ଅଭିଯୁକ୍ତ ଛାତ୍ରଙ୍କୁ ୩ ଦିନ ରିମାଣ୍ଡ

ନୟାଗଡ଼ ଅଫିସ,୨୩ା୧୨: ଏସ୍‌ଆଇଟି ସୋମବାର ଗିରଫ କରିଥିବା କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏଥିପାଇଁ କୋର୍ଟ ୩ ଦିନ…

ଯୁଦ୍ଧ ଜାହାଜରେ ବୁଲିଲେ ବିଧାୟକ,ଏମ୍‌ପି

ପାରାଦୀପ,୨୩ା୧୨(ସ୍ବ.ପ୍ର.) : ରାଜ୍ୟର ୧୦୧ ବିଧାୟକ ଓ ଜଣେ ଏମ୍‌ପି ମଙ୍ଗଳବାର ପାରାଦୀପ ଗସ୍ତରେ ଆସି ଭାରତୀୟ ନୌସେନାର ଦ୍ବିତୀୟ ବୃହତ୍‌ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ଜଲାସ୍ବରେ…

ବରଫ ଝଡ଼ ବେଳେ କାର୍‌ରେ ବୁଲୁଥିଲେ ଏହି ବ୍ୟକ୍ତି, ଗାଡ଼ିକୁ ଟ୍ରକ୍‌ ଧକ୍କା ମାରିବା ପରେ ଘଟିଲା ଏପରି..

କଥାରେ ଅଛି ରଖେ ହରି ତ ମାରେ କିଏ। ସେଭଳି କିଛି ଘଟିଛି ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଦୀର୍ଘ ୧୦ ଘଣ୍ଟା ଧରି ବରଫ ତଳେ…

୨୦୨୧-୨୨ ବଜେଟ ଲାଗି ଲୋକଙ୍କ ମତ ନେବ ଅର୍ଥ ବିଭାଗ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ନେଇ ଅର୍ଥ ବିଭାଗ ପକ୍ଷରୁ ବଜେଟର ପୂର୍ବ ପ୍ରସ୍ତୁତି ହୋଇଆସୁଛି ା ବିଗତ ବର୍ଷଗୁଡିକରେ ବଜେଟ୍‌ ପ୍ରସ୍ତୁତିକୁ ସୂଚନା…

ଦକ୍ଷେଶ୍ୱର ମନ୍ଦିରରୁ ଚୋରି

ଖୋର୍ଦ୍ଧା ଅଫିସ୍‌/ ବାଣପୁର, ୨୩ା୧୨ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁରର ଐତିହାସିକ ଶୈବପୀଠ ଶ୍ରୀଦକ୍ଷେଶ୍ୱର ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ୨୨ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି।…

‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ’ ପୁସ୍ତକ ଗବେଷଣାରେ ସହାୟକ ହେବ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ପୁରୀର ସାଂସ୍କୃତିକ ପରିମଣ୍ଡଳର ଅତୀତ ଓ ବର୍ତ୍ତମାନ ସର୍ବଦା ବୌଦ୍ଧିକ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଏହା ଉପରେ ପର୍ଯ୍ୟବସିତ ଡ. ଭାସ୍କର ମିଶ୍ରଙ୍କ ଲିଖିତ…

ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ପୁରସ୍କୃତ ହେବେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ରାଜ୍ୟର କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏସ୍‌ଜି) ଏବଂ ଏମ୍‌ଏସ୍‌ଏମ୍‌ଇକୁ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥନୀତିର ପୁନରୁଦ୍ଧାର…

୨ ଦିନିଆ ରିମାଣ୍ଡରେ ଆସିଲେ ଅଭୟକାନ୍ତ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କୁ ମଙ୍ଗଳବାର ୨ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ…

ହାତ ପତେଇବେ ଅଭିନେତ୍ରୀ ମୀରା

ପୁରୁଣା ଭୁବନେଶ୍ୱର, ୨୩।୧୨(ଡି.ଏନ୍‌.ଏ.): କରୋନା ମହାମାରୀ ପାଇଁ ରାଜ୍ୟର ବିଭିନ୍ନ କଳାକାର ହାତବାନ୍ଧି ବସିଛନ୍ତି। ପ୍ରଭାବିତ ହୋଇଛି ଜୀବିକା। ଓଡ଼ିଆ ଫିଲ୍ମ ଜଗତର ହାସ୍ୟ ଅଭିନେତ୍ରୀ ତଥା…

ବିଜେଡିର ଭ୍ରଷ୍ଟାଚାର ବିରୋଧୀ କଥା, ଲଙ୍କାରେ ହରି ଶବ୍ଦ ଭଳି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଦୀର୍ଘ ୨୧ ବର୍ଷ ଧରି ଦୁର୍ନୀତିକୁ ପ୍ରୋତ୍ସାହିତ କରିଆସୁଥିବା ବିଜେଡି ସରକାର ବର୍ତ୍ତମାନ ଏହା ବିରୋଧରେ ସ୍ବର ଉଠାଇବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଭାଜପା କଟାକ୍ଷ…