କାର୍ତ୍ତିକଙ୍କଠାରୁ ଆରମ୍ଭ କରି କଙ୍ଗନା: କରନ୍‌ ଜୋହରଙ୍କ ସହ ଝଗଡ଼ା କରିଛନ୍ତି…

ବମ୍ବେ: ବଲିଉଡ୍‌ରେ ନେପୋଟିଜିମ୍‌(ପରିବାରବାଦ) ଉପରେ କଥା ଉଠିଲେ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ୍‌ ଜୋହରଙ୍କ ନାମ ପ୍ରଥମେ ଆସେ। ବଡ଼ପରଦାରେ ଷ୍ଟାରକିଡ୍ସମାନଙ୍କୁ ଲଞ୍ଚ କରିବା ଏହା ପଛର…

କୋଭିଡ୍‌ ବିରୋଧରେ ଲଢ଼େଇକୁ ଦୁର୍ବଳ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୧।୫ : ଦେଶରେ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢ଼େଇକୁ କଂଗ୍ରେସ ଦୁର୍ବଳ କରୁଛି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭାଜପା ମୁଖ୍ୟ ଜେ. ପି. ନଡ୍ଡା ଲେଖିଥିବା…

ଗୋଆର ଏକ ଡାକ୍ତରଖାନାରେ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ଲିକ୍‌

ନୂଆଦିଲ୍ଲୀ,୧୧।୫: ଦେଶରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହେଉଛନ୍ତି। ଲୋକମାନେ ନିଜର ପ୍ରିୟଜନମାନଙ୍କ ଜୀବନ…

୧୬ ଜିଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ଲ୍ୟାବ୍‌ ପାଇଁ ୨୦ କୋଟି

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ୧୬ ଜିଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ଲ୍ୟାବ୍‌ ପାଇଁ ମଙ୍ଗଳବାର ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬ ଜିଲାରେ ଲ୍ୟାବ୍‌ ପାଇଁ ୨୦…

୨୮ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ କାହିଁକି ସନ୍ନ୍ୟାସ ନେଇଥିଲେ ଅମିର

କରାଚୀ,୧୧।୫ : ଗତବର୍ଷ ଡିସେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସଭିଙ୍କୁ ଚମକାଇ ଦେଇଥିଲେ ପାକିସ୍ତାନ ପେସର ମହମ୍ମଦ ଅମିର। ସେତେବେଳେ ତାଙ୍କ ଉପରେ ମୁଖ୍ୟ…

ମହିଳାଙ୍କୁ କରୋନା ଟିକାର ଗୋଟିଏ କି ଦୁଇଟି ନୁହେଁ ୬ ଡୋଜ୍‌ ଦେଇଦେଲେ ସ୍ବାସ୍ଥ୍ୟକର୍ମୀ, ଆଉ ଏବେ…

ମହାମାରୀ କରୋନା ସଂକ୍ରମଣ ରୋକିବା ଦିଗରେ ଏକମାତ୍ର ପ୍ରଭାବଶାଳୀ ପ୍ରତିକାର ହେଉଛି ଟିକା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ଦେଶରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି।…

ସିନିୟର ବ୍ୟାଟ୍ସମ୍ୟାନଙ୍କୁ ଶ୍ରୀଲଙ୍କାରେ ମିଳିପାରେ ନେତୃତ୍ୱ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୫ : ଆସନ୍ତା ଜୁଲାଇରେ ଶ୍ରୀଲଙ୍କାରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ରେ ବରିଷ୍ଠ ଓପନର ଶିଖର ଧାଓ୍ବନଙ୍କୁ ମିଳିପାରେ ଭାରତୀୟ…

ଧୂମଧାମରେ ହୋଇଥିଲା ବିବାହ; ପରଦିନ କରୋନା ସଂକ୍ରମିତ ହେଲେ ବର: ୯ମ ଦିନରେ…

ନୂଆଦିଲ୍ଲୀ,୧୧।୫: ସହର ପରେ ଏବେ ଗାଁ ମୁହାଁ କରୋନା। ଫଳରେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏହାସତ୍ତ୍ୱେ ଗାଁମାନଙ୍କରେ ଠିକ୍‌ ଭାବେ କରୋନା ଗାଇଡ୍‌ଲାଇନ୍‌ ପାଳନ…

ରାଜଧାନୀରେ କରୋନାର ଭୟାବହତା: କେବଳ ଏପ୍ରିଲରେ ୯,୪୦୦ ଲୋକଙ୍କ ସରିଲାଣି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୧।୫: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରର ଆତଙ୍କ ଦେଖିବାକୁ ମିଳିଛି। କେବଳ ଏପ୍ରିଲ ମାସରେ ରାଜଧାନୀ ମ୍ୟୁନିସିପାଲିଟି କର୍ପୋରେଶନ ଦ୍ୱାରା ପରିଚାଳିତ ୨୮ କୋଭିଡ୍‌ ନାମିତ…

ରାଶିଫଳ: ବୁଧବାର, ମେ ୧୨ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ। ଆପଣଙ୍କ ଦୃଢ ଓ କଠୋରକ୍ତି ଫଳରେ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ।…