ଡବ୍ଲ୍ୟୁପିଏଲ୍‌-୪ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ,୨୯ା୧୧: ଆସନ୍ତା ବର୍ଷ ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣ ଲାଗି ଶନିବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜୟ ଶାହାଙ୍କୁ ମିଳିଲା ଆଉଟଷ୍ଟାଣ୍ଡିଂ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୯ା୧୧: ଆଇସିସି ଚେୟାରମ୍ୟାନ ଜୟ ଶାହାଙ୍କୁ ଭାରତୀୟ ମହିଳା କ୍ରିକେଟ୍‌ରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସିଏନ୍‌ଏନ୍‌-ନ୍ୟୁଜ ୧୮ ପକ୍ଷରୁ ଇଣ୍ଡିଆନ ଅଫ୍‌ ଦି ଇୟର ପୁରସ୍କାର ବିତରଣ…

ଆରମ୍ଭରୁ ଅବ୍ୟବସ୍ଥା: ଖୋଲିଲା ମଣ୍ଡି, ଉଠିଲାନି ଧାନ

ଭବାନୀପାଟଣା,୨୯ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶନିବାରଠାରୁ ଚଳିତ ଖରିଫ ଧାନ ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଛି। ଜିଲାର ପ୍ରଥମ କରି ଗୋଲାମୁଣ୍ଡା ବ୍ଲକ ଘୋଟିଆ ମଣ୍ଡିରୁ…

୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା

ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା…

ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ

ଭଦ୍ରକ,୨୯।୧୧(ସନାତନ ରାଉତ): ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେେଇଛନ୍ତି। ବ୍ୟକ୍ତିଗତ କାରଣ…

ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ ଘଟଣା: ସହାୟତାର ହାତ ବଢ଼େଇଲେ

ଗଞ୍ଜାମ,୨୯।୧୧(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରେ ବୁଡି ଜଣେ ଅଢେଇ ବର୍ଷର ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛିା l ସେହି ଗାଁରେ ଭଡାରେ…

ଚିରାଗ ପାସଓ୍ବାନଙ୍କ ବଡ଼ ବୟାନ, କହିଲେ ବାବ୍ରି ମସ୍‌ଜିଦ୍‌ ପ୍ରସଙ୍ଗ କେବଳ ଏକ…

ନୂଆଦିଲ୍ଲୀ,୨୯ା୧୧: ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଟିଏମ୍‌ସି ବିଧାୟକ ହୁମାୟୁନ କବୀରଙ୍କ ଘୋଷଣା ପରେ ଜାତୀୟ ରାଜନୀତି ଉଷ୍ମ ହୋଇଛି। ନେତାମାନଙ୍କ ପ୍ରତିକ୍ରିୟା ନିରନ୍ତର ଆସୁଛି।…

ମାଲିକଙ୍କ ଆଖି ଆଗରେ ଜଳିଲା କଣ୍ଟେନର

ଗୋପାଳପୁର,୨୯ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅଧୀନ କନିଶିହାଟ ନିକଟ ରାସ୍ତାରେ ଏକ କଣ୍ଟେନର ହୁତହୁତ ହୋଇ ଜଳି…

ଅମୃତ ମିଳନରେ ଶହ ଶହ ଶ୍ରଦ୍ଧାଳୁ

ଦାରିଙ୍ଗବାଡ଼ି, ୨୯।୧୧ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ମା’ଦଶଭୁଜା ଦୁର୍ଗମଣ୍ଡପଠାରେ ଶନିବାର ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ସକାଳ ୯ ଟାରୁ ଶହ ଶହ ମହିଳା ଶିବ…

ପୁଣି ଥରେ ଚର୍ଚ୍ଚାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ଗଣବିବାହ ସମ୍ମିଳନୀରେ ବିବାହ କରିବେ ପୁଅ, କାରଣ ଜାଣିଲେ…

ଭୋପାଳ,୨୯ା୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ପୁଣି ଥରେ ସରଳତାର ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରକୃତରେ ମୋହନ ଯାଦବ ତାଙ୍କ ସାନ ପୁଅ ଡକ୍ଟର ଅଭିମନ୍ୟୁ…