ଅନୁଭବ ମହାନ୍ତିଙ୍କୁ ଗିରଫ ଦାବି: ଦାବିପତ୍ର ପ୍ରଦାନ

ଚୌଦ୍ୱାର,୮।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନାରେ ମଙ୍ଗଳବାର ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ତରଫରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନ୍ୟାୟ ଯୋଗାଇଦେବା ସହ…

ପୋଲିସ ଗାଡ଼ି ଧକ୍କାରେ ଜିଆର୍‌ଏସ୍‌ଙ୍କ ଜୀବନ ଗଲା

ମାଲକାନଗିରି,୮।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ନାୟକଗୁଡା ଗ୍ରାମରେ କାର୍ଯ୍ୟରତ…

ଏଲ୍‌ଏସିରେ ଉତ୍ତେଜନା: ରାଜନାଥଙ୍କ ପରେ ଜୟଶଙ୍କରଙ୍କ ୪ ଦିନିଆ ରୁଷ୍‌ ଗସ୍ତ

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ରୁଷ୍‌ ଗସ୍ତ ପରେ ଏବେ…

ଗଜାମୁଗ ତରକାରି

ଆବଶ୍ୟକ ସାମଗ୍ରୀ: ଗଜା ମୁଗ- ଅଧା କପ୍‌, ତେଲ- ୧ ଚାମଚ, ଜିରା- ଅଧା ଚାମଚ, ହେଙ୍ଗୁ- ଅଳ୍ପ, କଞ୍ଚାଲଙ୍କା- ୨ଟି, ଅଦା- ଅଳ୍ପ, ଟମାଟୋ- ୧ଟି…

ଫ୍ରିଜ୍‌ରେ ରଖୁଥିଲେ ସାବଧାନ

ବେଳେବେଳେ ଖାଦ୍ୟ ବଳିଗଲେ ତାକୁ ଅନେକେ ଫ୍ରିଜ୍‌ରେ ରଖି ପରେ ବ୍ୟବହାର କରିଥାନ୍ତି। ବିଶେଷକରି କର୍ମଜୀବୀମାନଙ୍କର ଏଭଳିି ଅଭ୍ୟାସ ପ୍ରାୟ ରହିଥାଏ। କିନ୍ତୁ ରନ୍ଧାଖାଦ୍ୟକୁ ଫ୍ରିଜ୍‌ରେ ରଖି…

ନିର୍ବନ୍ଧ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଧୋକା ଦେଇଥିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ୨୦ ବର୍ଷ ପୂର୍ବେ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ଟ୍ବିିଙ୍କଲ ପୂର୍ବରୁ ଅକ୍ଷୟଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ…

ଘରକରଣା

ଲେମ୍ବୁରେ ଯଦି କମ୍‌ ରସ ରହିଥାଏ ତେବେ ତାକୁ କିଛି ସମୟ ମାଇକ୍ରୋୱେବ୍‌ରେ ରଖି ଗରମ କରି ଦିଅନ୍ତୁ। ଏଥିରେ ଥିବା ରସ ସହଜରେ ବାହାରିଯିବ। ହେୟାର…

ନିଜ ଦାୟିତ୍ୱ ନିଜ ହାତରେ

ଏବେ ଧୀରେ ଧୀରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କଟକଣା ଉଠାଇ ଦିଆଯାଇଛି। କିନ୍ତୁ କରୋନା ସଂକ୍ରମଣ କମ୍‌ ହୋଇନାହିଁ। ପୂର୍ବପରି କରୋନା ସବୁ ସ୍ଥାନରେ ତା’ର ଉପସ୍ଥିତି ଜାହିର…

ବିମାନ ଯାତ୍ରୀଙ୍କ ପାଇଁ ଖାଦ୍ୟ ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ,୮।୯: କେନ୍ଦ୍ର ସରକାର ସମସ୍ତ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଖାଦ୍ୟ ପରସିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାପରେ ସମସ୍ତ ଏୟାରଲାଇନ୍ସ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ…

ମା’ କରୋନା ଆକ୍ରାନ୍ତ ଜାଣିବା ପରେ ୪ ପୁଅ ନେଲେ ଏମିତି ନିଷ୍ପତ୍ତି

ହାଇଦ୍ରାବାଦ୍‌,୮।୯: କରୋନା ମହାମାରୀ ସମୟରେ ମଣିଷର ଅମାନବୀୟ ଚେହେରା ପୁଣି ଥରେ ଦେଖିବାକୁ ମିଳିଛି। ବୃଦ୍ଧା ମା କରୋନା ସଂକ୍ରମିତ ଜଣାପଡିବା ପରେ ଚାରି ପୁଅ ତାଙ୍କୁ…