ପାଟଣାରେ ରାବଣ ଦହନ: ଅସତ୍ୟ ଉପରେ ସତ୍ୟର ବିଜୟ, ଖବରଦାତା-ସାମାଜିକ କର୍ମୀଙ୍କୁ ସମ୍ମାନ

ପାଟଣା,୨।୧: କେନ୍ଦୁଝର ଜିଲାର ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ଗୁରୁବାର ରାତିରେ ରାବଣ ପୋଡ଼ି ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଆୟୋଜିତ ହୋଇଛି। ରାବଣ ପୋଡ଼ି କମିଟିର…

ହୃଦୟ ବିଦାରକ ଘଟଣା: ଶାଶୁଙ୍କୁ ନିସ୍ତୁକ ପିଟିଲା ବୋହୁ, ଭିଡିଓ ରେକର୍ଡିଂ କଲା ପୁଅ

ପଞ୍ଜାବ,୨।୧: ପଞ୍ଜାବର ଗୁର୍ଦାସପୁର ଜିଲାରେ ଏକ ବୋହୁ ତାଙ୍କ ବୃଦ୍ଧ ଶାଶୁଙ୍କୁ ପୁଅଙ୍କ ସାମ୍ନାରେ ପିଟିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖାଯାଉଛି, ଶାଶୁ…

ଏଥର ପୋଡିଲେ ନାହିଁ ରାବଣ!

ନୂଆଦିଲ୍ଲୀ,୨।୧୦: ଦିଲ୍ଲୀ-ଏନସିଆରରେ ଗୁରୁବାର ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା, ଯାହା ଦଶହରାର ଉତ୍ସାହକୁ ମଳିନ କରିଦେଇଛି। ରାବଣ ଦହନ ଉତ୍ସବର ଠିକ ପୂର୍ବରୁ ହୋଇଥିବା ବର୍ଷା ରାବଣ,…

ଅଶ୍ୱିନଙ୍କ ଚତୁର ଜବାବ, କହିଲେ ମୁଁ କୌଣସି ବୁଝାମଣା କରିବି ନାହିଁ

ନୂଆଦିଲ୍ଲୀ,୨।୧୦: ଆନ୍ତର୍ଜାତୀୟ ଲିଗ ଟି-୨୦ ନିଲାମ ସମୟରେ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ କିଣିବା ପାଇଁ କୌଣସି ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇ ନଥିଲେ, ଯାହା ପ୍ରଶଂସକଙ୍କ…

ଏଥର ସିଧାସଳଖ ଭାରତ-ଚାଇନା ବିମାନ ସେବା

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ଚାଇନା ଚଳିତ ମାସ ଶେଷ ସୁଦ୍ଧା (ଅକ୍ଟୋବର ୨୦୨୫) ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଭାରତ ଏବଂ…

ଗୁଣପୁରରେ ଲଗାଣ ବର୍ଷା: ବଂଶଧାରାରେ ବନ୍ୟା, ଧାନ ଫସଲ ନଷ୍ଟ, ୧୦ ଗାଁ ବିଚ୍ଛିନ୍ନ

ଗୁଣପୁର,୨।୧(ପ୍ରଦୀପ କୁମାର ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷାରୁ ରାୟଗଡ଼ା ଜିଲାର ଗୁଣପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି। ସକାଳୁ ୧୬୦ ମି.ମି. ବର୍ଷା ରେକର୍ଡ୍ ହୋଇଛି। ବଂଶଧାରା…

ଦଶହରାରେ ବଡ ଅଘଟଣ: ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୧୩ ମୃତ

ମଧ୍ୟପ୍ରଦେଶ,୨।୧: ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟପ୍ରଦେଶରେ ଦୁଇଟି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି। ଉଜ୍ଜୟିନୀ…

ଘୋଡାହାଡ଼ ନଦୀରେ ବନ୍ୟାସ୍ଥିତି: ଆସିକା – ଦିଗପହଣ୍ଡି – ପାଟପୁର ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି/ପାଟପୁର,୨।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ଘୋଡ଼ାହାଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଉପରମୁଣ୍ଡରେ ଥିବା ଗଜପତି ଜିଲାରେ ପ୍ରବଳ ବର୍ଷା ଯୋଗୁ…

‘RSSର ଜଣେ ବି ସଦସ୍ୟ ଦେଶ ପାଇଁ ଜୀବନ ଦେଇ ନାହାଁନ୍ତି’, ମୋଦିଙ୍କ ବୟାନକୁ ନେଇ କାହିଁକି ଏମିତି କହିଲେ ଓଓ୍ବାଇସି? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ସଭାପତି ଅସଦୁଦ୍ଦିନ ଓଓ୍ବାଇସି ସୁପ୍ରିମକୋର୍ଟଙ୍କ ବିଧ୍ୱଂସ ସମ୍ପନ୍ଧୀୟ ନିର୍ଦ୍ଦେଶାବଳୀ ପାଳନ ନ କରୁଥିବା ଏବଂ ନାଗରିକମାନଙ୍କୁ ଦମନ କରିବା…

କଣ୍ଡରେଇ ଗାଁର ପ୍ରତ୍ୟକ୍ଷ ଦେବୀ ବସ୍ତ୍ରେଣ: ନିଃସନ୍ତାନିଙ୍କ ବିଶ୍ୱାସର ପୀଠ, ପଛରେ ରହିଛି ବଡ଼ ଇତିହାସ

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ। ଏହି ଗାଁର ମଙ୍ଗଳା ଜୋର ନିକଟରେ ପୂଜା ପାଉଛନ୍ତି ବସ୍ତ୍ରେଣ ଦେବୀ।…