ପୋତାଗଲା ବିପୁଳ ସସ୍‌, ଆଚାର

କଟକ ଅଫିସ ,୮।୨: କଟକ ଜଗତ୍‌ପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରଖାନାର ପର୍ଦ୍ଦଫାଶ ହୋଇଆସୁଛି। ସସ୍‌, ଆଚାରଠୁ…

ନ୍ୟୁୟର୍କ ଆସେମ୍ବ୍ଲିରେ କଶ୍ମୀର ପ୍ରସଙ୍ଗ ଗୃହୀତ

ନ୍ୟୁୟର୍କ, ୮।୨(ପି.ଟି.): ଫେବୃୟାରୀ ୫କୁ ଗଭର୍ନର ଆଣ୍ଡ୍ର୍ୟୁ କୁମୋ ‘କଶ୍ମୀର ଆମେରିକୀୟ ଦିବସ’ ଭାବେ ଘୋଷଣା କରିବା ପାଇଁ ନ୍ୟୁୟର୍କ ରାଜ୍ୟ ଆସେମ୍ବ୍ଲିରେ ଏକ ପ୍ରସ୍ତାବ ଗୃହୀତ…

ଆଜିଠୁ ନବମ, ଏକାଦଶ

ଭୁବନେଶ୍ୱର, ୮।୨(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବ। ଦୀର୍ଘ ୧୦ମାସ ପରେ ପିଲା ସ୍କୁଲ୍‌ ଯାଇ ପାଠପଢ଼ିବେ। ସୋମବାରରୁ ଶନିବାର ପ୍ରତ୍ୟହ ସକାଳ…

ପୋତି ହୋଇପଡ଼ୁଛି ଡେଳିଙ୍ଗିବନ୍ଧ

ବାରିପଦା ଅଫିସ,୮ା୨- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ଥିବା ଡେଳିଙ୍ଗି ବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସ୍ବାଧୀନତା ପୂର୍ବରୁ ରାଜାରାଜୁଡ଼ା ଅମଳରେ ପ୍ରଜାମଣ୍ଡଳ…

ରାତିରେ ଚାଲିଛି ମୋରମ ଲୁଟ୍‌

ରୂପ୍‌ସା, ୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ରାତାରାତି ୮ରୁ ୧୦ଟି…

ଘରୋଇକରଣ ନେଇ ନିର୍ମଳାଙ୍କ ସ୍ପଷ୍ଟୀକରଣ

ମୁମ୍ବାଇ:  ଦେଶର ସମ୍ପତ୍ତିକୁ ସରକାର ଘରୋଇ କ୍ଷେତ୍ର ହାତକୁ ଟେକି ଦେଉଥିବା ବିରୋଧୀ ଦଳଗୁଡିକ ଅଭିଯୋଗ ଆଣିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହାର ଉତ୍ତର ରଖିଛନ୍ତି। ବିରୋଧୀଙ୍କ…

ସାତ ଭଉଣୀଙ୍କ ବାସସ୍ଥାନ ସାତକୁଟୁଣିଆ

ଚମ୍ପୁଆ, ୮।୨(ଡି.ଏନ.ଏ)-ଐତିହାସିକ ଓ ଭୌଗୋଳିକ ଦୃଷ୍ଟି କୋଣରୁ ଗୁରୁତ୍ୱପୁର୍ଣ୍ଣ ହୋଇପାରିଛି ଧଳା ପଥରଖଣ୍ଡ ଟିକି ପାହାଡ ସାତକୁଟୁଣିଆ। ନିର୍ଦ୍ଦିଷ୍ଟ ଏକ ଚଟାଣରେ ସାତଟି କୁଟୁଣି ଏହି ପାହାଡର…

ରୋମାଞ୍ଚକ ମୋଡ଼ରେ ଦ୍ୱିତୀୟ ଟେଷ୍ଟ, ଟାର୍ଗେଟ ୩୭୦: ଦକ୍ଷିଣ ଆଫ୍ରିକା ୧୨୭/୧

ରାଓ୍ବଲପିଣ୍ଡି,୮।୨: ପାକିସ୍ତାନ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ…

ଭେହିକ୍‌ଲ ସ୍କ୍ରାପେଜ୍‌କୁ ଉତ୍ସାହିତ କରିବେ ସରକାର

ନୂଆଦିଲ୍ଲୀ:  ପୁରୁଣା ଏବଂ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ହଟାଇ ନୂଆ ଯାନ ଗ୍ରହଣ କାର୍ଯ୍ୟକ୍ରମକୁ ସରକାର ଉତ୍ସାହିତ କରିବେ। ଏ କ୍ଷେତ୍ରରେ ସରକାର କେତେକ ବେନିଫିଟ…

ପୂର୍ବତନ ହେଭିଓ୍ବେଟ୍‌ ଚାମ୍ପିୟନ ସ୍ପିଙ୍କ୍ସଙ୍କ ପରଲୋକ

ଲାସ୍‌ ଭେଗାସ, ୮ା୨ (ଏପି)-ପୂର୍ବତନ ହେଭିଓ୍ବେଟ୍‌ ଚାମ୍ପିୟନ ଲିଅନ୍‌ ସ୍ପିଙ୍କ୍ସଙ୍କ ପରଲୋକ ହୋଇଛି। ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ସେ ଅଲିମ୍ପିକ ସ୍ବର୍ଣ୍ଣ ଜିତିଥିଲେ। ସେ ତାଙ୍କ…