୭ ବର୍ଷ ତଳୁ ସରିଥିଲା ନିର୍ବନ୍ଧ, ପ୍ରେମିକଙ୍କ ହାତ ଧରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ‘ବହୁ ହମାରି ରଜନୀକାନ୍ତ, ବେପନାହ ପ୍ୟାର, ମଧୁବାଲା’ ଭଳି ଧାରାବାହିକରେ ନଜର ଆସିଥିବା ତନଭି ଠକ୍କର…

ଜୟାଙ୍କ କମ୍‌ବ୍ୟାକ୍‌

ବମ୍ବେ: ଦୀର୍ଘଦିନର ବିରତି ପରେ ବଡ଼ ପରଦାକୁ ଫେରିବେ ଅଭିନେତ୍ରୀ ଜୟା ବଚ୍ଚନ। ୧୯୭୩ରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ବିବାହ ପରେ ସେ ବଡ଼ ପରଦାରୁ ଦୂରେଇ…

ରାହୁଲଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ଚେନ୍ନାଇ,୧୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ସମୟରେ ‘ଆମେ ଦୁଇ, ଆମର ଦୁଇ’ କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରୁଛନ୍ତି। ଏବେ କେନ୍ଦ୍ରମନ୍ତ୍ରୀ ରାମଦାସ…

ସିରମ ଇନ୍‌ଷ୍ଟିଚ୍ୟୁଟର ଭାକ୍ସିନ ଫେରାଇ ନେବାକୁ ଅନୁରୋଧ କଲା ଏହି ଦେଶ

ବେଙ୍ଗାଲୁରୁ,୧୬।୨: ସିରମ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଭାକ୍ସିନ କୋଭିଡ୍‌-୧୯ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ଦାବି କରୁଥିବା କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ଶକ୍ତ ଝଟ୍‌କା ଲାଗିଛି। ସିରମ…

ଚେନ୍ନାଇ ଟେଷ୍ଟରେ ବିଶାଳ ବିଜୟ ପରେ ଧୋନୀଙ୍କ ରେକର୍ଡର ସମକକ୍ଷ ହେଲେ କୋହଲି

ଚେନ୍ନାଇ,୧୬।୨: ଭାରତୀୟ ଅଧିନାୟକ ଭାବେ ନୂତନ ଉପଲବ୍ଧି ହାସଲ କରିଛନ୍ତି ବିରାଟ କୋହଲି। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୩୧୭ରନ୍‌ ବ୍ୟବଧାନରେ ଜିତିଛି ଟିମ୍‌ ଇଣ୍ଡିଆ। ଏଥିସହ…

ଡେବ୍ୟୁ ଟେଷ୍ଟରେ ୫ ଉଇକେଟ ନେଇ ଚମକିଲେ ଏହି ସ୍ପିନର, ସ୍ପେଶାଲ କ୍ଲବରେ…

ଚେନ୍ନାଇ,୧୬।୨: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗୋଟିଏ ପାଳିରେ ୫ ଉଇକେଟ ନେଇ ସ୍ପେଶାଲ କ୍ଲବରେ ସ୍ଥାନ ହାସଲ କରିଛନ୍ତି ଭାରତୀୟ ସ୍ପିନର ଅକ୍ଷର ପଟେଲ।…

କେନାଲକୁ ଖସିଲା ବସ୍‌ : ୪୫ ଯାତ୍ରୀଙ୍କ ପାଇଁ ପାଲଟିଲା ଶେଷ ଯାତ୍ରା

ଭୋପାଳ, ୧୬।୨ : ମଧ୍ୟ ପ୍ରଦେଶର ସିଧି ଜିଲା ପାଟନା ଗ୍ରାମ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ବାନ୍‌ଗାଙ୍ଗା…

ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସିଲେନି ଶୁଭମନ? ବିସିସିଆଇ କହିଲା…

ଚେନ୍ନାଇ,୧୬।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସି ନ ଥିଲେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏହା ପଛର କାରଣ ସାମ୍ନାକୁ…

ପାର୍ଟି କରିବାର ପରିଣାମ, ଗୋଟିଏ ଆପାର୍ଟମେଣ୍ଟରୁ ଚିହ୍ନଟ ହେଲେ ୧୦୩ ପଜିଟିଭ

ବେଙ୍ଗାଲୁରୁ, ୧୬।୨ : କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରୁ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟିନେଣ୍ଟାଲ ଜୋନ ଘୋଷଣା କରାଯାଇଛି।…

ତୃତୀୟ ଟେଷ୍ଟରେ ଅଧିକ ମଜଭୂତ ହେବ ଟିମ୍‌ ଇଣ୍ଡିଆ, ଯୋଡ଼ି ହେବେ ଏହି ଦୁଇ ଧୁରନ୍ଧର

ନୂଆଦିଲ୍ଲୀ,୧୬।୨: ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ସହ ଯୋଡ଼ି ହେବେ ଦ୍ରୁତ ବୋଲର୍‌ ମହମ୍ମଦ ଶାମୀ ଏବଂ…