ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ହିନ୍ଦୁ ଭୋଟ ବ୍ୟାଙ୍କ ଉପରେ ଭାଜପାର ନଜର

କୋଲକାତା,୨୫।୯: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ, ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପଶ୍ଚିମବଙ୍ଗରେ ଦୁର୍ଗାପୂଜାର ସମୟ ଆସିଛି, ଏବଂ…

ପରିତ୍ୟକ୍ତ ଝାଟି ମାଟି ଘରେ ୧୭୬ ରାଶନ କାର୍ଡ, କିଏ -କାହିଁକି ଫିଙ୍ଗିଛି ତାହା ଏବେ ବଡ଼ ପ୍ରଶ୍ନବାଚୀ

ତୁମୁଡିବନ୍ଧ,୨୫।୯,(ଦୀପକ କୁମାର ପରାସେଠ): ପରିତ୍ୟକ୍ତ ଝାଟି ମାଟି ଘରୁ ରାଶନ କାର୍ଡ ମିଳିବା ପରେ ଏବେ ଅନେକ ପ୍ରଶ୍ନ ଉଠିଛି। କିଏ ଆଉ କେଉଁ ଉଦ୍ଦେଶ୍ୟରେ ଏହାକୁ…

ସାର ପାଇଁ ତେଜିଲା ଚାଷୀ ଆନ୍ଦୋଳନ

ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଅଭାବ ଦେଖାଦେଇଛି। ଏନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ ଦିଗପହଣ୍ଡି ପୁଞ୍ଜିକଂୟା ଛକ…

ଆଇପିଏଲ ନାଁରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ଅଭିଯୋଗ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ, ସ୍ଥାନୀୟ ଖମାର…

ଯୁବକଙ୍କ ପେଟରୁ ବାହାରିଲା ୨୯ ଚାମଚ,୧୯ ଟୁଥବ୍ରଶ, ହେଲେ ଏହା ପେଟକୁ ଗଲା କେମିତି? କାରଣ ଜାଣିଲେ…

ହାପୁଡ,୨୫।୯: ଉତ୍ତର ପ୍ରଦେଶର ହାପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଏକ ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କ ପେଟରୁ ୨୯ ଚାମଚ ବାହାର କରାଯାଇଥିଲା।…

ସୁନ୍ଦରଗଡ଼ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୨୫।୯: ସୁନ୍ଦରଗଡ଼ ଜିଲାର କେ. ବଲାଙ୍ଗରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ମୃତକମାନେ ହେଲେ କରମପାଲ…

କୋର୍ଟ ଶୁଣାଇଲେ ବଡ଼ ରାୟ, ପୂର୍ବତନ ରାଷ୍ଟ୍ରପତିଙ୍କୁ ୫ ବର୍ଷ ଜେଲ, ଗଦ୍ଦାଫିଙ୍କ ସହ କ’ଣ ରହିଛି କନେକ୍ସନ ଜାଣନ୍ତୁ

ପ୍ୟାରିସ,୨୫।୯: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କୁ ୫ ବର୍ଷ ଜେଲ ଦଣ୍ଡ ଦିଆଯାଇଛି। କୋର୍ଟ ରାୟ ଦେଇଛନ୍ତି ଯେ ସାର୍କୋଜି ୨୦୦୭ ରାଷ୍ଟ୍ରପତି ନିର୍ବାଚନ ପାଇଁ…

ହାଇୱା ଟ୍ରକ ମାଡ଼ିଯିବାରୁ ଚାଲିଗଲା ୩ ଜୀବନ: କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନମ୍ବର ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏକ ହାଇୱା ଟ୍ରକ(ନଂ.ଓଡି୦୫ଏଫ-୯୦୦୧)…

ଭାରତ ହାସଲ କଲା ଅସାଧାରଣ ସଫଳତା: ଯୁଦ୍ଧ ସମୟରେ ଶତ୍ରୁ ସାଟେଲାଇଟ କିଛି ଟେର୍ ପାଇବନି

ନୂଆଦିଲ୍ଲୀ,୨୫।୯: ଭାରତ ବୁଧବାର ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ ମିସାଇଲର ଏକ ସଫଳ ପରୀକ୍ଷଣ କରିଛି, ଯାହାର ରେଞ୍ଜ ୨,୦୦୦ କିଲୋମିଟର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ୍ସରେ…

ଲଦ୍ଦାଖ୍ ହିଂସାର ଗୋଟିଏ ଦିନ ପରେ ସୋନାମ୍ ୱାଙ୍ଗଚୁକଙ୍କ NGO’ର ବିଦେଶ ଫଣ୍ଡିଂ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ, ୨୫।୯: ଗୃହ ମନ୍ତ୍ରଣାଳୟ ଜଳବାୟୁ କାର୍ଯ୍ୟକର୍ତ୍ତା ସୋନାମ୍ ୱାଙ୍ଗଚୁକଙ୍କ ପ୍ରତିଷ୍ଠିତ ଏନ୍‌ଜିଓର ବିଦେଶ ଫଣ୍ଡିଂ (FCRA) ଲାଇସେନ୍ସ ରଦ୍ଦ କରିଛନ୍ତି। ଏହା ଲଦ୍ଦାଖକୁ ରାଜ୍ୟ ମାନ୍ୟତା…