ଭତ୍ତା ପାଇଁ ଟ୍ରାଇ ସାଇକେଲରେ ୧୮ କି.ମି.

ଚମ୍ପୁଆ,୧୪।୧୦(ଡି.ଏନ.ଏ.)-ସରକାର ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏହାର ସୁଫଳ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଦିବ୍ୟାଙ୍ଗ ଅସହାୟମାନେ ଭତ୍ତା ପାଇଁ ବାରମ୍ବାର…

ନିର୍ବାଚନ ହାରିବା ପରେ ପ୍ରାର୍ଥୀ ରଖିଲେ ଧନ୍ୟବାଦ ସଭା: ପରେ ଯାହା ଘଟିଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜୟପୁର, ୧୪।୧୦: ରାଜସ୍ଥାନର ଯୋଧପୁରରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ପିପାଡ ତହସିଲ ନାମକ ଗାଁରେ…

ସ୍ନେହ ଡୋରିରେ ବନ୍ଧା ବାଦୁଡ଼ି

ଖଇରା, ୧୪।୧୦(ଡି.ଏନ.ଏ.)-ଦିନେ ନୁହେଁ, ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୦ ବର୍ଷ ଧରି ଏକ ବାଦୁଡି ସ୍ନେହ ଡୋରିରେ ବାନ୍ଧି ହୋଇରହିଛି। ବାଲେଶ୍ୱର ଜିଲା…

ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରାଜସ୍ଥାନ

ଦୁବାଇ, ୧୪।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ଦିଲ୍ଲୀ ନିକଟରୁ ୪୬ ରନରେ ପରାଜିତ…

ସନ୍‌ରାଇଜର୍ସକୁ ହରାଇଲା ସୁପରକିଙ୍ଗ୍ସ

ଦୁବାଇ,୧୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ…

୧୪ ମାସ ପରେ ମୁକ୍ତହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା

ନୂଆଦିଲ୍ଲୀ, ୧୩।୧୦: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ମୁକ୍ତ କରାଯାଇଛି। ଗତବର୍ଷ ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରାଯିବା ପରେ ତାଙ୍କୁ ଗିରଫ…

କାହିଁକି ବିବାହ କଲେ ନାହିଁ ମୁକେଶ ଖାନ୍ନା; ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୩।୧୦: ବହୁଚର୍ଚ୍ଚିତ ‘ଶକ୍ତିମାନ’ ସିରିୟଲର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ଏବେ ଖବରର ଶିରୋନାମାରେ ରହୁଛନ୍ତି। ‘ଦି କପିଳ ଶର୍ମା ଶୋ’କୁ ନେଇ ଦେଇଥିବା ମନ୍ତବ୍ୟ…

୨୦୨୨ ସୁଦ୍ଧା ସମସ୍ତ ସହରର ସବୁ ଘରକୁ ପାଇପ ପାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଓ ପୁରୀରେ ଟ୍ୟାପ୍‌ରୁ ପାନୀୟ ଜଳ ମିଶନ ‘ସୁଜଳ’ ଲୋକାର୍ପିତ କରିଛନ୍ତି। ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ…

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ମାଡ଼: ଜେଲ୍‌ ଗଲେ ବାପା, ପୁଅ

ରୂପ୍‌ସା,୧୩।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡ଼ା ପଞ୍ଚାୟତ ଅନ୍ତର୍ଗତ ଉପର ବାରାପାଳ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।…