ନୀଳ ଡ୍ରମ୍‌ରେ ସ୍ବାମୀଙ୍କ ମୃତଦେହ: ସ୍ତ୍ରୀ, ଘର ମାଲିକ ଅଚାନକ କୁଆଡ଼େ ଗାଏବ୍‌, ସନ୍ଦେହ ବଢାଉଛି…

ଜୟପୁର,୧୮।୮: ରାଜସ୍ଥାନର ଖେରଥଲ-ତିଜାରା ଜିଲାର କିଶନଗଡ଼ବାସ ସହରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘରର ଛାତ ଉପରେ ରଖାଯାଇଥିବା ଏକ ଡ୍ରମରେ ଜଣେ ବ୍ୟକ୍ତିଙ୍କ…

ନାଳିରେ ୭୩ ମଇଁଷିଙ୍କ ମୃତ୍ୟୁ, କୁମ୍ଭୀର ଆକ୍ରମଣ ନା ଆଉ କିଛି ବଢୁଛି ଚର୍ଚ୍ଚା

ଆଳି/ରାଜନଗର,୧୮ା୮(ବନମାଳୀ ସେନାପତି/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ…

ଘଣ୍ଟା ପ୍ରତି ୨୬୦ କିଲୋମିଟର ବେଗରେ ଆସୁଛି ବିପର୍ଯ୍ୟୟ! ବୈଜ୍ଞାନିକଙ୍କ ନିଦ ହଜିଲା

ଓ୍ବାଶିଂଟନ,୧୮।୮: ପୃଥିବୀର ଦ୍ୱିତୀୟ ବୃହତ୍ତମ ମହାସାଗର ଆଟଲାଣ୍ଟିକ ମହାସାଗରରେ ଝଡ଼ ଦେଖି ପାଣିପାଗ ବିଭାଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି। ଆଟଲାଣ୍ଟିକ ମହାସାଗରରେ ଉଠିଥିବା ଝଡ଼ ଏରିନ ଏତେ…

ଗୋଟିଏ ମିନିଟ୍‌ରେ ସସ୍‌ପେଣ୍ଡ୍‌ କରିଦେବି କହିଲେ ପାଣ୍ଡିଆନ, କାହାକୁ କାହିଁକି ଏମିତି କହିଲେ…

ଭୁବନେଶ୍ୱର, ୧୮ା୮(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍‌ ଅଲ୍ଟିମେଟ୍‌…

ପୁଟିନଙ୍କ ସହ ମିଶି ଧୋକା ଦେଇଦେଲେ ଟ୍ରମ୍ପ! ଜେଲନ୍ସକିଙ୍କୁ କହିଲେ କ୍ରିମିଆ ଛାଡ

କ୍ୱିଭ,୧୮।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବର୍ଷ ବର୍ଷର ଯୁଦ୍ଧ ଏବେ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହାକୁ ନେଇ ଅନେକ ଦେଶରେ ଉତ୍ତେଜନା ରହିଛି। ବିଶ୍ୱର…

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି…

ଅନୁଗୋଳ,୧୮ା୮(ମାନସ ବିଶ୍ୱାଳ): ଭିଜିଲାନ୍ସ ଜାଲରେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ସୋମବାର ସକାଳେ ତାଙ୍କ ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି…

ପୁଅ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ କ’ଣ କହିଲେ ମା’? ଜାଣନ୍ତୁ ନା ପଛର ରୋଚକ କାହାଣୀ

ଚେନ୍ନାଇ,୧୮।୮: ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ତାମିଲନାଡୁର ତିରୁପ୍ପୁର ଜିଲାରେ ଖୁସିର ଲହରୀ ଖେଳିଗଲା। ରାଧାକୃଷ୍ଣନଙ୍କ ମାଆ ଜାନକୀ…

ଭୋଟର ତାଲିକାରୁ ନାମ କଟିଥିବା ୬୫ ଲକ୍ଷ ଲୋକଙ୍କ ଲିଷ୍ଟ ଜାରି

ପାଟନା,୧୮।୮: ରବିବାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିହାରର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ପରେ ବାଦ…

SBI ଆଣିଛି ନିଯୁକ୍ତି ସୁଯୋଗ: ୫୦୦୦ରୁ ଅଧିକ ପଦବୀ ହେବ ପୂରଣ, ଏହି ତାରିଖ ସୁଦ୍ଧା ତୁରନ୍ତ କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୧୮ା୮: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ଯୁବକ ଯୁବତୀମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ବ୍ୟାଙ୍କ ଜୁନିଅର ଆସୋସିଏଟ୍‌ (ଗ୍ରାହକ…

ଆଜି ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୯ ତାରିଖରୁ ଆହୁରି ବଢ଼ିବ

ଭୁବନେଶ୍ୱର,୧୮ା୮: ସୋମବାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି…