ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୬, ୨୦୨୧)

ଭୁବନେଶ୍ୱରରେ ସରସ୍ବତୀ ପୂଜା   କଟକରେ ସରସ୍ବତୀ ପୂଜା ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କ ୮୨ତମ ଜନ୍ମଦିନ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତ କାର୍ଯ୍ୟକ୍ରମ ସଡକ ସୁରକ୍ଷା…

ସୁସ୍ଥ ହେଲେ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୨: ଓଡ଼ିଶାରେ ମଙ୍ଗଳବାର ୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କୋଭିଡ୍‌-୧୯କୁ ହରାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୭୦୦ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୪,…

ମାନସିକ ଅସୁସ୍ଥତା କାରଣରୁ କ୍ରିକେଟରୁ ଦୂରେଇଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି

ମୁମ୍ବାଇ,୧୬।୨: ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ତଥା ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ କୁଇଣ୍ଟନ ଡି’ କକ୍‌ କ୍ରିକେଟରୁ କିଛି ସପ୍ତାହ ପାଇଁ…

ଲଜ୍ଜାଜନକ ପରାଜୟକୁ ନେଇ ଇଂଲଣ୍ଡ ଅଧିନାୟକ କହିଲେ ଏଭଳି

ଚେନ୍ନାଇ,୧୬।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ୩୧୭ରନ୍‌ ବ୍ୟବଧାନରେ ହାରିଛି ଇଂଲଣ୍ଡ ଟିମ୍‌। ଫଳରେ ସିରିଜ୍‌ ୧-୧ ସମାନ ସ୍ଥିତିରେ ପହଞ୍ଚିଛି। ଏହି ଜିତ୍‌ ପରେ…

ଏମିତି ଦେଶ ଯେଉଁଠି ଆଲକହଲ କଥା ସ୍ବପ୍ନରେ ଚିନ୍ତା କରନ୍ତି ନାହିଁ କେହି

ବିଶ୍ୱରେ ଏଭଳି ଦେଶ ଅଛି, ଯେଉଁଠି ଆଲକହଲ ସେବନ କରିବା ଦୂରର କଥା କେହି ସ୍ବପ୍ନରେ ମଧ୍ୟ ଚିନ୍ତା କରନ୍ତି ନାହିଁ। ତେବେ ଆମେ ଏଠାରେ ବିଶ୍ୱର…

ର଼୍ୟାକେଟ ଉପରେ ଶୁଝାଇଲେ ସବୁ ରାଗ ବିଶ୍ୱର ନମ୍ବର ଓ୍ବାନ ଟେନିସ୍‌ ଖେଳାଳି

ମେଲବୋର୍ନ,୧୬।୨: ଚଳିତ ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଲେକ୍ସଜାଣ୍ଡର ଜାଭରେଭଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବିଶ୍ୱର ନମ୍ବର…

୭ ବର୍ଷ ତଳୁ ସରିଥିଲା ନିର୍ବନ୍ଧ, ପ୍ରେମିକଙ୍କ ହାତ ଧରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ‘ବହୁ ହମାରି ରଜନୀକାନ୍ତ, ବେପନାହ ପ୍ୟାର, ମଧୁବାଲା’ ଭଳି ଧାରାବାହିକରେ ନଜର ଆସିଥିବା ତନଭି ଠକ୍କର…

ଜୟାଙ୍କ କମ୍‌ବ୍ୟାକ୍‌

ବମ୍ବେ: ଦୀର୍ଘଦିନର ବିରତି ପରେ ବଡ଼ ପରଦାକୁ ଫେରିବେ ଅଭିନେତ୍ରୀ ଜୟା ବଚ୍ଚନ। ୧୯୭୩ରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ବିବାହ ପରେ ସେ ବଡ଼ ପରଦାରୁ ଦୂରେଇ…

ରାହୁଲଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ଚେନ୍ନାଇ,୧୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ସମୟରେ ‘ଆମେ ଦୁଇ, ଆମର ଦୁଇ’ କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରୁଛନ୍ତି। ଏବେ କେନ୍ଦ୍ରମନ୍ତ୍ରୀ ରାମଦାସ…

ସିରମ ଇନ୍‌ଷ୍ଟିଚ୍ୟୁଟର ଭାକ୍ସିନ ଫେରାଇ ନେବାକୁ ଅନୁରୋଧ କଲା ଏହି ଦେଶ

ବେଙ୍ଗାଲୁରୁ,୧୬।୨: ସିରମ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଭାକ୍ସିନ କୋଭିଡ୍‌-୧୯ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ଦାବି କରୁଥିବା କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ଶକ୍ତ ଝଟ୍‌କା ଲାଗିଛି। ସିରମ…