ହାମଲେଟକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ତେଜିଲା

କର୍ଲାମୁଣ୍ଡା:୭।୮(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ହାମଲେଟ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ଘୋଷଣା କରିବା ପରେ ଅନେକ ହାମଲେଟ ଏବେ ରାଜସ୍ବ ଗାଁ ହେବା…

ବିଜେଡି ବିକ୍ଷୋଭରେ ଛାତ୍ରୀଛାତ୍ରଙ୍କୁ ସାମିଲ ଘଟଣା: ଥାନାରେ ଅଭିଯୋଗ କଲା ବ୍ରାହ୍ମଣୀଗାଁ ଭାଜପା

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ ବୁଧବାର ରାଜ୍ୟରେ ଛାତ୍ରୀ ଓ ନାରୀ ଅସୁରକ୍ଷିତ…

ଭଞ୍ଜନଗର ମେଡିକାଲକୁ ମିଳିଲା ୨ ପୁରସ୍କାର, ଖୁସିବ୍ୟକ୍ତ କଲେ ଅଞ୍ଚଳବାସୀ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଗୁରୁବାର ରାଜ୍ୟ ସରକାର ଦୁଇଟି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମଟି ଶିଶୁକୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ ମା…

ମା’ବାପା ଘରେ ନ ଥିବା ବେଳେ ନାବାଳିକାଙ୍କୁ ନେଇ ଫେରାର, ଅପହରଣ ମାମଲା ରୁଜୁ କରି… 

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା…

ସମସ୍ୟା ଘେରରେ ସିଂହପୁର ଉଚ୍ଚ ବିଦ୍ୟାଳୟ

ସିଂହପୁର,୭।୮(ଅନଙ୍ଗ ଉଦୟ ବେଉରିଆ ): ଯାଜପୁର ଜିଲା ବିଂଝାରପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି…

Asia Cupରେ ରଦ୍ଦ ହୋଇପାରିବନି ଭାରତ-ପାକିସ୍ତାନ ମ୍ୟାଚ, ଜାଣନ୍ତୁ ବିରୋଧ ସତ୍ତ୍ୱେ କାହିଁକି ହେବ ଟକ୍କର

ନୂଆଦିଲ୍ଲୀ ,୭।୮: ସେପ୍ଟେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ, ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ୧୪ ତାରିଖରେ ମୁହାଁମୁହିଁ ହେବାର କାର୍ଯ୍ୟକ୍ରମ ରହିଛି।…

ଭାଜପା ନେତା ପ୍ରକାଶଙ୍କୁ ସଂଘବଦ୍ଧ ଆକ୍ରମଣ: ଆକ୍ରମଣରେ ରାଜନେତା ସମ୍ପୃକ୍ତି ଥିବା ଅଭିଯୋଗ

ଖୋର୍ଦ୍ଧା,୭।୮(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ ଭାଜପା ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳିଙ୍କୁ ଗୁରୁବାର ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ବାଟମଙ୍ଗଳାସ୍ଥିତ ଡିଆର୍‌ସିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ୪ରୁ…

ବାବା ଭେଙ୍ଗାଙ୍କୁ ଟପିଯିବେ ଏହି ବ୍ୟକ୍ତି: କ୍ରିକେଟ୍‌ ଉପରେ ସବୁ ଭବିଷ୍ୟବାଣୀ ହୋଇଛି ସତ

ଲଣ୍ଡନ,୭।୮: ଭାରତୀୟ ଦଳ ଇଂଲଣ୍ଡ ଗସ୍ତରୁ ଫେରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ ରେ ଡ୍ର ଥିଲା। ଏବେ ଭାରତୀୟ ଦଳ ପରବର୍ତ୍ତୀ ସମୟରେ…

ଅଜଣା ରୋଗରେ ମଲେଣି ୫୦ରୁ ଊର୍ଦ୍ଧ୍ୱ ଛେଳି, ପହଞ୍ଚିନାହାନ୍ତି ବିଶେଷଜ୍ଞ ଦଳ

ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଜଗେରମାହାର ବକ୍ସିପଲି ଗ୍ରାମରେ ଗତ ଏକ ମାସ ଧରି ଛେଳି ମଡ଼କ ଚାଲିଛି। ଏଥିରେ ବହୁ…

କେତେ ଦରମା ନିଅନ୍ତି ମୁକେଶ ଅମ୍ବାନୀ: ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୭।୮: ଭାରତର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ବର୍ଷ ମଧ୍ୟ ତାଙ୍କର…