ବର୍ଷାରୁ ମିଳିବ ନାହିଁ ତ୍ରାହି: ୩୦ରୁ ୪୦ କିମି ବେଗରେ ବୋହିବ ପବନ

ଭୁବନେଶ୍ୱର,୭।୧୦: ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର…

ସ୍ତ୍ରୀ ସାଜିଲା ସଇତାନ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିବାକୁ ରଚିଥିଲେ ଷଡଯନ୍ତ୍ର, ଦୁର୍ଗା ପୂଜା ରାତିରେ…

ପାଟଣା,୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାର ପଡ଼ା ବ୍ଲକ ମୁଖ୍ୟାଳୟରୁ ମାଟିଆ ଗୁନିକୁ ସଂଲଗ୍ନ କରୁଥିବା ରାସ୍ତାର ସାହାର ପଡ଼ା କଲେଜ ସମ୍ମୁଖ…

ଏୟାର ଇଣ୍ଡିଆ ବିମାନରେ ମାଡ଼ ହେଲା ପକ୍ଷୀ: ୧୫୮ ଜଣ ଥିଲେ ଯାତ୍ରୀ

ନୂଆଦିଲ୍ଲୀ,୭।୧୦: ଏୟାର ଇଣ୍ଡିଆର ଏକ ବିମାନ ଏକ ସାଂଘାତିକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲା। ମଙ୍ଗଳବାର କଲମ୍ବୋ-ଚେନ୍ନାଇ ବିମାନରେ ଏକ ପକ୍ଷୀ ଧକ୍କା ଦେବା ଫଳରେ ବିମାନକୁ…

ଜିଲାପାଳଙ୍କୁ ଭେଟିଲେ OASରେ ସଫଳତା ପାଇଥିବା ଜନକ, ଭବିଷ୍ୟତରେ ଆଇଏଏସ୍‌ ହେବାକୁ ଲକ୍ଷ୍ୟ

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷାରେ ୩୨୭ ନମ୍ବର ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜନକ କୁମାର ତରାଇ ସୋମବାର ଜିଲାପାଳ ଭି…

ହଠାତ୍‌ ଚିରାଗଙ୍କ ଘରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ: ରାଜନୀତିରେ ହଲଚଲ

ପାଟନା,୭।୧୦: ବିହାର ବିଧାନସଭା ନିର୍ବାଚନ ଘୋଷଣା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି। ଆସନ ବଣ୍ଟନ ନେଇ ଶାସକ ଏନଡିଏ ଏବଂ ବିରୋଧୀ ମେଣ୍ଟ…

ଏସିଆ କପ ଟ୍ରଫି ନେଇଯାଇଥିବା ସମ୍ପର୍କରେ ଏମିତି ଉତ୍ତର ଦେଲେ ନକଭି, ଶୁଣିଲେ ମୁଣ୍ଡରେ ହାତଦେବେ…

ନୂଆଦିଲ୍ଲୀ,୭।୧୦: ପାକିସ୍ତାନୀ କ୍ରିକେଟର ଅବରାର ଅହମ୍ମଦଙ୍କ ବିବାହ କରାଚୀରେ ହୋଇଛି। ଯେଉଁଥିରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ଯୋଗ ଦେଇଥିଲେ। ସେ ଭାରତର ଏସିଆ କପ ୨୦୨୫…

‘ଟ୍ରେନିଂ ଅନ୍‌ ହ୍ବିଲ୍ସ’ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୧୦(ଅନୁରାଧା ମହାରଣା): ‘କେୟାର ବିୟଣ୍ଡ ପାୱାର- ବିକଜ୍‌ ପିପୁଲ ମ୍ୟାଟର’। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ସାମଗ୍ରିକ ବିକାଶ ଏବଂ କର୍ମଚାରୀ କଲ୍ୟାଣ ପାଇଁ ଟାଟା ପାଓ୍ବାର ପକ୍ଷରୁ…

ଆପଣଙ୍କ ଆକାଉଣ୍ଟକୁ ପିଏମ କିଷାନ ଟଙ୍କା ଆସିବ କି ନାହିଁ, ଫଟାଫଟ୍‌ କରନ୍ତୁ ଯାଞ୍ଚ, ନଚେତ୍‌..

ନୂଆଦିଲ୍ଲୀ,୭।୧୦: ଦେଶର ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ କୃଷି କିମ୍ବା କୌଣସି ସମ୍ପର୍କିତ କାର୍ଯ୍ୟକଳାପ ଉପରେ ନିର୍ଭର କରନ୍ତି। ତଥାପି, ଆଜି ମଧ୍ୟ, ଅନେକ ଚାଷୀ ଚାଷରୁ…

ବଲୁଚ ଆର୍ମି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ବିସ୍ଫୋରଣରେ ଥରି ଉଠିଲା ପାକିସ୍ତାନ

ଇସଲାମାବାଦ,୭।୧୦: ପାକିସ୍ତାନର ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ବୋମା ବିସ୍ଫୋରଣରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ଅନେକ କୋଚ…

କଟକରୁ ହଟିଲା କର୍ଫ୍ୟୁ: ଇଣ୍ଟରନେଟ ସେବାକୁ ନେଇ ବଡ଼ ସୂଚନା ଦେଲେ ପୋଲିସ କମିଶନର

କଟକ,୭।୧୦: ଶେଷରେ କଟକରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଛି। ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ…