କୋଲକାତାରେ ହେବ ଟାୟାର ପାର୍କ

କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାରେ ଏକ ଟାୟାର ପାର୍କ ପ୍ରତିଷ୍ଠା ହେବ। ଅଦରକାରୀ ଟାୟାରରୁ ଏଠାରେ ବିଭିନ୍ନ କଳାକୃତି ନିର୍ମାଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ସ୍ଥାନୀୟ ଇସପ୍ଲାନେଡ୍‌…

ରାଜଧାନୀରୁ ୧ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ସକାଳେ ପ୍ରାୟ ୧ କେଜି ୧୭୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି।…

ଭାଜପାର ମାଗଣା କରୋନା ଟିକା ପ୍ରତିଶ୍ରୁତି ଯୋଗୁ ହୋଇନି ଆଚାର ସଂହିତା ଉଲ୍ଲଂଘନ: ନିର୍ବାଚନ କମିଶନ

ନୂଆଦିଲ୍ଲୀ,୩୧।୧୦: ବିହାର ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଜାରି ହୋଇଥିବା ଘୋଷଣା ପତ୍ରରେ ମାଗଣା କରୋନା ଟିକା ପ୍ରତିଶ୍ରୁତି ଦିଆଯାଇଛି। ଏହାକୁ ନେଇ ସୂଚନା ଅଧିକାର କର୍ମୀ…

ବଦଳିବ ସ୍କୁଲ ଖୋଲିବା ତାରିଖ: ନଭେମ୍ବରରେ ଖୋଲିବ, କିନ୍ତୁ ୧୬ରେ ନୁହେଁ…

ଭୁବନେଶ୍ୱର ୩୧।୧୦(ବ୍ୟୁରୋ): ନଭେମ୍ବର ୧୬ରେ ଖୋଲିବନି ସ୍କୁଲ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏ ନେଇ ଖୁବ୍‌ଶୀଘ୍ର ଏସ୍‌ଆର୍‌ସି ସଂଶୋଧିତ…

କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍‌ ସେବା ଆରମ୍ଭ: ଉଡ଼ିଲେ ମୋଦି

ଅହମଦାବାଦ,୩୧।୧୦: ଗୁଜରାଟର କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍‌ ସେବା ଆରମ୍ଭ ହୋଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନରେ ଉଡ଼ିଛନ୍ତି। ଜଳ ବିମାନ ବନ୍ଦରରୁ ଏହି ବିମାନ…

ବରଗଡ଼ରୁ ପୁଣି ୬୧ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୮୬୩୦ରେ

ବରଗଡ଼ ଅଫିସ,୩୧।୧୦: ବରଗଡ ଜିଲାରେ ଶନିବାର ପୁଣି ୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୦ ମହିଳା ଏବଂ ୩୧ ପୁରୁଷ…

ଓ୍ବେବ୍‌ସିରିଜ୍‌ ଦେଖିବା ନିଶାରେ ୭୫ ଲୋକଙ୍କ ଜୀବନ ବଞ୍ଚାଇ ପାରିଲେ ଏହି ନାବାଳକ

ମୁମ୍ବାଇ, ୩୧।୧୦: ମୁମ୍ବାଇ ଡୋମ୍ବିଭଲିରେ ଜଣେ ନାବାଳକଙ୍କ ଓ୍ବେବ୍‌ସିରିଜ୍‌ ଦେଖିବା ନିଶା ଯୋଗୁ ୭୫ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି। ଘଟଣାଟି ହେଉଛି, ଡୋମ୍ବିଭଲିର କୋପର ଅଞ୍ଚଳରେ…

କୋକେଇ ବାବା ଲଢୁଛନ୍ତି ଉପନିର୍ବାଚନ: ୧୧ ଥର ପରାଜିତ, ମୋଦି-ରାଜନାଥଙ୍କ ସହିତ ବି ଲଢ଼ିଛନ୍ତି

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶରେ ନଭେମ୍ବର ୩ରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଥାନୀୟ ଦେଓରିଆ ସଦର ଆସନରୁ ରାଜନ ଯାଦବ ଓରଫ କୋକେଇ ବାବା ନିର୍ବାଚନ…

ନିଖୋଜ ପୋଷା କୁକୁରର ମୃତଦେହ ଉଦ୍ଧାର ପରେ ମାଲିକ ଘଟାଇଲେ ଏପରି କାଣ୍ଡ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୋପାଳ, ୩୧।୧୦: ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ଜିଲା କୋତଓ୍ବାଲି ଥାନା ଅଞ୍ଚଳରେ ସୋମଦେବ ନାମକ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ୨ ଦିନ ହେବ ନିଖୋଜ ଥିଲା। ୨…

ଲୋକଙ୍କୁ ଗୁପ୍ତରେ କରୋନା ଟିକା ଦେଉଛି ଚାଇନା: ବାହାରେ ପ୍ରକାଶ କରିବାକୁ ମନା

ବେଜିଂ,୩୧।୧୦: ଚାଇନାରେ ଗୁପ୍ତରେ ଏହାର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି। ତେବେ ଏନେଇ ବାହାରେ ପ୍ରକାଶ ନ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି…