବା ବିକାଳିଙ୍କ ହେବ କରୋନା ଟେଷ୍ଟ !

ନୂଆଦିଲ୍ଲୀ,୮।୮: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଏହାକୁ କମ୍‌ କରିବାକୁ ଚିନ୍ତା କରୁଛି। ଏହି କ୍ରମରେ…

ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା !

ନୂଆଦିଲ୍ଲୀ, ୮।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାର ସେପ୍ଟେମ୍ବରଠାରୁ ସ୍କୁଲ ଖୋଲିବା ଉପରେ ବିଚାର…

କେରଳ ବିମାନ ଦୁର୍ଘଟଣା: ଜଣେ ମୃତକ କରୋନା ପଜିଟିଭ୍‌, ଉଦ୍ଧାରକାରୀ ଦଳର କରାଯିବ ଟେଷ୍ଟ

କୋଝିକୋଡ଼,୮।୮: କେରଳ ବିମାନ ବନ୍ଦରରେ ଶୁକ୍ରବାର ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍‌…

ମିଶନ ‘ଗଗନଯାନ’ ପାଇଁ ମନୋନୀତ ହେଲେ ବଲାଙ୍ଗୀରର ଓ୍ବିଙ୍ଗ୍‌ସ କମାଣ୍ଡର ନିଖିଲ ରଥ

ବଲାଙ୍ଗୀର ଅଫିସ,୮ା୮: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ‘ଗଗନଯାନ’ ପାଇଁ ବଲାଙ୍ଗୀରର ସୁପୁତ୍ର ଓ୍ବିଙ୍ଗସ୍‌ କମାଣ୍ଡର ନିଖିଲ ରଥ ମନୋନୀତ ହୋଇଥିବା ଜଣାପଡ଼ିଛି।…

କରୋନା ପଜିଟିଭ ମନ୍ତ୍ରୀଙ୍କ ପାଇଁ ଡାଏଟ୍‌ ଚାର୍ଟ

ଶିମଲା,୮।୮: ଶକ୍ତିମନ୍ତ୍ରୀ ସୁଖରାମ ଚୌଧୁରୀ କରୋନାରେ ସଂକ୍ରମିତ ହେବା ପରେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୦ ଦିନ ପରେ ପୁଣିଥରେ ତାଙ୍କର ଓ ତାଙ୍କ ପିଲାମାନଙ୍କର…

୪୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କଲେ ଯୋଗୀ ସରକାର

ନଏଡା,୮।୮: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ଭୂମିପୂଜନରେ ସାମିଲ ହୋଇ ଫେରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ମହାମାରୀ କରୋନା ଯୁଦ୍ଧରେ ସାମିଲ…

ଏମିତି ଗାଁ ଯେଉଁଠି ଖେଳିଲା ବେଳେ ପିଲାଏ କରନ୍ତିନି ପାଟତୁଣ୍ଡି…

ହଜାରିବାଗ, ୮।୮: ଖେଳିଲା ବେଳେ ପିଲାଏ ପାଟି କରିବା ଚିଲେଇବା ସ୍ବାଭାବିକ କଥା। ତେବେ ଝାଡ଼ଖଣ୍ଡର ହଜାରିବାଗ ଅଞ୍ଚଳରେ ଥିବା ଦାରୁ ଅଞ୍ଚଳର ଦାରୁବକସିଡ଼ିହ ଗାଁରେ ପିଲାମାନେ…

ସୁରକ୍ଷିତ ନ ଥିଲା କୋଝିକୋଡ ବିମାନ ବନ୍ଦର: ଡିଜିସିଏ କରିଥିଲା ସତର୍କ

ନୂଆଦିଲ୍ଲୀ,୮।୮: କେରଳର କୋଝିକୋଡ ବିମାନବନ୍ଦରରେ ଶୁକ୍ରବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି।…

ଫସିଲେ ର଼୍ୟାପର୍‌ ବାଦଶାହା! ଏଥିପାଇଁ ୯ ଘଣ୍ଟା କାଳ ଜେରା କଲା କ୍ରାଇମ୍‌ବ୍ରାଞ୍ଚ

ବମ୍ବେ: ବିବାଦରେ ଲୋକପ୍ରିୟ ର଼୍ୟାପର୍‌ ବାଦଶାହା। ଫେକ୍‌ ଫଲୋୟର ର଼୍ୟାକେଟ୍‌ କେସ୍‌ରେ ସେ ଛନ୍ଦି ହୋଇଛନ୍ତି। ନିଜର ସୋସିଆଲ ମିଡିଆରେ ସେ ନକଲି ଫଲୋଅର୍ସ କରିଛନ୍ତି। ଏହାକୁ…