ଜିଏସ୍‌ଟି ରିଟର୍ନ ଫାଇଲ୍‌ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧।୩:  କେନ୍ଦ୍ର ସରକାର ରବିବାର ଦେଶର ଟିକସଦାତାଙ୍କ ସୁବିଧାକୁ ନଜରରେ ରଖି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାର୍ଷିକ ରିଟର୍ନ ଫାଇଲ୍‌ ଅବଧିକୁ ବୃଦ୍ଧି କରିଛନ୍ତି।…

ଜଙ୍ଗଲ ସୁରକ୍ଷାରେ ୧୧୦ ପରିବାର

ବାରିପଦା ଅଫିସ,୧।୩- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଜାରକାଣୀ ପଞ୍ଚାୟତ ଇଟାମୁଣ୍ଡିଆ ଗ୍ରାମର ୧୧୦ ପରିବାର ଉଜୁଡ଼ା ଜଙ୍ଗଲକୁ ସବୁଜିମାରେ ଭରପୁର କରି ସମାଜକୁ ଦେଇଛନ୍ତି…

ସ୍ବର୍ଣ୍ଣ ସହ ଭିନେଶଙ୍କ ପ୍ରତ୍ୟାବର୍ତ୍ତନ

କିଭ୍‌ (ୟୁକ୍ରେନ୍‌), ୧।୩(ପି.ଟି.)- ଭାରତର ଷ୍ଟାର ରେସ୍‌ଲର ଭିନେଶ ଫୋଗତ୍‌ ଏଠାରେ ଚାଲିଥିବା ଆଉଟଷ୍ଟାଣ୍ଡିଂ ୟୁକ୍ରେନିଆନ ରେସଲର୍ସ ଆଣ୍ଡ୍‌ କୋଚେସ ମେମୋରିଆଲ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ…

ଦ୍ୱିତୀୟ ମାସ ଲାଗି ବଢ଼ିଲା ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ,୧।୩: ଭାରତୀୟ ପୁଞ୍ଜି ବଜାରରେ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ଲଗାତର ଦ୍ୱିତୀୟ ମାସ ଲାଗି ବୃଦ୍ଧି ଘଟିଛି। ଫେବୃୟାରୀରେ ଏହି ନିବେଶକମାନେ ୨୩,୬୬୩ କୋଟି ଟଙ୍କା…

ଓଡ଼ିଶା ଓମେନ୍ସ ଲିଗ୍‌ ଉଦ୍‌ଘାଟିତ: ଉଦ୍‌ଘାଟନୀ ମ୍ୟାଚ୍‌ରେ ସ୍ପୋର୍ଟ୍ସ ହଷ୍ଟେଲର ବୃହତ୍‌ ବିଜୟ

ଭୁବନେଶ୍ୱର,୧।୩(ସ୍ପୋର୍ଟ୍ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟବଲ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା…

ଭାକ୍‌ସିନ୍‌ ମୂଲ୍ୟ ସୀମା ନେଇ ବାୟୋକନ୍‌ ମୁଖ୍ୟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧।୩:  କୋଭିଡ-୧୯ ଭାକ୍‌ସିନ କ୍ଷେତ୍ରରେ ଘରୋଇ ହସ୍ପିଟାଲଗୁଡିକ ଲାଗି ସରକାର ୨୫୦ ଟଙ୍କା ସୀମା ଧାର୍ଯ୍ୟ କରିଛନ୍ତି। ଏହାକୁ ନେଇ ବାୟୋକନ୍‌ ମୁଖ୍ୟ କିରନ ମଜୁମଦାର ସ’…

କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨.୨ ଲକ୍ଷ କୋଟି କମିଲା

ନୂଆଦିଲ୍ଲୀ,୧।୩: ଭାରତୀୟ ପୁଞ୍ଜି ବଜାରର ସବୁଠାରୁ ୧୦ ମୂଲ୍ୟବାନ କମ୍ପାନୀ ମଧ୍ୟରୁ ୯ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨.୨ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ସେନ୍‌ସେକ୍ସ…

ଇଣ୍ଡିଆନ ସୁପର ଲିଗ୍‌: ଗୋଆକୁ ପ୍ଲେ ଅଫ୍‌ ଟିକେଟ, ହାଇଦ୍ରାବାଦ୍‌ ଆଉଟ୍‌

ମାର୍ଗାଓ,୧।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସେସନରେ ଏଫ୍‌ସି ଗୋଆ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ଅନ୍ୟପଟେ ହାଇଦ୍ରାବାଦ୍‌ ଏଫ୍‌ସିକୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ ପଡିଛି।…

ନିକ୍‌ଙ୍କ କଥା ମନେ ପକାଇ ଫଟୋ ଶେୟାର କଲେ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ହଲିଉଡ ଗାୟକ ନିକ୍‌ ଜୋନାସ ନିଜର ବୈବାହିକ ଜୀବନକୁ ନେଇ ବେଶ୍‌ ହସଖୁସିରେ ସମୟ କାଟୁଛନ୍ତି। ପ୍ରିୟଙ୍କାଙ୍କୁ…

ବିତରଣ କମ୍ପାନୀଙ୍କ ଉପରେ ବାକି ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧।୩: ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଉପରେ ଉତ୍ପାଦନ କମ୍ପାନୀଗୁଡିକର ବାକି ୧.୩୬ ଲକ୍ଷ କୋଟି ଟଙ୍କା ଛୁଇଁଛି। ୨୦୨୦ ଡିସେମ୍ବର ସୁଦ୍ଧା ଏହି ବାକିରେ ୨୪% ବଢିଛି।…